![]() |
କୋର୍ଟ କଚେରି ମାମଲାରେ ସଫଳତା ପାଇବେ। ଆପଣଙ୍କର ପ୍ରଭାବ ବଢ଼ିବ। ପେସାଦାର ବ୍ୟବସାୟୀ ପୁଞ୍ଜି ଲଗାଣ ସମ୍ବନ୍ଧରେ ଭାବିଚିନ୍ତି ନିଷ୍ପତି ନିଅନ୍ତୁ। |
କୌଣସି କଥାକୁ ନେଇ ସଂଶୟରେ ରହିବେ। ଘରର ବୟସ୍କଙ୍କ ଠାରୁ ଧନପ୍ରାପ୍ତି ହେବ। ଜୀବନସାଥୀଙ୍କ ସହଯୋଗ ଫଳପ୍ରଦ ସାବ୍ୟସ୍ତ ହେବ। ପ୍ରେମ ସମ୍ବନ୍ଧରେ ନୂତନତା ଆସିବ। | |
ପାରିବାରିକ ଜୀବନରେ ଉତ୍ସାହର ପରିବେଶ ରହିବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ପ୍ରିୟଜନଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। | |
ବନ୍ଧୁ ଓ ଭାଇ ସହିତ ସମୟ ବିତିବ। ପେସାଦାର ବ୍ୟବସାୟୀଙ୍କ ଲାଗି ଲୋକଙ୍କ ମହ ଚୁକ୍ତି ପକ୍କା ହେବ। ଯାନ କିଣିବା ଲାଗି ଆଗ୍ରହ ବଢିବ। | |
ଭୂସଂପତ୍ତି ମାମଲାରେ ସଫଳତା ପାଇବେ। ଜୀବନସଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ। ଅଫିସରେ ସାବଧାନ ରହିବାର ଆବଶ୍ୟକତା ଅଛି। | |
କାର୍ଯ୍ୟକ୍ଷେତ୍ରରେ କ୍ଷମତାଋଠୁଁ ଅଧିକ ଦାୟିତ୍ଵ ନେବେ। ଲୋକମାନଙ୍କୁ ନିଜ କଥାରେ ସହମତ କରାଇନେବେ। ବିଶେଷ ସହା ପ୍ରସଙ୍ଗ ନେଇ ଆପଣଙ୍କ ଭାବନା ବଦଳିପାରେ। | |
ଭାବନାରେ ସକାରାତୃକ ପରିବର୍ତନ ଆସିବ ଯାହା ଆପଣଙ୍କ ଲାଗି ଲାଭଦାୟକ। ମହିଳାମାନଙ୍କ ଲାଗି ଦିନଟି ଭଲ। ଭଲ କଂପାନିରେ ଚାକିରିର ସୁଯୋଗ ମିଳିବ। | |
ବିରୋଧୀମାନଙ୍କ ଉପରେ ବିଜୟ ହାସଲ କରିବେ। ନୂଆ ଉଦ୍ୟୋଗ ଗଢ଼ିବା ଲାଗି ଭାବିବେ। ଜୀବନସାଥୀଙ୍କୁ ଅଧିକ ସମୟ ଦିଅନ୍ତୁ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। | |
ଯାହା ବି କାମ କରିବାକୁ ଚାହିବେ ତାହା ପୂରା ହୋଇଯିବ। ବନ୍ଧୁମାନଙ୍କର ସହଯୋଗ ପଇବେ ଜୀବନସାଥୀ ସହ ବାହାରକୁ ବୁଲି ଯାଇପାରନ୍ତି ଶିକ୍ଷାର୍ଥୀଙ୍କୁ ପରିଶ୍ରମର ସୁଫଳ ମିଳିବ। | |
ପରିବାରରେ ସୁଖ ଶାନ୍ତିର ମାହୋଲ ରହିବ। ମହିଳାମାନଙ୍କ ଲାଗି ଦିନଟି ଭଲ। ଭବିଷ୍ୟତ ଲାଗି ବିଶେଷ ନିଷ୍ପତ୍ତି ନେବେ ଉପରିସ୍ତ କର୍ମଚାରୀଙ୍କ ସହଯୋଗ ମିଳିବ। | |
ପୂଜାପାଠରେ ସମୟ ବିତିବ ଆପଣଙ୍କ ସନ୍ତାନର ସଫଳତାରେ ପ୍ରସନ୍ନ ହେବେ। ବଡ଼ଭାଇର ସହଯୋଗ ପାଇବେ। ଘରର କୌଣସି ପରିବର୍ତନ ପାଇଁ ନିର୍ଣ୍ଣୟ ନେଇପାରନ୍ତି। | |
ଅନ୍ୟମାନଙ୍କର ବିଶେଷ ସାହାଯ୍ୟ ପାଇବେ। ଅଳଙ୍କୀର ବ୍ୟବସାୟୀଙ୍କୁ ଲାଭ ହେବ ବିବାଦଠୁଁ ଦୂରରେ ରୁହନ୍ତୁ ସନ୍ଧ୍ୟାରେ ପରିବାର ଲୋଜଙ୍କ ସହ ସମୟ ଅତିବାହିତ କରିବେ। |
Odia Calendar 2022
Comments
comments