![]() |
ଘର କାମରେ ସମୟ ଦେବେ ଅତୀତ ସ୍ମୃତି ତାଜା ହେବ ବନ୍ଧୁ ସହିତ ମିଶିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ଅଫିସ କାମରେ ଆପଣଙ୍କ ସମ୍ମୁଖକୁ ନୂଆ ଆହ୍ଵାନ ଆସିବ। |
କୌଣସି ବିଶେଷ ଖବର ପାଇବେ କୋର୍ଟ କଚେରି ମାମଲାରେ ଜିତିବେ। ଅଫିସରେ ସହକର୍ମୀ ଆପଣଙ୍କର ପ୍ରଶଂସା ଜରିପାରନ୍ତି। ଘରେ ସମସ୍ତଙ୍କ ସହିତ ସମୂନ୍ଧ ମଜଭୁତ ହେବ। | |
ଅଫିସରେ ମହତ୍ତ୍ୱପୂର୍ଣ ଦାୟିତ୍ୱ ପାଇବେ। ଧନ ସମ୍ବନ୍ଧିତ ଚିନ୍ତା ଦୂର ହେବ। ପରିବାର ଆନନ୍ଦମୟ ସମୟ ଅତିବାହିତ କରିବେ। ପରୀକ୍ଷାରେ ବହୁତ ଭଲ୍ କରିବେ। | |
ଲୋକ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିବେ। କାରବାରରେ ଉନ୍ନତି ହେବ। ଚାକିରିଆଙ୍କର ଭଲ ଜାଗାକୁ ବଦଳି ହେବ। ରାଜନେଚାଙ୍କ ଲାଗି ଦିନଟି ଭଲ। | |
ଆପଣଙ୍କର ସଦୂ ଅଶାନ୍ତି ଦୂର ହେବ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇବା ପାଇଁ ଭାବିବେ ବେକାରଙ୍କୁ ରୋଜଗନ୍ ମିଳିବାର ସମ୍ଭାବନା ଅଛି। ଘରକୁ ବନ୍ଧୁ ଆସିପାରନ୍ତି । | |
ପରିବାର ଲୋକଙ୍କ ସହିତ ଅଧିକ ସମୟ କାଟିବେ। ବେପାରରେ ଯଥେଷ୍ଟ ଲାଭ ପାଇବେ। ସାମାଜିକ ପରିସର ବୃଦ୍ଧି ପାଇବ। କିଛି ଲୋଜ ଆପଣଙ୍କୁ ବିରୋଧ କରିବେ। | |
ବେପାର ନେଇ ମନକୁ ନୂଆ ବିଚାର ଆସିବ | ଜୀବନରେ ସ୍ଵିଗତା ବଜାୟ ରହିବ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରକ୍ତି ବିଦ୍ୟାର୍ଥୀ ଫଳ ଚିନ୍ତା ନକରି ପରିଶ୍ରମ କରବା । | |
ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ବେପାରରେ ଅଚାନକ ଧନଲାଭର ଅବସର ପାଇବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। | |
ଅଫିସରେ ଅଧିକ କାମ କରିବେ ଆୟ ଉତ୍ସରେ ସ୍ଥିରତା ରହିବ ନୂଆ ଲୋକଙ୍କ ସହିତ ବନ୍ଧୁତା ହେବ।ଘରେ ଲାଗି ରହିଥିବା ବିବାହ ସମସ୍ୟାର ସମାଧାନ ହୋଇଯିବ। | |
କ୍ୟାରିୟରରେ ଉନ୍ନତି ଲାଗି ନୂଆ ମାର୍ଗ ପାଇବେ। ସମାରୋହରେ ଯୋଗ ଦେବା ପାଇଁ ବନ୍ଧୁଙ୍କ ନିମନ୍ତ୍ରଣ ଆସିପାରେ। ସାମାଜିକ ସ୍ତରରେ ଆପଣଙ୍କର ପ୍ରଭାବ ବଢ଼ିବ। | |
ସୃଜନ ସ୍ୱଭାବର ହେବେ। ଦ୍ୱିଜ ଦେବତାଙ୍କ ଭକ୍ତ ହୋଇପାରନ୍ତି । ସ୍ୱ-ଜୀବନ ଧର୍ମରେ ଓଁ ବାଦର ହୋଇପାରନ୍ତି । ଦାୟିତ୍ୱବାନ୍ ହେବେ। ଦିବ୍ୟ ପ୍ରେରଣାଦାୟୀ ହୋଇପାରନ୍ତି । | |
ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ। କରିତକର୍ମା ହେବେ। ପ୍ରତିଯୋଗତିାରେ କୃତିତ୍ୱ ଅର୍ଜନ କରିବେ। ସର୍ବସୁଖର ଅଧିକାରୀ ହୋଇପାରନ୍ତି । ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତ ହେବେ। |
Odia Calendar 2022
Comments
comments