OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Tuesday 19th July 2022

Odia Rashiphala

Odia Rashiphala

ଜୀବନସାଥୀ ଓ ପିଲାମାନଙ୍କ ଠାରୁ ବହୁତ ଖୁସି ପାଇବେ। ସରକାରୀ ଚାଜିରିଆଙ୍କ ଲାଗି ପଦୋନ୍ନତିର ଯୋଗ ରହିଛି। ଆପଣଙ୍କର ସଚ୍ଚୋଟତା ଚାରିଆଡ଼େ ପ୍ରଶଂସିତ ହେବ।
ଫିଲ୍ମ କ୍ଷେତ୍ରରେ ସଂଘର୍ଷ କରୁଥିବା ନିର୍ଦେଶକ ଓ କଳାକାରଙ୍କୁ ବଡ଼ ସୁଯୋଗ ମିଳିବ ଆତ୍ମଦିଶ୍ଵାସ ପୂର୍ବ ଅପେକ୍ଷା ମଜଭୂତ ହେବ। ଘରେ ସୁଖ ଶାନ୍ତି ବଜାୟ ରହିବ।
ଆପଣଙ୍କ ଯୋଜନା ସଫଳ ହେବାରେ ସମୟ ଲାଗିବ। ଅଫିସରେ ସାବଧାନ ରୁହନ୍ତୁ। ଆପଣ କଥାବାର୍ତ୍ତା ବେଳେ ଯେତେ ସଂଯମ ରକ୍ଷା କରିବେ ସେତେ ଭଲ ହେବେ।
କୋର୍ଟ କଚେରି ମାମଲାର ଫଇସଲା ଆପଣଙ୍କ ଆଶାର ବିପରୀତ ଆସିପାରେ। ଅଫିସ କାମରେ ବିଭିନ୍ନ ପ୍ରକାର ଆହ୍ୱାନ ଆସିବ। ଧୈର୍ଯ୍ୟ ଧରି ରହିଲେ ସଫଳତା ପାଇବେ।
ଇଂଜିନିୟରଙ୍କ ଲାଗି ଭଲ ଦିନଟିଏ। ଅଫିସରେ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରଶଂସା ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଯାନ ସାବଧାନତାରେ ଚଲାନ୍ତୁ।
ଆପଣଙ୍କୁ ଯେଉଁ ଦାୟିତ୍ୱ ମିଳିବ ତାକୁ ସହଜରେ ସମ୍ପାଦନା କରିପାରିବେ ଧନ ସଂଚୟ ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ। ଅନ୍ତରଙ୍ଗ ବନ୍ଧୁ ସହ ମିଳାମିଶା ହୋଇପାରେ।
ଜମିରେ ନିବେଶ ଲାଗି ଭଲ ଦିନଟି ଏ | ଭୂଲ୍‌ ରାସ୍ତାରେ ନେଇଯିବା ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ। ପିଲାମାନଙ୍କ ସଫଳତାରେ ଗୌରବାନ୍ୱିତ ଅନୁଭବ କରିବେ।
ସମୃନ୍ଧରେ ଥିବା ତିକ୍ତତାକୁ ମଧୁରତାରେ ବଦଳାଇବା ଲାଗି ଭଲ ଦିନଟିଏ। ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାରେ ପ୍ରଭାବିତ ହେବେ ବିଶ୍ଵସ୍ତ ବନ୍ଧୁଙ୍କ ପରାମର୍ଶ କାମରେ ଆସିବ।
ବ୍ୟକ୍ତିତ୍ୱକୁ ବିକଶିତ କରିବା ଲାଗି ଭଲ ଦିନଟିଏ। ଅଫିସରେ ଦୀର୍ଘ ଦିନର ବାଳି କାମ ସଂପୂର୍ଣ କରିବେ। ଯାନ କିଣିବା ଲାଗି ଆଗ୍ରହ ବଢ଼ିବ ପରିବାରରେ ଝୁସିର ମାହୋଲ ରହିବ।
ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ ବନ୍ଧୁ ସହ ବାହାରକୁ ବୁଲି ଯିବାର ଅବସର ପାଇବେ। ଛାତ଼ଙ୍କ ଲାଗି ଦିନଟି ଭଲ।
ପୂର୍ବରୁ ପ୍ରସ୍ତୁତ କରିଥିବା ଯୋଜନା କ୍ରିୟାନ୍ୱିତ କରିବେ। ଧନ ସମ୍ବନ୍ଧୀୟ ଚିନ୍ତାର ସମାଧାନ ବାହାରିବ। କୌଣସି ସମାଳସେବା ସଂସ୍ଥା ସହ ଯୋଡ଼ିହେବାର ଅବସର ପାଇବେ।
ଅଫିସର କୌଣସି ବଡ଼ ଦାୟିତ୍ୱ ଆପଣଙ୍କ କାନ୍ଧକୁ ଅସିପାରେ ସ୍ୱାଦିଷ୍ଟ ଖାଦ୍ୟ ଖାଇବେ ମୁଖକୁ ଆସୁଥିବା ଅହ୍ଵାନର ଦୃଢ଼ ମୁକାବିଲା କରିପାରିବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments