OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Tuesday 16th August 2022

Odia Rashiphala

Odia Rashiphala

ଅଫିସରେ ଅଧିକ ସମୟ କାମ କରି ବାକିଥିବା କାମ ପୂରା କରିବେ। ବନ୍ଧୁ ଘରକୁ ଯିବା ପାଇଁ ଯୋଜନା କରିପାରନ୍ତି। ଦାମ୍ପତ୍ୟ ସମ୍ବନ୍ଧ ମିଷ୍ଟତାରେ ପୂର୍ଣ୍ଣ ରହିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
ସାମାଜିକ କାର୍ଯ୍ୟରେ ସମୟ ଦେବେ। ଦୋକାନୀଙ୍କ ଲାଗି ଦିନଟି ଲାଭପ୍ରଦ ଇଂଜିନିୟରଙ୍କୁ ଭଲ କଂପାନିରେ ଚାକିରି ମିଳିବ। ମହିଳାମାନଙ୍କୁ ନିଜ ଲୋକଙ୍କ ବ୍ୟବହାର କଷ୍ଟ ଦେବ।
ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ। ଅସୁବିଧାରେ ପଡ଼ିପାରନ୍ତି। ରୋଜଗାର ଖୋଜୁଥିବା ଯୁବକଙ୍କୁ ନିଯୁକ୍ତ ମିଳିବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।
ପୂଜାପାଠରେ ସମୟ ବିତିବ ସୁସମ୍ବାଦ ପାଇବେ। ପ୍ରିୟତମଙ୍କ ସହଯୋଗ ପାଇବେ। ବେପାର ଦିଗୁଣା ବୃଦ୍ଧି ପାଇବ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ବାଧା ଦୂର ହୋଇଯିବ।
ନାରାଜ ଥିବା ପ୍ରିୟଜନଙ୍କୁ ମନାଇବା ପାଇଁ ଉପହାର ଦେଇପାରନ୍ତି। ଚାକିରି ବଦଳାଇବା ପାଇଁ ମନସ୍ତ କରିପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଭଲ ଦିନଟିଏ।
ବେପାରରେ ଅଚାନକ ଧନଲାଭର ସୁଯୋଗ ମିଳିବ। ନୂଆ କାମ କରିବା ଲାଗି ରୂଚି ବଢ଼ିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଫିଲ୍ମରେ ସୁଯୋଗ ମିଳିପାରେ।
ଧର୍ମକାର୍ଯ୍ୟରେ ଆପଣଙ୍କର ଆଗ୍ରହ ବଢ଼ିବ। ପରିବାରରେ କୌଣସି ଲୋକ ସହ ଲାଗିରହିଥିବା ମତଭେଦ ଦୂର ହୋଇଯିବ। ଉପାର୍ଜନ ଲାଗି ଭଲ ସୁଯୋଗ ପାଇବେ।
ଯୋଜନା ବଦଳାଇ ପାରନ୍ତି। ବ୍ୟବସାୟ କାମରେ ଦୂର ସ୍ତାନକୁ ଯିବେ। ପରିଶ୍ରମର ସୁଫଳ ପାଇବେ। କୋର୍ଟ କଚେରି ମାମଲାରେ ଜିତିବେ। ଛାତ୍ରଙ୍କ ଲାଗି ଦିନଟି ଭଲ।
ଆପଣଙ୍କର ଚଞ୍ଚଳ ସ୍ଵଭାବ ଅଶାନ୍ତିକୁ ଆମନ୍ତ୍ରଣ କରିପାରେ। ଜୀବନସାଥୀଙ୍କ ସହଯୋଗରେ ପାରିବାରିକ ସମ୍ବନ୍ଧ ସୁଧାରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଯାନ କିଣିବା ଲାଗି ଦିନଟି ଶୁଭ।
କୌଣସି କାମ ପୂରା ହେବା ଯୋଗୁଁ ଅଭିନନ୍ଦନ ପାଇବେ। ବ୍ୟବସାୟରେ ଆର୍ଥିକ ସ୍ଥିତି ସୁଦୃଢ ହେବ। ନୂଆ କାମରେ ଆଗ୍ରହ ବଢ଼ିବ ବୈଵାହିକ ଜୀବନରେ ସ୍ଥିରତା ବଜାୟ ରହିବ।
ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି ପଡ଼ୋଶୀ ଲୋକ ସହ ସାମାଜିକ କାର୍ଯ୍ୟ କରିବେ। ବେକାରଙ୍କୁ ରୋଜଗାର ମିଳିବାର ସମ୍ବାବନା ଅଛି।
ଜୀବନ ପ୍ରତି ଦୃଷ୍ଟିକୋଣ ବଦଳାନ୍ତୁ। ସାମାଜିକ ପରିସର ବୃଦ୍ଧି ହେବ। ଓକିଲଙ୍କ ପାଇଁ ଭଲ ଦିନ। ଅଚାନକ ଧନଲାଭ ହେବ। ପିଲାମାନଙ୍କ ସହ ହସଖୁସିରେ ସନ୍ଧ୍ୟା ବିତିବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments