OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Tuesday 10th August 2022

Odia Rashiphala

Odia Rashiphala

ମହତ୍ତ୍ୱପୂର୍ଣ୍ଣ ଲୋକଙ୍କ ସହ ଘନିଷ୍ଠ ପରିଚୟ ହେବ। ପାରିବାରିକ ଜୀବନ ସୁଖଦ ରହିବ। ଗୃହିଣୀମାନେ ରୋଷେଇ କାମ କରୁଥିବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।
କାର୍ଯ୍ୟ କ୍ଷେତ୍ରରେ ଅଧିକ ଦାୟିତ୍ୱ ତୁଲାଇବେ। କର୍ତ୍ତୃପକ୍ଷ ଆପଣଙ୍କୁ କିଛି ଉପହାର ଦେବେ ବ୍ୟବସାୟରେ ଉନ୍ନତି ହେବ। ପାରିବାରିକ ଜୀବନ ସୁଖମୟ ହେବ। ସ୍ୱାସ୍ଥ୍ୟରେସୁଧାର ହେବ।
ମନ ସାମାଜିକ କାର୍ଯ୍ୟରେ ଲାଗି ରହିବ ଉନ୍ନତି ଯୋଗୁଁ ପରିବାରରେ ଖୁସିର ମାହୋଲ ରହିବ। ବ୍ୟବସାୟ କାମରେ ବଡ଼ ସହରକୁ ଯିବେ ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ।
ବ୍ୟବସାୟ ବୃଦ୍ଧି ପାଇଁ ବନ୍ଧୁ ସହ ବସି ଯୋଜନା କରିବେ। ଅଫିସ କାମରେ ବ୍ୟସ୍ତ ରହିବେ ଉପାର୍ଜନ ଲାଗି ନୂଆ ମଉକା ପାଇବେ। ପ୍ରେମ ପ୍ରେମ ସମ୍ବନ୍ଧରେ ନୂତତ୍ୱ ଆସିବ।
ବର୍ତମାନ ସ୍ଥିତିରେ ଖୁସି ରହିବେ। ବେପାର କାମରେ ଅନ୍ୟ ସହରକୁ ଯିବେ ଧନଲାଭର ନୂଆ ଅବସର ପାଇବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ।
ନୂଆ ଲୋକଙ୍କ ସହ ସାକ୍ଷାତରୁ କିଛି ଭଲ ମଉକା ପାଇବେ ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଚାକିରି ଲାଗି ନୂଆ ସମ୍ବାବନା ତଲାସ ପୂରା ହେବ।
ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଆପଣଙ୍କ ଆଖପାଖର ଗତିବିଧି ଉପରେ ନଜର ରଖନ୍ତୁ ଆର୍ଥିକ ସ୍ତିତି ଚିନ୍ତାଜନକ ହୋଇପାରେ। ଜୀବନସାଥୀଙ୍କ ସହ ବୁଲି ଯିବେ।
ବ୍ୟବସାୟରେ ଉନ୍ନତି ହେବ। ସନ୍ତାନ ପକ୍ଷରୁ କୌଣସି ଖୁସି ଖବର ପାଇବେ। ଆପଣ ନିଜ କାମରେ ବାହାରକୁ ଯିବା ପାଇଁ ଯୋଜନା କରିବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢତା ଆସିବ।
ବ୍ୟବସାୟରେ ଉନ୍ନତି ହେବ। ସନ୍ତାନ ପକ୍ଷରୁ କୌଣସି ଖୁସି ଖବର ପାଇବେ। ଆପଣ ନିଜ କାମରେ ବାହାରକୁ ଯିବା ପାଇଁ ଯୋଜନା କରିବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢତା ଆସିବ।
ସନ୍ତାନ-ସନ୍ତତି ଲାଭର ସୂଚନା ମଳିୁ୍ଛି। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତ୍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଜିତେନ୍ଦ୍ରିୟ ହୋଇପାରନ୍ତି । ପରାକ୍ରମୀ ହେବେ। ବଖ୍ୟାତ କୀର୍ତ୍ତିସ୍ଥାପନ କରିବେ।
ସାମାଜିକ କାର୍ଯ୍ୟରେ ସଫଳ ରହିବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ସୁଖ ସମୃଦ୍ଧି ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ।
ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। କିଛି ନୂଆ କରିବାକୁ ଭାବିବେ। ବୁଝି ଶୁଝି କାମ କରନ୍ତୁ, ଆୟର ଉତ୍ସାହ ବଢ଼ିବ। ସ୍ଥାନ ସୁଖା ପ୍ରାପ୍ତିର ଯୋଗ ରହିଛି।

For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments