OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Thursday 4th August 2022

Odia Rashiphala

Odia Rashiphala

କୋର୍ଟ କଚେରି ମାମଲାରେ ସଫଳତା ପାଇବେ। ଆପଣଙ୍କର ପ୍ରଭାବ ବଢ଼ିବ। ପେସାଦାର ବ୍ୟବସାୟୀ ପୁଞ୍ଜି ଲଗାଣ ସମ୍ବନ୍ଧରେ ଭାବିଚିନ୍ତି ନିଷ୍ପତି ନିଅନ୍ତୁ।
କୌଣସି କଥାକୁ ନେଇ ସଂଶୟରେ ରହିବେ। ଘରର ବୟସ୍କଙ୍କ ଠାରୁ ଧନପ୍ରାପ୍ତି ହେବ। ଜୀବନସାଥୀଙ୍କ ସହଯୋଗ ଫଳପ୍ରଦ ସାବ୍ୟସ୍ତ ହେବ। ପ୍ରେମ ସମ୍ବନ୍ଧରେ ନୂତନତା ଆସିବ।
ପାରିବାରିକ ଜୀବନରେ ଉତ୍ସାହର ପରିବେଶ ରହିବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ପ୍ରିୟଜନଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।
ବନ୍ଧୁ ଓ ଭାଇ ସହିତ ସମୟ ବିତିବ। ପେସାଦାର ବ୍ୟବସାୟୀଙ୍କ ଲାଗି ଲୋକଙ୍କ ମହ ଚୁକ୍ତି ପକ୍କା ହେବ। ଯାନ କିଣିବା ଲାଗି ଆଗ୍ରହ ବଢିବ।
ଭୂସଂପତ୍ତି ମାମଲାରେ ସଫଳତା ପାଇବେ। ଜୀବନସଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ। ଅଫିସରେ ସାବଧାନ ରହିବାର ଆବଶ୍ୟକତା ଅଛି।
କାର୍ଯ୍ୟକ୍ଷେତ୍ରରେ କ୍ଷମତାଋଠୁଁ ଅଧିକ ଦାୟିତ୍ଵ ନେବେ। ଲୋକମାନଙ୍କୁ ନିଜ କଥାରେ ସହମତ କରାଇନେବେ। ବିଶେଷ ସହା ପ୍ରସଙ୍ଗ ନେଇ ଆପଣଙ୍କ ଭାବନା ବଦଳିପାରେ।
ଭାବନାରେ ସକାରାତୃକ ପରିବର୍ତନ ଆସିବ ଯାହା ଆପଣଙ୍କ ଲାଗି ଲାଭଦାୟକ। ମହିଳାମାନଙ୍କ ଲାଗି ଦିନଟି ଭଲ। ଭଲ କଂପାନିରେ ଚାକିରିର ସୁଯୋଗ ମିଳିବ।
ବିରୋଧୀମାନଙ୍କ ଉପରେ ବିଜୟ ହାସଲ କରିବେ। ନୂଆ ଉଦ୍ୟୋଗ ଗଢ଼ିବା ଲାଗି ଭାବିବେ। ଜୀବନସାଥୀଙ୍କୁ ଅଧିକ ସମୟ ଦିଅନ୍ତୁ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ।
ଯାହା ବି କାମ କରିବାକୁ ଚାହିବେ ତାହା ପୂରା ହୋଇଯିବ। ବନ୍ଧୁମାନଙ୍କର ସହଯୋଗ ପଇବେ ଜୀବନସାଥୀ ସହ ବାହାରକୁ ବୁଲି ଯାଇପାରନ୍ତି ଶିକ୍ଷାର୍ଥୀଙ୍କୁ ପରିଶ୍ରମର ସୁଫଳ ମିଳିବ।
ପରିବାରରେ ସୁଖ ଶାନ୍ତିର ମାହୋଲ ରହିବ। ମହିଳାମାନଙ୍କ ଲାଗି ଦିନଟି ଭଲ। ଭବିଷ୍ୟତ ଲାଗି ବିଶେଷ ନିଷ୍ପତ୍ତି ନେବେ ଉପରିସ୍ତ କର୍ମଚାରୀଙ୍କ ସହଯୋଗ ମିଳିବ।
ପୂଜାପାଠରେ ସମୟ ବିତିବ ଆପଣଙ୍କ ସନ୍ତାନର ସଫଳତାରେ ପ୍ରସନ୍ନ ହେବେ। ବଡ଼ଭାଇର ସହଯୋଗ ପାଇବେ। ଘରର କୌଣସି ପରିବର୍ତନ ପାଇଁ ନିର୍ଣ୍ଣୟ ନେଇପାରନ୍ତି।
ଅନ୍ୟମାନଙ୍କର ବିଶେଷ ସାହାଯ୍ୟ ପାଇବେ। ଅଳଙ୍କୀର ବ୍ୟବସାୟୀଙ୍କୁ ଲାଭ ହେବ ବିବାଦଠୁଁ ଦୂରରେ ରୁହନ୍ତୁ ସନ୍ଧ୍ୟାରେ ପରିବାର ଲୋଜଙ୍କ ସହ ସମୟ ଅତିବାହିତ କରିବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments