OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Thursday 21th July 2022

Odia Rashiphala

Odia Rashiphala

କାମ ପୂରା କରିବା ଲାଗି ବଡ଼ଙ୍କର ସାହାଯ୍ୟ ପାଇବେ। ବନ୍ଧୁର ପରାମର୍ଶ ବହୁତ କାମରେ ଆସିବ। କାରବାରରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ।
ନିଜର ବ୍ୟକ୍ତିତ୍ଵ ବିକାଶ ଲାଗି ଭଲ ଦିନଟିଏ। ଅଫିସରେ ବାକି କାମ ପୂରା କରିପାରିବେ। ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯାଇପାରିବି। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ।
କାରବାରକୁ ନେଇ ଆପଣଙ୍କର ଦାୟିତ୍ଵ ବଢ଼ିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ। କୌଣସି ଧାର୍ମିକ ଆୟୋଜନରେ ଅଂଶଗ୍ରହଣ କରିପାରନ୍ତି
ଆପଣଙ୍କର ସବୁ କାମ ସହଜରେ ପୂରା ହେବ। ଆର୍ଥିକ ସ୍ଥିତିରେ ବଡ ପରିବର୍ତ୍ତନ ହେବ। ସମାଜରେ ମାନ ସମ୍ମାନ ବଢିବ।ଆପଣଙ୍କ ବ୍ୟବହାରରେ ଜୀବନସାଥୀ ପ୍ରସନ୍ନ ରହିବେ।
କୌଣସି ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ। ଆପଣଙ୍କୁ ଆର୍ଥିକ ମାମଲାରେ ଲାଭ ହେବ ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ।
ଗଣମାଧ୍ୟମ କର୍ମଚାରୀଙ୍କର କାମ ପ୍ରଶଂସିତ ହେବ। ବିଶିଣ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇପାରିବେ। ଅର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। ପ୍ରେମ ଜୀବନ ଭଲ ହେବ।
ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ଅଫିସରେ ଅପଣଙ୍କ କାମ ଦେଖି କର୍ତ୍ତୃକ୍ଷ ଖୁଗି ହେବେ। ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ।
ନିଜର ବ୍ୟବହାରକୁ ମାର୍ଜିତ କରିବା ଲାଗି ଚେଷ୍ଟା କରିବେ। କାର୍ଯ୍ୟ ପୂରା କରିବା ଲାଗି ପରିବାର ଲୋକଙ୍କ ସାହଯ୍ୟ ପାଇବେ। ଶତ୍ରୁ କ୍ଷତି କରିବାକୁ ଉଦ୍ୟମ କରି ବିଫଳ ହେବ।
ଦୀର୍ଘ ଦିନର ସପ୍ନ ସାକାର ହେବ। ଆପଣଙ୍କ ନିଜ ଖର୍ଚ୍ଚ ନିୟନ୍ତ୍ରଣ କରିବା ଲାଗି ଯୋକନା କରିବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ।
କୋର୍ଟ କଚେରି ମାମଲାରେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ବୟୋଜ୍ୟେଷ୍ଟଙ୍କ ମତ ଫଳପ୍ରଦ ସାବ୍ୟସ୍ତ ହେବ। କମ୍ ପରିଶ୍ରମରେ ଅଧିକ ଲାଭର ଅବସର ପାଇବେ।
ପରିଶ୍ରମ ବଳରେ କାମରେ ସଫଳତା ପାଇବେ। କୌଣସି ବିବାଦରେ ପଶନ୍ତୁ ନାହିଁ। ଶିକ୍ଷକଙ୍କ ଲାଗି ଦିନଟି ଲାଭଦାୟକ। ସମ୍ବାଦ ପାଇବେ। ଘରକୁ ବନ୍ଧୁ ଆସିପାରନ୍ତି।
ଆର୍ଥିକ ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ। ପରିବାର ଲୋକଙ୍କ ସହିତ ଅଧିକ ସମୟ କାଟିବେ। ଅଫିସ ଜାମ ପୂରା କରିବା ଲାଗି ଅଶାଠୁଁ ଅଧିକ ପରିଶ୍ରମ କରିବାକୁ ହେବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments