![]() |
ଗୋ-ମାତାଦି ଗୃହପାଳିତ ପଶୁଙ୍କ ସେବା କରପାରନ୍ତି। କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ କରିବେ। କ୍ଷମତାପ୍ରାପ୍ତ ହେବାର ସଚନା ମିଳୁ୍ଛି। ଜନକଲ୍ୟାଣ ମିଳିବ। ବିବାଦରେ ବିଜୟୀ ହେବେ। |
ହାସ୍ୟପ୍ରିୟ ହୋଇପାରନ୍ତି। ଶ୍ଲେଷ୍ମାଜନିତ କଷ୍ଟ ଭୋଗର ସୂଚନା ମିଳୁ୍ଛି। ଚତୁଷ୍ପଦଶୃଙ୍ଗୀ ପ୍ରାଣୀଙ୍କ ପ୍ରତି ସତର୍କ ରହିବେ। ଧର୍ଯ୍ୟ ଓ ସାହସର ସହିତ ବିପଦର ମୁକାବିଲା କରିପାରନ୍ତି। | |
ଅପରୂପା ପତ୍ନୀ ଲାଭ ହୋଇପାରେ। ଧନଯକ୍ତୁ ହେବେ। ଉତ୍ତମ ବୃତ୍ତିଧାରୀ ହୋଇପାରନ୍ତି। ରୂପବାନ୍ ହେବେ। ଗୁଣୀ ହେବେ। ନୂତନ ବେଶଧାରୀ ହୋଇପାରନ୍ତି। ସଦା ବିନୟୀ ହେବେ। ଦିନଟି ସୁଖବୋଧ ହେବ। | |
ଉତ୍ତମ ଗୃହୀ ହେବେ। ମନ ଆତୁରିତ ରହିବ। ବ୍ରାହ୍ମଣଙ୍କ ସହିତ ଶତ୍ରୁତା ଆଚରଣ ହୋଇପାରେ। ସରକାରୀ ବିରୋଧୀ ହେବେ। ମହାଜନଙ୍କଠାରୁ ଆଣିଥିବା ଋଣ ପୈଠ କରପାରନ୍ତି। ଶତ୍ରୁଙ୍କୁ ପରାଜିତ କରିବେ। | |
ପୁତ୍ରମାନେ ନିଜ ପତ୍ନୀଙ୍କ ସୁଖ ସୌଖୀନ ଉପରେ ଧ୍ୟାନ ଦେବେ। ପଢ଼ାପଢ଼ିରେ ସମୟ ଅତିବାହିତ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଆର୍ଥିକ ଅନ୍ତଃସ୍ରୋତରେ ସ୍ଥିତି ଦୃଢ଼ ହେବ। | |
ପତ୍ନୀଙ୍କ ଉଦ୍ୟମରୁ ସୁଖପ୍ରାପ୍ତ ହେବେ। ରାଜସେବାରେ ନିୟୋଜିତ ହୋଇପାରନ୍ତି। କର୍ମସଂସ୍ଥାନ ଦୃଢ଼ ହେବ। ଉଦ୍ୟମ ସଫଳ ହେବ। ସେବାରୁ ଅର୍ଥପ୍ରାପ୍ତିର ସଚନା ମିଳୁ୍ଛି। କୃଷକମାନଙ୍କୁ ପରାମର୍ଶଦେବେ। | |
ଧର୍ମଗୁରୁଙ୍କଠାରୁ ଦୀକ୍ଷା ପାଇଁ କୁକର୍ମ ବର୍ଜନ କ୍ରି ସୁକର୍ମା ରହି ଆର୍ଥିକ ସ୍ତଥିକୁ ମଜଭୁତ କରିବାରେ ପାରଙ୍ଗମ ହେବେ। ନିଜ ପ୍ରତି କଠୋର ଓ ଅନ୍ୟମାନଙ୍କ ପ୍ରତିକୋମଳ ହେତୁ ବେସରକାରୀ ଲାଭ ପାଇବେ। | |
ବିଭିନ୍ନ ପ୍ରକାରର ବ୍ୟବସାୟ କରି ବଶେଷ ଲାଭବାନ୍ ହେତୁ୍ ଅକ୍ଳାନ୍ତ ପରିଶ୍ରମ କରି ବସ୍ତ୍ର ଓ ଶସ୍ୟ ବ୍ୟବସାୟକୁ ସୁଦୂର ପ୍ରସାରୀ କରିପାରନ୍ତି। ତୈଳ ବ୍ୟବସାୟ ଲାଭଜନକ ହେବ। | |
ଧ୍ୟାନ କ୍ରିୟାଯୁକ୍ତ ହେବେ। ସର୍ବଦା ନୀତିନିୟମ ରେ ଚଳିବେ। ଧର୍ମଧ୍ୱଜାଧାରୀ ହେବେ। ଯଶସ୍ୱୀ ହୋଇପାରନ୍ତି। ଭଲ ରୋଜଗାରୀ ହେବେ।ସୁସ୍ଥ ଓ ନିରାମୟ ରହିବେ। ସସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ। | |
ସ୍ୱକୁଳର ହିତ ସାଧନ କରପାରିନ୍ତ। କୃଷି କର୍ମରେ ଦକ୍ଷତା ପ୍ରତିପାଦନ କରିବେ। ଧର୍ମକ୍ରିୟା ହେତୁକ ଧନ ବ୍ୟୟ କରପାରିନ୍ତି। ଏକାନ୍ତ ସାଧନା ଫଳବତୀ ହୋଇପାରେ। ଭାଷା ଓ ବ୍ୟବହାର ମଧୁରମୟ ହୋଇପାରେ। | |
ସ୍ୱକର୍ମରୁ ଉଚ୍ଚାସନ ପ୍ରାପ୍ତ ହେବେ। ନ୍ୟାୟ ଧର୍ମରୁ ଜନସାଧାରଣଙ୍କ ଆଦରର ପାତ୍ର ହେବେ। ପରାକ୍ରମୀ ହେବେ। ବିଦ୍ୟା ପ୍ରଭାବରୁ ଓ ସାଧସଙ୍ଗରୁ ସୁଖୀ ଓ ଯଶସ୍ୱୀ ହେବାର ସୂଚନା ମିଳୁଛ। ଜ୍ଞାନୀ ହେବେ। | |
କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ଆର୍ଥିକ ସ୍ତିତିରେ ସଚ୍ଛଳତା୍ ଆଣିବାକୁ ପାରଙ୍ଗମ ହେବେ। ଦୀନ, ଦରିଦ୍ରଙ୍କ ଦାନାପାଣିରେ ହର୍ତ୍ତା, କର୍ତ୍ତା ହେବେ। ପ୍ରତିଯୋଗିତା୍ରେ କୃତତ୍ୱ ଅର୍ଜନ କରିବେ।ସୁଖୀ ହେବେ। |
Odia Calendar 2022
Comments
comments