OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Thursday 25th August 2022

Odia Rashiphala

Odia Rashiphala

ସାମାଜିକ ସଂଘଠନରେ କାର୍ଯ୍ୟରତ ଲୋକଙ୍କର ପ୍ରତିଷ୍ଠା ବଢିବ। ଲେଖକ କୌଣସି ସମାରୋହରେ ସମ୍ମାନିତ ହେବ। ବାଲ୍ୟ ବନ୍ଧୁ ସହ ସାକ୍ଷାତ ହେବ। ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ।
ଜମି ଦଲାଲଙ୍କୁ ଅଧିକ ଧନଲାଭ ହେବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବହୁତ ଭଲ। ପୂରା ଦିନ ଆପଣଙ୍କ ଚେହେରାରେ ଖୁସି ବଜାୟ ରହିବ। ଚାକିରିରେ ପଦୋନ୍ନତି ଯୋଗ ରହିଛି।
ପୂରା ଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟାର ଅନ୍ତ ରହୁବ। ଧାର୍ମିକ ସମାରୋହରେ ସମ୍ମିଳିତ ହେବାର ସୁଯୋଗ ପାଇବେ। ବେପାରରେ ଲାଭ ମିଳିବ।
ଦିନଟି ବହୁତ ଭଲ। ସରକାରୀ ଚାକିରିଆଙ୍କୁ ନୂଆ ଦାୟିତ୍ୱ ମିଳିବ। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ। ବାଣିଜ୍ୟ ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ।
କାର୍ଯ୍ୟକ୍ଷେତ୍ରରେ ଛୋଟ ମୋଟ ସମସ୍ୟାର ସମ୍ମୁଖୀନ ହେବେ। ଘର କାମରେ ବଡ ଭାଇଙ୍କ ସହଯୋଗ ପାଇବେ ଜୀବନସାଥୀଙ୍କ ସହ ଭଲ ସମ୍ବନ୍ଧ ମଜଭୁତ ହେବ।
ଦାମ୍ପତ୍ୟ ଜୀବନର ନୂଆ ଖୁସି ଆସିବ। ପ୍ରିୟ ଜନଙ୍କ ପାଖରୁ ଆପଣ ମନ ପସନ୍ଦର ଉପହାର ପାଇବେ। ଛାତ୍ରଙ୍କ ଲାଗି ସଫଳତାର ଦ୍ୱାର ଖୋଲିବ।
ଭାବିଥିବା କାମ ଶୀଘ୍ର ପୂରା କରିନେବେ। କାମରେ ବଡ ଭାଇଙ୍କ ସହଯୋଗ ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।
ଜୀବନସାଥୀଙ୍କୁ ଧାର୍ମିକ ସ୍ଥାନକୁ ନେଇଯିବେ। ରାଜନେତାଙ୍କୁ ସମ୍ମାନ ଜନକ ପଦ ମିଳିବ। ଛୋଟ ବେପାରୀଙ୍କୁ ଆଶାଠୁଁ ଅଧିକ ଧନଲାଭ ହେବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ।
କର୍ମତତ୍ପରତା ପ୍ରକାଶ ପାଇବ। ବନ୍ଧୁ ସହାୟତା ମିଳିବ। ଶତ୍ରୁ ଦମନ କରବିାରେ ସଦ୍ଧହସ୍ତ ହେବେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଶଂସିତ ହେବେ। ପରକୁ ସାହାଯ୍ୟ କରବିାରେ ଆତ୍ମତୃପ୍ତି ମିଳିବ।
ସନ୍ତାନ-ସନ୍ତତି ଲାଭର ସୂଚନା ମଳିୁ୍ଛି। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତ୍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଜିତେନ୍ଦ୍ରିୟ ହୋଇପାରନ୍ତି । ପରାକ୍ରମୀ ହେବେ। ବଖ୍ୟାତ କୀର୍ତ୍ତିସ୍ଥାପନ କରିବେ।
ସୃଜନ ସ୍ୱଭାବର ହେବେ। ଦ୍ୱିଜ ଦେବତାଙ୍କ ଭକ୍ତ ହୋଇପାରନ୍ତି । ସ୍ୱ-ଜୀବନ ଧର୍ମରେ ଓଁ ବାଦର ହୋଇପାରନ୍ତି । ଦାୟିତ୍ୱବାନ୍ ହେବେ। ଦିବ୍ୟ ପ୍ରେରଣାଦାୟୀ ହୋଇପାରନ୍ତି ।
ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ। କରିତକର୍ମା ହେବେ। ପ୍ରତିଯୋଗତିାରେ କୃତିତ୍ୱ ଅର୍ଜନ କରିବେ। ସର୍ବସୁଖର ଅଧିକାରୀ ହୋଇପାରନ୍ତି । ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତ ହେବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments