OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Thursday 8th September 2022

Odia Rashiphala

Odia Rashiphala

ଆଧ୍ୟାତ୍ମିକ କାର୍ଯ୍ୟରେ ଆସ୍ଥା ରହିବ। ନିଜ ସ୍ୱଭାବରେ ଟିକେ ପରିବର୍ତ୍ତନ ଆଣନ୍ତୁ। ଚାକିରି ଖୋଜୁଥିବା ଲୋକଙ୍କୁ ସୁଯୋଗ ମିଳିବ। ପରିବାରରେ ଖୁସିର ଆଗମନ ହେବ।
ସବୁ କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। କୌଣସି କଥାକୁ ନେଇ ସଂଶୟରେ ରହିବେ। ବ୍ୟବସାୟ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ଜୀବନ ସୁଖମୟ ହେବ।
ଘରୋଇ ସାମଗ୍ରୀ କିଣିବା ଲାଗି ଯୋଜନା କରିବେ। ବ୍ୟବସାୟୀ ବଡ଼ ବୁକ୍ତି କରିବାରେ ସଫଳ ହେବେ। ସୋସିଆଲ ମିଡିଆରେ ନୂଆ ବନ୍ଧୁ ବନାଇବେ। ସ୍ଵାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ।
ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। କାର୍ଯ୍ୟବ୍ୟସ୍ତତା ହେତୁ କ୍ଳାନ୍ତ ଅନୁଭବ କରିବେ। ଇଂଜିନିୟର ଛାତ୍ରଙ୍କ ଲାଗି ବଡ କଂପାନିରେ ଚାକିରି ମିଳିବ।
ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ। ପରିବାରରେ ଆନନ୍ଦ ଉଲ୍ଲାସ ରହିବ। ବେପାର ଦିଗୁଣା ବୃଦ୍ଧି ପାଇବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ଯିବ। ପ୍ରିୟଜନଙ୍କ ସହ ବୁଲି ଯିବେ।
ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। ଜୀବନରେ ପରିବର୍ତନ ଆସିବା ଯୋଗୁଁ ପରିବେଶ ସୁଖଦ ରହିବ। ଆପଣଙ୍କ ବ୍ୟବହାରକୁ ପଡ଼ୋଶୀ ପ୍ରଶଂସା କରିବେ।
ବଡ଼ କଂପାନି ସହ କାମ କରିବା ପାଇଁ ପ୍ରସ୍ତାବ ଆସିବ। କାମରେ ଜୀଵନସାଥୀଙ୍କ ସହଯୋଗ ପାଇବେ। ଛାତ୍ରଙ୍କ ଲାଗି ଦିନଟି ଭଲ। ଯାନବାହନ କିଣିବା ଯୋଗ ଅଛି।
ଅଧୁରା କାମ ସଂପୂର୍ଣ୍ଣ କରିବା ପାଇଁ ବନ୍ଧୁର ସାହାଯ୍ୟ ପାଇବେ। ଜମି ସମ୍ବନ୍ଧୀୟ ସମସ୍ୟାର ସମାଧାନ ବାହାରିବ। ବ୍ୟବସାୟରେ ପୂଞ୍ଚି ଲଗାନ୍ତୁ ଦିଗୁଣା ଲାଇ ହେ ।
ବେକାରଙ୍କୁ ରୋଜଗାରର ଭଲ ଅବସର ମିଳିବ। ନିଜ କାର୍ଯ୍ୟସୂଚୀରେ ସକାରାତ୍ମକ ପରିବର୍ତନ କରିବେ। ସହଜରେ ଅର୍ଥ ଠୁଳ କରି ପାରନ୍ତି। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ।
ଅଫିସରେ କୌଣସି କଥାକୁ ନେଇ କର୍ତ୍ତୃପକ୍ଷଙ୍କ ଠାରୁ ଦୁର୍ବ୍ୟବହାର ପାଇବେ। ସାମାଜିକ କାର୍ଯ୍ୟକୁ ନେଇ ଅପଣଙ୍କର ପ୍ରଶଂସା ହେବ। ଜମିରେ ନିବେଶ କରିବା ଲାଗି ଦିନଟି ଭଲ।
ନୂଆ ବନ୍ଧୁ ସ୍ଥାପନ ପୂର୍ବରୁ ତାଙ୍କ ସମ୍ବନ୍ଧରେ ଭଲଭାବେ ଜାଣି ନିଅନ୍ତୁ। ଅବିବାହିତ ଲୋକଙ୍କୁ ବିବାହ ପ୍ରସ୍ତାବ ମିଳିବ। ବିଳାସ ଉପକରଣ କିଣିବା ଲାଗି ଦିନଟି ଶୁଭ।
ବାପାମାଆଙ୍କ ଅଶୀର୍ବାଦ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ସାହାଯ୍ୟ କରିବ। ଲୋକମାନଙ୍କ ମତ ଫଳପ୍ରଦ ସାବ୍ୟସ୍ତ ହେବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments