OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Thursday 28th July 2022

Odia Rashiphala

Odia Rashiphala

ପୂର୍ବ ନିଷ୍ପତ୍ତି ସମ୍ପର୍କରେ ପୂନର୍ବାର ବିଚାର କରିବେ। ଅଧୀକାରୀବର୍ଗ ଆପଣଙ୍କ ଉପରେ ଖୁସି ରହିବେ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ।
ବେପାର ବଢ଼ାଇବା ପାଇଁ ନୂଆ ଶୈଳୀ ଅବଲମ୍ବନ କରିବେ। ଘରେ ଲାଗି ରହିଥିବା ବିବାହ ସମସ୍ୟାର ସମାଧାନ ହେବ। ପରିଶ୍ରମ ବଳରେ ନିଜ କାମ ପୂରା କରିବାରେ ସଫଳ ହେବେ।
ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବା ପରିବାର। ଲୋକ ସହଯୋଗ କରିବେ ଜୀବନସାଥୀଙ୍କ ସହ ଲାଗି ରହିଥିବା ମତଭେଦ ସମାପ୍ତ ହୋଇଯିବ।
ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ। ବନ୍ଧୁ ଆପଣଙ୍କୁ କାମରେ ସହଯୋଗ। କମ୍‌ ସମୟରେ ବହୁତ କାମ ସମାପ୍ତ କରିବାକୁ ଚେଷ୍ଟା କରିବେ। `
ପରିବାର ମହ ଲଲ ସାମଞ୍ଜମ୍ୟ ରହିବ। ଦୀର୍ଘ ଦିନର ବାକିଥିବା କାମରେ ସଫଳତା ପାଇବୋ ବ୍ୟବସାୟ କାମରେ ଦୂର ସ୍ତାନକୁ ଯିବେ। ଛାତ୍ରଙ୍କ ଲାଗି ଦିନଟି ଭଲ।
କୋର୍ଟ କଚେରି ମାମଲାରେ ଆପଣଙ୍କର ଜୟ ହେବ। ଭାଇ ସହ ସମ୍ବନ୍ଧ ମଜଭୂତ ହେବ। ଋଣ ପରିଶୋଧ କରିବେ। ରାଜନୀତିରେ ସଫଳତା ପାଇବେ।
ଆପଣ ନିଜ ପରିଶ୍ରମରେ ସନ୍ତୁଷ୍ଟ ରହିବେ। ପୁଞ୍ଜି ଲଗାଣରେ ଆପଣଙ୍କୁ ଲାଭ ହେବ। ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷଙ୍କୁ ଭଲ ଚାକିରି ମିଳିବ। ପାରିବାରିକ ଜୀବନ ସୁଖମୟ ହେବ।
ଓକିଲଙ୍କ ଲାଗି ଦିନଟି ଭଲ। କୌଣସି ନେଇ ଅପଣଙ୍କ ମନରେ ଅନିଶ୍ଚିତତା ରହିବ ପ୍ରିୟଜନଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।
ପାରିବାରିକ ଜୀବନ ସୁଖଦ ହେବ। ଆବଶ୍ୟକତାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ଯାଆସ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଚାକିରିଆଙ୍କୁ ନୂଆ ଦାୟିତ୍ୱ ମିଳିବ।
ଆପଣଙ୍କର ଅଧୁରା କାମ ପୂରା ହେବ। ଚାକିରିଆମାନେ ଉନ୍ନତିର ଉଚିତ ଅବସର ପାଇବେ। ଶିକ୍ଷାର୍ଥୀ ନୂଆ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଚିନ୍ତା କରିବେ।
ଆପଣଙ୍କ ମନ ଅଧ୍ୟାତ୍ମିକ ଚିନ୍ତାରେ ମଗ୍ନ ରହିବ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ। ଅଳଙ୍କାର ବ୍ୟବସାୟୀଙ୍କର ଧନଲାଭ ହେବ। ଅଫିସ କାମ ପୂରା କରିବାରେ ଅଧିକ ସମୟ ଲାଗିବ।
ଚାକିରିରେ ପଦୋନ୍ନତି ଯୋଗ ରହିଛି ନୂଆ ଜମି କିଣିବ। ପୂର୍ବରୁ ଦଲିଲକୁ ଭଲଭାବେ ଯାଞ୍ଚ କରି ନିଅନ୍ତୁ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ ପ୍ରେମ ସମ୍ବନ୍ଧ ନିବିଡ଼ ହେବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments