OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Tuesday 13th September 2022

Odia Rashiphala

Odia Rashiphala

ଆପଣଙ୍କ ସଂପର୍କରେ ଆସୁଥିବା ପ୍ରତ୍ୟେକ ଲୋକଙ୍କ ସହ ପ୍ରେମପୂର୍ଣ୍ଣ ବ୍ୟବହାର କରିବେ। କାମ କରିବାର ଗତି ଟିକେ ମନ୍ଥର ରହିବ। ବ୍ୟବସାୟୀଙ୍କୁ ଭଲ ଲାଭ ହେବ।
ଲାଭପ୍ରଦ ଜିନିଷକୁ ମହତ୍ତ୍ୱ ଦିଅନ୍ତୁ ଠିକ୍‌ ଜାଗାରେ ନିଜ ଶକ୍ତିର ପ୍ରୟୋଗ କରନ୍ତୁ। ବନ୍ଧୁ ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ନିଜ କାର୍ଯ୍ୟ ପାଇଁ ସମାଜରେ ସମ୍ମାନିତ ହେବେ।
ଆଇନ ମାମଲାରେ ଆଶ୍ଵସ୍ତି ମିଳିବ। ସଂଚାର କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଠିକାଦାର କାମ କରୁଥିବା ଲୋକଙ୍କୁ ସାବଧାନ ରହିବାକୁ।
ମନରେ ନୂଆ ଜିନିଷ ଜାଣିବା ଲାଗି ଉତ୍ସୁକତା ବଢ଼ିବ। ପୂର୍ବରୁ କରିଥିବା ନିବେଶରୁ ଲାଭ ପାଇବେ। ରୋଜଗାରର ଅବସର ମିଳିବ। ଚାକିରିରେ ପଦୋନ୍ନତି ହୋଇପାରେ।
ବ୍ୟବସାୟରେ ଅଧିକ ପରିଶ୍ରମ କରିବାକୁ ହେବ। ଅଧ୍ୟାପକଙ୍କ ଲାଗି ଦିନଟି ବହୁତ ଭଲ। ପରିବାର ଲୋକଙ୍କ ସହ କୌଣସି ଗମ୍ଭୀର ପ୍ରସଗଂରେ କଥା ହେବେ।
ଭାବିଥିବା କାମ ପୂରା ହେବ। ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ଲୋକଙ୍କ ଲାଗି ଦିନଟି ବହୁତ ଭଲ। ଜୀବନସାଥୀଙ୍କ ସହଯୋଗ ପାଇଁ କାମରେ ସଫଳତା ପାଇବେ।
ଜୀବନସାଥୀଙ୍କ ସହ ମିଶି ଘରର କାମ ପୂରା କରିବାକୁ ଚେଷ୍ଟା କରିବେ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ଅବିବାହିତଙ୍କ ଲାଗି ଭଳ ବିବାହ ପ୍ରସ୍ତାବ ଆସିବ।
କାମ ସଂପୂର୍ଣ କରିବାରେ ବିଭିନ୍ନ ପ୍ରକାର ଆହ୍ୱାନର ସମ୍ମୁଖୀନ ହେବେ ଧୈର୍ଯ୍ୟ ଧରି କାମ କଲେ ଯାଇ ସଫଳତା ପାଇବେ। ପାରିବାରିକ ଜୀବନ ସୁଖକର ହେବ।
ପୂର୍ବ ବିବାରକୁ ତ୍ୟାଗକରି ନୂଆ ବିଚାର ଗ୍ରହଣ କରିବେ। ନୂଆ କ୍ୟାରିୟର ଆରମ୍ଭ କରିବାକୁ ଚାହୁଁଥିଲେ ଭଲ ଅବସର ପାଇବେ। ଘରେ ସୁଖ ସମୃଦ୍ଧି ବଜାୟ ରହିବ।
ବନ୍ଧୁ ପଇସା ଧାର ମାଗି ପାରନ୍ତି। ପୁରୁଣା ମକଦ୍ଦମାରେ ଜୟଲାଭ କରିବେ ଜୀବନସାଥୀଙ୍କ ସହ ବଡ଼ ସହରକୁ ବୁଲି ଯିବାର ଯୋଜନା ପ୍ରସ୍ତୁତ କରିବେ।
ଆର୍ଥିକ ସ୍ଥିତିରେ ସୁ୍ଧାର ହେବ ବ୍ୟବସାୟ କାମରେ ଦୂର ସ୍ତାନକୁ ଯିବେ। ଜୀବନସାଥୀଙ୍କ ପ୍ରତି ବ୍ୟବହାର ବଦଳାନ୍ତୁ। ପ୍ରେମୀ ଯୁଗଳ ପରସ୍ପରଙ୍କ ଭାବନାକୁ ସମ୍ମାନ କରିବେ।
ସନ୍ଧ୍ୟାରେ ବନ୍ଧୁ ସହ କଥା ହୋଇ ଭଲ ଲାଗିବ। ଅପିସରେ ଆପଣଙ୍କୁ କୌଣସି ଦାୟିତ୍ୱପୂର୍ଣ୍ଣ କାମ ମିଳିବ। ବ୍ୟବସାୟରେ ଅଧିକ ପରିଶ୍ରମ କରିବାକୁ ହେବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments