![]() |
ସନ୍ମାର୍ଗରେ ନିଜର ଦୃଢ଼ ଯୁକ୍ତି ଉପସ୍ଥାପନ କରିବେ। ସର୍ବସୁଖର ଅଧିକାରୀ ହେବେ। ଜ୍ଞାନ ଅର୍ଜନରେ ଆଗ୍ରହୀ ହେବେ। ବଭିନ୍ନ ସ୍ତରରୁ ଅର୍ଥାଗମ ହେବ। ସତ୍ୟବାଦୀ, ପଣ୍ଡିତ ଓ ଭାଗ୍ୟବାଦୀ ହେବେ। |
ବଭିନ୍ନ ତୀର୍ଥର ମାହାତ୍ମ୍ୟ ବର୍ଣ୍ଣନା କରପାରନ୍ତି। ଭାଗ୍ୟଶାଳୀ ହେବେ। ଶତ୍ରୁକୁ ପରାଜିତ କରିବାରେ ପାରଙ୍ଗମ ହେବେ। ଜନବଲ୍ଲଭରେ ପରିଗଣିତ ହେବେ। ଆର୍ଥିକ ସ୍ତିତି ଉନ୍ନତି ହେବ। | |
ରାଜପୂଜା ମଳିପାରେ। ପୁତ୍ର ସୁଖରେ ସୁଖୀ ହେବେ। ସାମାଜିକ ସ୍ତରରେ ଶ୍ରେଷ୍ଠ ସ୍ଥାନ ମଳିପାରେ। ଦୟାର ଅବତାର ହୋଇପାରନ୍ତି। ବିବାଦରେ ବଜୟୀ ହେବେ। କାର୍ଯ୍ୟରେ ସଫଳତା ମିଳିବ। | |
ସରକାରଙ୍କ ସାକ୍ଷ ଦାନକାରୀ ହେବେ। ସ୍ୱଚ୍ଛଳତା ସମ୍ପନ୍ନ ହେବେ। ବ୍ରତକର୍ତ୍ତା ହୋଇପାରନ୍ତି। ସକଳ ଶାସ୍ତ୍ରଜ୍ଞାତା ହେବେ। ଦେବ ଦ୍ୱିଜ ପରାୟଣ ହୋଇପାରନ୍ତି। ପତ୍ନୀଙ୍କ ସ୍ୱାସ୍ଥ୍ୟ ରକ୍ଷକ ହେବେ। | |
ଅଜାତ ଶତ୍ରୁହେବେ। ବୁଦ୍ଧି ,ବିଦ୍ୟାସହିତ ଶ୍ରେଷ୍ଠ କର୍ମଯୁକ୍ତ ହୋଇପାରନ୍ତି। ସମ୍ପଦର ଅଧିକାରୀ ହେବେ। ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ହେବେ। ବାକ୍ୟ ବିଶାରଦ ହେବେ।ସୁଖକର ଘଟଣା ଘଟିବ। | |
ଧନଶାଳୀ ହୋଇପାରନ୍ତି। ଶାସ୍ତ୍ର୍ୟାଭ୍ୟାସୀ ହେବେ। ବିନୀତ ସ୍ୱଭାବ ସମ୍ପନ୍ନ ହେବେ। ସ୍ତ୍ରୀ ଧନ ହେତୁ ସୁଖୀ ହୋଇପାରନ୍ତି। କାବ୍ୟକର୍ତ୍ତାଭାବେ ସମ୍ମାନିତ ହେବେ। ଶତ୍ରୁ ନିପାତ ହେବେ। | |
ସରକାରୀ ଧନ ପ୍ରାପ୍ତ ହୋଇପାରନ୍ତି। ସୁବନ୍ଧଯୁକ୍ତ ହେବେ। ଲୋକଙ୍କ ବିରୋଧୀ । ପଢ଼ାପଢ଼ିରେ ମନୋନିବେଶ କରିବେ। ଅର୍ଥାଗମ ହେବ। ପ୍ରତ୍ୟେକ ଘଟଣାରେ ନେତୃତ୍ୱ ନେବେ। | |
ମହିଳାଙ୍କ ଉପଦେଷ୍ଟା ହୋଇପାରନ୍ତି। ଜ୍ଞାନଗରମିାଯୁକ୍ତ ହେବେ। ସ୍ୱାସ୍ଥ୍ୟ ଅତୁଟ ରହିବ। ଚାରୁତର ଓ ସୁଶୀଳ ହେବେ। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମଳିବ। ଧନ, ଯାନ-ବାହନ ଉତ୍ତମ ବଚନରେ ପଟୁହେବେ। | |
ପତ୍ନୀ ବିନୟୀଭାବେ କାର୍ଯ୍ୟ କରିବେ। ବାକ୍ୟ ବିଶାରଦ ହୋଇପାରନ୍ତି। କାର୍ଯ୍ୟଭାର ବହନକର ସୁପରିଚାଳନା କରିବେ। ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିବେ। ଆର୍ଥିକ ସ୍ତିତି ସ୍ୱଚ୍ଛଳ ହେବ। | |
ସତ୍ ପୁତ୍ର ପ୍ରାପ୍ତିର ସୂଚନା ମଳିୁ୍ଛି । ଅବିବାହିତମାନଙ୍କର ବିବାହ ବିଳମ୍ବ ହୋଇପାରେ। ରାଜ ପୂଜ୍ୟ ହୋଇପାରନ୍ତି। ମାତ୍ର ସୌଜନ୍ୟହୀନ ହେବାର ସୂଚନା ମିଳୁ୍ଛି। ଧନାଗମ ହୋଇପାରେ। | |
ବିନୀତ ସ୍ୱଭାବ ସମ୍ପନ୍ନ ହେବେ। ସୁବନ୍ଧୁଯୁକ୍ତ ହୋଇପାରନ୍ତି। ପ୍ରଜ୍ଞାଧିକ ଯୋଗୁଁ ଜନସାଧାରଣଙ୍କ ଆଦରଣୀୟ ହେବେ। ପ୍ରିୟଭାଷୀ ହୋଇପାରନ୍ତି। ଜ୍ଞାନବଳରେ ବଳୀୟାନ ହୋଇପାରନ୍ତି। | |
ଦ୍ୟୁତକ୍ରୀଡ଼ାରେ ଧନ ବ୍ୟୟ ହେବ। ପରକୁ ଆପଣାର କରପାରନ୍ତି। ଏକାନ୍ତ ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଶତ୍ରୁଙ୍କ ଉପରେ ସତର୍କ ଦୃଷ୍ଟି୍ ରଖିବାକୁ ପଡିବ। ସୁ୍ସ୍ୱାଦୁଭୋଜନ ମିଳିବ। |
Odia Calendar 2022
Comments
comments