OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Thursday 7th July 2022

Odia Rashiphala

Odia Rashiphala

ଘର କାମରେ ସମୟ ଦେବେ ଅତୀତ ସ୍ମୃତି ତାଜା ହେବ ବନ୍ଧୁ ସହିତ ମିଶିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ଅଫିସ କାମରେ ଆପଣଙ୍କ ସମ୍ମୁଖକୁ ନୂଆ ଆହ୍ଵାନ ଆସିବ।
କୌଣସି ବିଶେଷ ଖବର ପାଇବେ କୋର୍ଟ କଚେରି ମାମଲାରେ ଜିତିବେ। ଅଫିସରେ ସହକର୍ମୀ ଆପଣଙ୍କର ପ୍ରଶଂସା ଜରିପାରନ୍ତି। ଘରେ ସମସ୍ତଙ୍କ ସହିତ ସମୂନ୍ଧ ମଜଭୁତ ହେବ।
ଅଫିସରେ ମହତ୍ତ୍ୱପୂର୍ଣ ଦାୟିତ୍ୱ ପାଇବେ। ଧନ ସମ୍ବନ୍ଧିତ ଚିନ୍ତା ଦୂର ହେବ। ପରିବାର ଆନନ୍ଦମୟ ସମୟ ଅତିବାହିତ କରିବେ। ପରୀକ୍ଷାରେ ବହୁତ ଭଲ୍‌ କରିବେ।
ଲୋକ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିବେ। କାରବାରରେ ଉନ୍ନତି ହେବ। ଚାକିରିଆଙ୍କର ଭଲ ଜାଗାକୁ ବଦଳି ହେବ। ରାଜନେଚାଙ୍କ ଲାଗି ଦିନଟି ଭଲ।
ଆପଣଙ୍କର ସଦୂ ଅଶାନ୍ତି ଦୂର ହେବ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇବା ପାଇଁ ଭାବିବେ ବେକାରଙ୍କୁ ରୋଜଗନ୍ ମିଳିବାର ସମ୍ଭାବନା ଅଛି। ଘରକୁ ବନ୍ଧୁ ଆସିପାରନ୍ତି ।
ପରିବାର ଲୋକଙ୍କ ସହିତ ଅଧିକ ସମୟ କାଟିବେ। ବେପାରରେ ଯଥେଷ୍ଟ ଲାଭ ପାଇବେ। ସାମାଜିକ ପରିସର ବୃଦ୍ଧି ପାଇବ। କିଛି ଲୋଜ ଆପଣଙ୍କୁ ବିରୋଧ କରିବେ।
ବେପାର ନେଇ ମନକୁ ନୂଆ ବିଚାର ଆସିବ | ଜୀବନରେ ସ୍ଵିଗତା ବଜାୟ ରହିବ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରକ୍ତି ବିଦ୍ୟାର୍ଥୀ ଫଳ ଚିନ୍ତା ନକରି ପରିଶ୍ରମ କରବା ।
ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ବେପାରରେ ଅଚାନକ ଧନଲାଭର ଅବସର ପାଇବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ।
ଅଫିସରେ ଅଧିକ କାମ କରିବେ ଆୟ ଉତ୍ସରେ ସ୍ଥିରତା ରହିବ ନୂଆ ଲୋକଙ୍କ ସହିତ ବନ୍ଧୁତା ହେବ।ଘରେ ଲାଗି ରହିଥିବା ବିବାହ ସମସ୍ୟାର ସମାଧାନ ହୋଇଯିବ।
କ୍ୟାରିୟରରେ ଉନ୍ନତି ଲାଗି ନୂଆ ମାର୍ଗ ପାଇବେ। ସମାରୋହରେ ଯୋଗ ଦେବା ପାଇଁ ବନ୍ଧୁଙ୍କ ନିମନ୍ତ୍ରଣ ଆସିପାରେ। ସାମାଜିକ ସ୍ତରରେ ଆପଣଙ୍କର ପ୍ରଭାବ ବଢ଼ିବ।
ସୃଜନ ସ୍ୱଭାବର ହେବେ। ଦ୍ୱିଜ ଦେବତାଙ୍କ ଭକ୍ତ ହୋଇପାରନ୍ତି । ସ୍ୱ-ଜୀବନ ଧର୍ମରେ ଓଁ ବାଦର ହୋଇପାରନ୍ତି । ଦାୟିତ୍ୱବାନ୍ ହେବେ। ଦିବ୍ୟ ପ୍ରେରଣାଦାୟୀ ହୋଇପାରନ୍ତି ।
ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ। କରିତକର୍ମା ହେବେ। ପ୍ରତିଯୋଗତିାରେ କୃତିତ୍ୱ ଅର୍ଜନ କରିବେ। ସର୍ବସୁଖର ଅଧିକାରୀ ହୋଇପାରନ୍ତି । ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତ ହେବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments