![]() |
ମହତ୍ତ୍ୱପୂର୍ଣ୍ଣ ଲୋକଙ୍କ ସହ ଘନିଷ୍ଠ ପରିଚୟ ହେବ। ପାରିବାରିକ ଜୀବନ ସୁଖଦ ରହିବ। ଗୃହିଣୀମାନେ ରୋଷେଇ କାମ କରୁଥିବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। |
କାର୍ଯ୍ୟ କ୍ଷେତ୍ରରେ ଅଧିକ ଦାୟିତ୍ୱ ତୁଲାଇବେ। କର୍ତ୍ତୃପକ୍ଷ ଆପଣଙ୍କୁ କିଛି ଉପହାର ଦେବେ ବ୍ୟବସାୟରେ ଉନ୍ନତି ହେବ। ପାରିବାରିକ ଜୀବନ ସୁଖମୟ ହେବ। ସ୍ୱାସ୍ଥ୍ୟରେସୁଧାର ହେବ। | |
ମନ ସାମାଜିକ କାର୍ଯ୍ୟରେ ଲାଗି ରହିବ ଉନ୍ନତି ଯୋଗୁଁ ପରିବାରରେ ଖୁସିର ମାହୋଲ ରହିବ। ବ୍ୟବସାୟ କାମରେ ବଡ଼ ସହରକୁ ଯିବେ ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ। | |
ବ୍ୟବସାୟ ବୃଦ୍ଧି ପାଇଁ ବନ୍ଧୁ ସହ ବସି ଯୋଜନା କରିବେ। ଅଫିସ କାମରେ ବ୍ୟସ୍ତ ରହିବେ ଉପାର୍ଜନ ଲାଗି ନୂଆ ମଉକା ପାଇବେ। ପ୍ରେମ ପ୍ରେମ ସମ୍ବନ୍ଧରେ ନୂତତ୍ୱ ଆସିବ। | |
ବର୍ତମାନ ସ୍ଥିତିରେ ଖୁସି ରହିବେ। ବେପାର କାମରେ ଅନ୍ୟ ସହରକୁ ଯିବେ ଧନଲାଭର ନୂଆ ଅବସର ପାଇବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ। | |
ନୂଆ ଲୋକଙ୍କ ସହ ସାକ୍ଷାତରୁ କିଛି ଭଲ ମଉକା ପାଇବେ ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଚାକିରି ଲାଗି ନୂଆ ସମ୍ବାବନା ତଲାସ ପୂରା ହେବ। | |
ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଆପଣଙ୍କ ଆଖପାଖର ଗତିବିଧି ଉପରେ ନଜର ରଖନ୍ତୁ ଆର୍ଥିକ ସ୍ତିତି ଚିନ୍ତାଜନକ ହୋଇପାରେ। ଜୀବନସାଥୀଙ୍କ ସହ ବୁଲି ଯିବେ। | |
ବ୍ୟବସାୟରେ ଉନ୍ନତି ହେବ। ସନ୍ତାନ ପକ୍ଷରୁ କୌଣସି ଖୁସି ଖବର ପାଇବେ। ଆପଣ ନିଜ କାମରେ ବାହାରକୁ ଯିବା ପାଇଁ ଯୋଜନା କରିବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢତା ଆସିବ। | |
ବ୍ୟବସାୟରେ ଉନ୍ନତି ହେବ। ସନ୍ତାନ ପକ୍ଷରୁ କୌଣସି ଖୁସି ଖବର ପାଇବେ। ଆପଣ ନିଜ କାମରେ ବାହାରକୁ ଯିବା ପାଇଁ ଯୋଜନା କରିବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢତା ଆସିବ। | |
ସନ୍ତାନ-ସନ୍ତତି ଲାଭର ସୂଚନା ମଳିୁ୍ଛି। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତ୍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଜିତେନ୍ଦ୍ରିୟ ହୋଇପାରନ୍ତି । ପରାକ୍ରମୀ ହେବେ। ବଖ୍ୟାତ କୀର୍ତ୍ତିସ୍ଥାପନ କରିବେ। | |
ସାମାଜିକ କାର୍ଯ୍ୟରେ ସଫଳ ରହିବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ସୁଖ ସମୃଦ୍ଧି ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ। | |
ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। କିଛି ନୂଆ କରିବାକୁ ଭାବିବେ। ବୁଝି ଶୁଝି କାମ କରନ୍ତୁ, ଆୟର ଉତ୍ସାହ ବଢ଼ିବ। ସ୍ଥାନ ସୁଖା ପ୍ରାପ୍ତିର ଯୋଗ ରହିଛି। |
For daily odia rashiphala visit our website daily in the morning. This is compiled from a trusted source.
Odia Calendar 2022
Comments
comments