OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Thursday 21th April 2022

Odia Rashiphala

Odia Rashiphala

ଗୋ-ମାତାଦି ଗୃହପାଳିତ ପଶୁଙ୍କ ସେବା କରପାରନ୍ତି। କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ କରିବେ। କ୍ଷମତାପ୍ରାପ୍ତ ହେବାର ସଚନା ମିଳୁ୍ଛି। ଜନକଲ୍ୟାଣ ମିଳିବ। ବିବାଦରେ ବିଜୟୀ ହେବେ।
ହାସ୍ୟପ୍ରିୟ ହୋଇପାରନ୍ତି। ଶ୍ଲେଷ୍ମାଜନିତ କଷ୍ଟ ଭୋଗର ସୂଚନା ମିଳୁ୍ଛି। ଚତୁଷ୍ପଦଶୃଙ୍ଗୀ ପ୍ରାଣୀଙ୍କ ପ୍ରତି ସତର୍କ ରହିବେ। ଧର୍ଯ୍ୟ ଓ ସାହସର ସହିତ ବିପଦର ମୁକାବିଲା କରିପାରନ୍ତି।
ଅପରୂପା ପତ୍ନୀ ଲାଭ ହୋଇପାରେ। ଧନଯକ୍ତୁ ହେବେ। ଉତ୍ତମ ବୃତ୍ତିଧାରୀ ହୋଇପାରନ୍ତି। ରୂପବାନ୍ ହେବେ। ଗୁଣୀ ହେବେ। ନୂତନ ବେଶଧାରୀ ହୋଇପାରନ୍ତି। ସଦା ବିନୟୀ ହେବେ। ଦିନଟି ସୁଖବୋଧ ହେବ।
ଉତ୍ତମ ଗୃହୀ ହେବେ। ମନ ଆତୁରିତ ରହିବ। ବ୍ରାହ୍ମଣଙ୍କ ସହିତ ଶତ୍ରୁତା ଆଚରଣ ହୋଇପାରେ। ସରକାରୀ ବିରୋଧୀ ହେବେ। ମହାଜନଙ୍କଠାରୁ ଆଣିଥିବା ଋଣ ପୈଠ କରପାରନ୍ତି। ଶତ୍ରୁଙ୍କୁ ପରାଜିତ କରିବେ।
ପୁତ୍ରମାନେ ନିଜ ପତ୍ନୀଙ୍କ ସୁଖ ସୌଖୀନ ଉପରେ ଧ୍ୟାନ ଦେବେ। ପଢ଼ାପଢ଼ିରେ ସମୟ ଅତିବାହିତ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଆର୍ଥିକ ଅନ୍ତଃସ୍ରୋତରେ ସ୍ଥିତି ଦୃଢ଼ ହେବ।
ପତ୍ନୀଙ୍କ ଉଦ୍ୟମରୁ ସୁଖପ୍ରାପ୍ତ ହେବେ। ରାଜସେବାରେ ନିୟୋଜିତ ହୋଇପାରନ୍ତି। କର୍ମସଂସ୍ଥାନ ଦୃଢ଼ ହେବ। ଉଦ୍ୟମ ସଫଳ ହେବ। ସେବାରୁ ଅର୍ଥପ୍ରାପ୍ତିର ସଚନା ମିଳୁ୍ଛି। କୃଷକମାନଙ୍କୁ ପରାମର୍ଶଦେବେ।
ଧର୍ମଗୁରୁଙ୍କଠାରୁ ଦୀକ୍ଷା ପାଇଁ କୁକର୍ମ ବର୍ଜନ କ୍ରି ସୁକର୍ମା ରହି ଆର୍ଥିକ ସ୍ତଥିକୁ ମଜଭୁତ କରିବାରେ ପାରଙ୍ଗମ ହେବେ। ନିଜ ପ୍ରତି କଠୋର ଓ ଅନ୍ୟମାନଙ୍କ ପ୍ରତିକୋମଳ ହେତୁ ବେସରକାରୀ ଲାଭ ପାଇବେ।
ବିଭିନ୍ନ ପ୍ରକାରର ବ୍ୟବସାୟ କରି ବଶେଷ ଲାଭବାନ୍ ହେତୁ୍ ଅକ୍ଳାନ୍ତ ପରିଶ୍ରମ କରି ବସ୍ତ୍ର ଓ ଶସ୍ୟ ବ୍ୟବସାୟକୁ ସୁଦୂର ପ୍ରସାରୀ କରିପାରନ୍ତି। ତୈଳ ବ୍ୟବସାୟ ଲାଭଜନକ ହେବ।
ଧ୍ୟାନ କ୍ରିୟାଯୁକ୍ତ ହେବେ। ସର୍ବଦା ନୀତିନିୟମ ରେ ଚଳିବେ। ଧର୍ମଧ୍ୱଜାଧାରୀ ହେବେ। ଯଶସ୍ୱୀ ହୋଇପାରନ୍ତି। ଭଲ ରୋଜଗାରୀ ହେବେ।ସୁସ୍ଥ ଓ ନିରାମୟ ରହିବେ। ସସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ।
ସ୍ୱକୁଳର ହିତ ସାଧନ କରପାରିନ୍ତ। କୃଷି କର୍ମରେ ଦକ୍ଷତା ପ୍ରତିପାଦନ କରିବେ। ଧର୍ମକ୍ରିୟା ହେତୁକ ଧନ ବ୍ୟୟ କରପାରିନ୍ତି। ଏକାନ୍ତ ସାଧନା ଫଳବତୀ ହୋଇପାରେ। ଭାଷା ଓ ବ୍ୟବହାର ମଧୁରମୟ ହୋଇପାରେ।
ସ୍ୱକର୍ମରୁ ଉଚ୍ଚାସନ ପ୍ରାପ୍ତ ହେବେ। ନ୍ୟାୟ ଧର୍ମରୁ ଜନସାଧାରଣଙ୍କ ଆଦରର ପାତ୍ର ହେବେ। ପରାକ୍ରମୀ ହେବେ। ବିଦ୍ୟା ପ୍ରଭାବରୁ ଓ ସାଧସଙ୍ଗରୁ ସୁଖୀ ଓ ଯଶସ୍ୱୀ ହେବାର ସୂଚନା ମିଳୁଛ। ଜ୍ଞାନୀ ହେବେ।
କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ଆର୍ଥିକ ସ୍ତିତିରେ ସଚ୍ଛଳତା୍ ଆଣିବାକୁ ପାରଙ୍ଗମ ହେବେ। ଦୀନ, ଦରିଦ୍ରଙ୍କ ଦାନାପାଣିରେ ହର୍ତ୍ତା, କର୍ତ୍ତା ହେବେ। ପ୍ରତିଯୋଗିତା୍ରେ କୃତତ୍ୱ ଅର୍ଜନ କରିବେ।ସୁଖୀ ହେବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments