![]() |
ଜୀବନସାଥୀ ଓ ପିଲାମାନଙ୍କ ଠାରୁ ବହୁତ ଖୁସି ପାଇବେ। ସରକାରୀ ଚାଜିରିଆଙ୍କ ଲାଗି ପଦୋନ୍ନତିର ଯୋଗ ରହିଛି। ଆପଣଙ୍କର ସଚ୍ଚୋଟତା ଚାରିଆଡ଼େ ପ୍ରଶଂସିତ ହେବ। |
ଫିଲ୍ମ କ୍ଷେତ୍ରରେ ସଂଘର୍ଷ କରୁଥିବା ନିର୍ଦେଶକ ଓ କଳାକାରଙ୍କୁ ବଡ଼ ସୁଯୋଗ ମିଳିବ ଆତ୍ମଦିଶ୍ଵାସ ପୂର୍ବ ଅପେକ୍ଷା ମଜଭୂତ ହେବ। ଘରେ ସୁଖ ଶାନ୍ତି ବଜାୟ ରହିବ। | |
ଆପଣଙ୍କ ଯୋଜନା ସଫଳ ହେବାରେ ସମୟ ଲାଗିବ। ଅଫିସରେ ସାବଧାନ ରୁହନ୍ତୁ। ଆପଣ କଥାବାର୍ତ୍ତା ବେଳେ ଯେତେ ସଂଯମ ରକ୍ଷା କରିବେ ସେତେ ଭଲ ହେବେ। | |
କୋର୍ଟ କଚେରି ମାମଲାର ଫଇସଲା ଆପଣଙ୍କ ଆଶାର ବିପରୀତ ଆସିପାରେ। ଅଫିସ କାମରେ ବିଭିନ୍ନ ପ୍ରକାର ଆହ୍ୱାନ ଆସିବ। ଧୈର୍ଯ୍ୟ ଧରି ରହିଲେ ସଫଳତା ପାଇବେ। | |
ଇଂଜିନିୟରଙ୍କ ଲାଗି ଭଲ ଦିନଟିଏ। ଅଫିସରେ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରଶଂସା ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଯାନ ସାବଧାନତାରେ ଚଲାନ୍ତୁ। | |
ଆପଣଙ୍କୁ ଯେଉଁ ଦାୟିତ୍ୱ ମିଳିବ ତାକୁ ସହଜରେ ସମ୍ପାଦନା କରିପାରିବେ ଧନ ସଂଚୟ ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ। ଅନ୍ତରଙ୍ଗ ବନ୍ଧୁ ସହ ମିଳାମିଶା ହୋଇପାରେ। | |
ଜମିରେ ନିବେଶ ଲାଗି ଭଲ ଦିନଟି ଏ | ଭୂଲ୍ ରାସ୍ତାରେ ନେଇଯିବା ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ। ପିଲାମାନଙ୍କ ସଫଳତାରେ ଗୌରବାନ୍ୱିତ ଅନୁଭବ କରିବେ। | |
ସମୃନ୍ଧରେ ଥିବା ତିକ୍ତତାକୁ ମଧୁରତାରେ ବଦଳାଇବା ଲାଗି ଭଲ ଦିନଟିଏ। ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାରେ ପ୍ରଭାବିତ ହେବେ ବିଶ୍ଵସ୍ତ ବନ୍ଧୁଙ୍କ ପରାମର୍ଶ କାମରେ ଆସିବ। | |
ବ୍ୟକ୍ତିତ୍ୱକୁ ବିକଶିତ କରିବା ଲାଗି ଭଲ ଦିନଟିଏ। ଅଫିସରେ ଦୀର୍ଘ ଦିନର ବାଳି କାମ ସଂପୂର୍ଣ କରିବେ। ଯାନ କିଣିବା ଲାଗି ଆଗ୍ରହ ବଢ଼ିବ ପରିବାରରେ ଝୁସିର ମାହୋଲ ରହିବ। | |
ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ ବନ୍ଧୁ ସହ ବାହାରକୁ ବୁଲି ଯିବାର ଅବସର ପାଇବେ। ଛାତ଼ଙ୍କ ଲାଗି ଦିନଟି ଭଲ। | |
ପୂର୍ବରୁ ପ୍ରସ୍ତୁତ କରିଥିବା ଯୋଜନା କ୍ରିୟାନ୍ୱିତ କରିବେ। ଧନ ସମ୍ବନ୍ଧୀୟ ଚିନ୍ତାର ସମାଧାନ ବାହାରିବ। କୌଣସି ସମାଳସେବା ସଂସ୍ଥା ସହ ଯୋଡ଼ିହେବାର ଅବସର ପାଇବେ। | |
ଅଫିସର କୌଣସି ବଡ଼ ଦାୟିତ୍ୱ ଆପଣଙ୍କ କାନ୍ଧକୁ ଅସିପାରେ ସ୍ୱାଦିଷ୍ଟ ଖାଦ୍ୟ ଖାଇବେ ମୁଖକୁ ଆସୁଥିବା ଅହ୍ଵାନର ଦୃଢ଼ ମୁକାବିଲା କରିପାରିବେ। |
Odia Calendar 2022
Comments
comments