OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Thursday 22th September 2022

Odia Rashiphala

Odia Rashiphala

ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ସମସ୍ତଙ୍କ ଦୃଷ୍ଟିରେ ଭଲ ହୋଇ ରହିବେ। ପରିବାରରେ ଧାର୍ମିକ ଅନୁଷ୍ଠାନ କରିବା ଲାଗି ଯୋଜନା କରିବେ।
ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ବେପାରରେ ବୃଦ୍ଧି ହେବ। ଅଜଣା ବ୍ୟକ୍ତିଙ୍କ ମାଧ୍ୟମରେ ଲାଭ ପାଇବେ। ମାଆ ଆପଣଙ୍କର ମନ ପସନ୍ଦର ବ୍ୟଞନ ତିଆରି କରି ଖୁଆଇବେ।
ଜୀବିକା ସମ୍ବନ୍ଧରେ କିଛି ଭଲ ଖବର ପାଇବେ। ଆପଣ ଭାବିଥିବା କାମ ସଂପୂର୍ଣ୍ଣ ହେବ। କାରବାର ନେଇ ଅନ୍ୟମାନଙ୍କ ଠାରୁ ଭଲ ପରାମର୍ଶ ପାଇବେ।
ଆପଣଙ୍କ କଳ୍ପନାଶକ୍ତି ଲକ୍ଷ୍ୟ ପ୍ରାପ୍ତିରେ ସହାୟକ ହେବ। ଯାହା ବି କାମ କରିବେ କମ୍‌ ସମୟରେ ପୂରା ହୋଇଯିବ। କିଣାବିକା ଲାଗି ଭଲ ଦିନଟିଏ। ଶିକ୍ଷାର୍ଥୀଙ୍କୁ ସଫଳତା ମିଳିବ।
ଦିନଟି ଖୁସିରେ ପୂର୍ଣ ରହିବ। କ୍ୟାରିୟରରେ ସଫଳତା ହାସଲ କରିବେ। ବିବାହିତଙ୍କ ଲାଗି ଦିନଟି ଭଲ। ଜରୁରୀ କାମ କରିବାକୁ ଭାବୁଥିଲେ ତାହା ପୂରା ହୋଇଯିବ।
ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମଳିୁଛି । ତେଜୀୟାନ ହେବେ। ଶତ୍ରୁ ବନିାଶ୍ କରି ମାନସିକ ଶାନ୍ତିଫେରପାଇବେ । ବାହୁରେ ପୀଡ଼ା ଉପୁଜିପାରେ। ବହୁ ବଦ୍ୟା ପାରଙ୍ଗମ ହେବେ। ଅର୍ଥ ପ୍ରାପ୍ତି ସୁଯୋଗ ଅଛି।
ମନରେ ଉତ୍ସାହ ବଜାୟ ରହିବ। ନିଜର ଆତ୍ମବିଶ୍ୱାସ ବଳରେ କାର୍ଯ୍ୟ ସଂପୂର୍ଣ୍ଣ କରିବେ। ବିବାହିତଙ୍କ ଲାଗି ଦିନଟି ଭଲ। ଜରୁରୀ କାମ କରିବାକୁ ଭାବୁଥିଲେ ତାହା ପୂରା ହୋଇଯିବ।
ସାମାଜିକ କାର୍ଯ୍ୟରେ ରୁଚି ବଢିବ। ଭାଗୀଦାରି କାରବାରରେ ଲାଭ ପାଇବେ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହ ସମୟ କାଟିବେ
ସାମାଜିକ କାର୍ଯ୍ୟରେ ରୁଚି ବଢିବ। ଭାଗୀଦାରି କାରବାରରେ ଲାଭ ପାଇବେ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ ସନ୍ଧ୍ୟାରେ ବନ୍ଧୁମାନଙ୍କ ସହ ସମୟ କାଟି ଆନନ୍ଦିତ ହେବେ।
ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କର ଧନଲାଭ ହେବ। ଦୀର୍ଘ ଦିନର ସ୍ଥଗିତ କାମ ପୂରା ହେବା ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ ପ୍ରିୟତମଙ୍କ ସହ ସମ୍ବନ୍ଧ ମଜଭୁତ ହେବ।
ଏକାଗ୍ରତାର ସହ କରୁଥିବା କାମରେ ସଫଳ ହେବେ। ନୂଆ କାମ କରିବା ଲାଗି ଯୋଜନା କରିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଯଥେଷ୍ଟ ଲାଭ ହେବ।
ଆର୍ଥିକ ମାମଲାରେ ଲୋକଙ୍କ ଉପରେ ଅଧିକ ଭରସା ରଖନ୍ତୁ ନାହିଁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ ସହ କୌଣସି ଧର୍ମାନୁଷ୍ଠାନକୁ ଯିବେ। ସ୍ଥଗିତ କାମ ସଂପୂର୍ଣ ହେବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments