OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Thursday 1st September 2022

Odia Rashiphala

Odia Rashiphala

ହର୍ଷ ଉଲ୍ଲାସରେ ସମୟ ଅତବିାହତ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତି ସୂଚନା ମିଳୁଛି । ନୀତିନିଷ୍ଠ ବ୍ୟକ୍ତି ଭାବେ ସମ୍ମାନିତବ ହେବେ। ରୂପବାନ୍ ହେବେ। ମନ ପ୍ରଫୁଲ୍ଲ ରହିବ।
ବାପା ମାଆଙ୍କ ସାହାଯ୍ୟରେ ଆପଣଙ୍କର ବିଶେଷ କାମ ସଂପୂର୍ଣ୍ଣ ହେବ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ସୁସମ୍ବାଦ ପାଇବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
ଅଫିସରେ ସହକର୍ମୀ ଆପଣଙ୍କ ବିଚାରରେ ପ୍ରଭାବିତ ହେବେ। ସବୁ ଅଶାନ୍ତିର ସମାଧାନ ବାହାରିବା ବରିଷ୍ଟଙ୍କ ସହ କଥାବାର୍ଶା ବେଳେ ସାବଧନତା ଅବଲମ୍ବନ କରନ୍ତୁ।
କେହି ଆପଣଙ୍କ ବେଶଭୂଷାର ପ୍ରଶଂସା କରିପାରନ୍ତି। ବିଶେଷ ସମସ୍ୟାର ସମାଧନ ବାହାରିବ। ସମାଜରେ ଆପଣଙ୍କ କାମର ଚର୍ଚା ହେବ। ଛାତ୍ର ସାଥୀଙ୍କ ସହଯୋଗ ପାଇବେ।
ରୋଜଗାର ପାଇଁ ନୂଆ ଅବସର ପାଇବେ। ବିନା କାରଣରେ ଦୂର୍ବ୍ୟବହାର କରନ୍ତୁ ନାହିଁ ନୂଆ କାମ ଶିଖିବାର ମଉକା ପାଇବେ। ବାଇକ୍‌ କିଣିବାର ଯୋଗ ଅଛି।
ନିଜର ଭବିଷ୍ୟତ ସମ୍ବନ୍ଧରେ ଚିନ୍ତା କରିବେ। ଆପଣଙ୍କର ଆତ୍ମବିଶ୍ଵାସ ବଢ଼ିବ। ଘରକୁ ଅଚାନକ କୌଣସି ବନ୍ଧୁ ଆସିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ବହୁତ ଭଲ।
ଅବବାହିତଙ୍କର ବିବାହ ଲାଗି ଘରେ ଚର୍ଚ୍ଚା ହେବ। ବ୍ୟବସାୟ କାମରେ ଦୁର ସ୍ତାନକୁ ଯିବେ। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କ ତରଫରୁ ମାର୍ଗଦର୍ଶନ ମିଳିବ।
ଆପଣଙ୍କର ରଚନାତ୍ମକ ପ୍ରତିଭା ଲୋକଙ୍କ ସମ୍ମୁଖକୁ ଆସିବ ପାଖ ଲୋକଙ୍କ ଠାରୁ ସୁମ୍ବାଦ ପାଇବେ। ଧନ ବୃଦ୍ଧି ହେବ। ଧାର୍ମିକ କାର୍ଯ୍ୟ କରିବା ଲାଗି ଯୋଜନା କରିବେ।
ବାଲ୍ୟବନ୍ଧୁ ସହ ଦେଖା ହେବ। ଜୀବନସାଥୀଙ୍କ ସହଯୋଗରେ ବଡ଼ ନିଷ୍ଠତ୍ତି ନେବେ। ଦୀର୍ଘ ଦିନରୁ ଚିଚ୍ତା କରିଥିବା କାମ ପୂରଣ ହେବ ଖର୍ଚ୍ଚ ହ୍ରାସ ଲାଗି ଚେଷ୍ଟା କରନ୍ତୁ।
ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଯୋଜନା କରିବେ। ପରିବାର ଲୋକଙ୍କ ସହ ସୁଖଦ ସମୟ କାଟିବେ। ଗୁରୁତ୍ଵପୂର୍ଣ ପ୍ରସଙ୍ଗରେ ବିଶିଷ୍ଟ ବ୍ୟକ୍ତିଙ୍କର ପରାମର୍ଶ ପାଇବେ।
ପରିବାର ଲୋକଙ୍କ ପରାମର୍ଶ ଆପଣଙ୍କ ଲାଗି ମହତ୍ତ୍ୱପୂର୍ଣ୍ଣ। ସୁଖ ସୁବିଧା ବୃଦ୍ଧି ପାଇବ ଅଫିସରେ କାର୍ଯ୍ୟ ପ୍ରସଙ୍ଗରେ ବିଶିଷ୍ଟ ବ୍ୟକ୍ତିଙ୍କସହ ଆଲୋଚନା କରିବେ।
ନିଜର ବୁଦ୍ଧି ବଳରେ ସବୁ କାମ ସମ୍ବାଳି ନେବେ ଅଭାବରେ ଥିବା ଲୋକଙ୍କୁ ସହାଯ୍ୟ କରନ୍ତୁ ଆପଣଙ୍କୁ ଲାଭ ମିଳିବ । ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments