![]() |
ପୂର୍ବ ନିଷ୍ପତ୍ତି ସମ୍ପର୍କରେ ପୂନର୍ବାର ବିଚାର କରିବେ। ଅଧୀକାରୀବର୍ଗ ଆପଣଙ୍କ ଉପରେ ଖୁସି ରହିବେ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ। |
ବେପାର ବଢ଼ାଇବା ପାଇଁ ନୂଆ ଶୈଳୀ ଅବଲମ୍ବନ କରିବେ। ଘରେ ଲାଗି ରହିଥିବା ବିବାହ ସମସ୍ୟାର ସମାଧାନ ହେବ। ପରିଶ୍ରମ ବଳରେ ନିଜ କାମ ପୂରା କରିବାରେ ସଫଳ ହେବେ। | |
ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବା ପରିବାର। ଲୋକ ସହଯୋଗ କରିବେ ଜୀବନସାଥୀଙ୍କ ସହ ଲାଗି ରହିଥିବା ମତଭେଦ ସମାପ୍ତ ହୋଇଯିବ। | |
ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ। ବନ୍ଧୁ ଆପଣଙ୍କୁ କାମରେ ସହଯୋଗ। କମ୍ ସମୟରେ ବହୁତ କାମ ସମାପ୍ତ କରିବାକୁ ଚେଷ୍ଟା କରିବେ। ` | |
ପରିବାର ମହ ଲଲ ସାମଞ୍ଜମ୍ୟ ରହିବ। ଦୀର୍ଘ ଦିନର ବାକିଥିବା କାମରେ ସଫଳତା ପାଇବୋ ବ୍ୟବସାୟ କାମରେ ଦୂର ସ୍ତାନକୁ ଯିବେ। ଛାତ୍ରଙ୍କ ଲାଗି ଦିନଟି ଭଲ। | |
କୋର୍ଟ କଚେରି ମାମଲାରେ ଆପଣଙ୍କର ଜୟ ହେବ। ଭାଇ ସହ ସମ୍ବନ୍ଧ ମଜଭୂତ ହେବ। ଋଣ ପରିଶୋଧ କରିବେ। ରାଜନୀତିରେ ସଫଳତା ପାଇବେ। | |
ଆପଣ ନିଜ ପରିଶ୍ରମରେ ସନ୍ତୁଷ୍ଟ ରହିବେ। ପୁଞ୍ଜି ଲଗାଣରେ ଆପଣଙ୍କୁ ଲାଭ ହେବ। ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷଙ୍କୁ ଭଲ ଚାକିରି ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। | |
ଓକିଲଙ୍କ ଲାଗି ଦିନଟି ଭଲ। କୌଣସି ନେଇ ଅପଣଙ୍କ ମନରେ ଅନିଶ୍ଚିତତା ରହିବ ପ୍ରିୟଜନଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। | |
ପାରିବାରିକ ଜୀବନ ସୁଖଦ ହେବ। ଆବଶ୍ୟକତାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ଯାଆସ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଚାକିରିଆଙ୍କୁ ନୂଆ ଦାୟିତ୍ୱ ମିଳିବ। | |
ଆପଣଙ୍କର ଅଧୁରା କାମ ପୂରା ହେବ। ଚାକିରିଆମାନେ ଉନ୍ନତିର ଉଚିତ ଅବସର ପାଇବେ। ଶିକ୍ଷାର୍ଥୀ ନୂଆ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଚିନ୍ତା କରିବେ। | |
ଆପଣଙ୍କ ମନ ଅଧ୍ୟାତ୍ମିକ ଚିନ୍ତାରେ ମଗ୍ନ ରହିବ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ। ଅଳଙ୍କାର ବ୍ୟବସାୟୀଙ୍କର ଧନଲାଭ ହେବ। ଅଫିସ କାମ ପୂରା କରିବାରେ ଅଧିକ ସମୟ ଲାଗିବ। | |
ଚାକିରିରେ ପଦୋନ୍ନତି ଯୋଗ ରହିଛି ନୂଆ ଜମି କିଣିବ। ପୂର୍ବରୁ ଦଲିଲକୁ ଭଲଭାବେ ଯାଞ୍ଚ କରି ନିଅନ୍ତୁ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ ପ୍ରେମ ସମ୍ବନ୍ଧ ନିବିଡ଼ ହେବ। |
Odia Calendar 2022
Comments
comments