OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Thursday 18th August 2022

Odia Rashiphala

Odia Rashiphala

ଭାବିଚିନ୍ତି କାମ କରନ୍ତୁ। ସଫଳତା ଆପଣଙ୍କୁ ଅପେକ୍ଷା କରି ରହିଛି। ସନ୍ତାନ ସୁଖ ମିଳିବାର ଅଛି। ବନ୍ଧୁ ଠାରୁ ଆର୍ଥିକ ସହାୟତା ପାଇବେ। ପ୍ରେମ ଜୀବନ ଭଲ ରହିବ।
ନୂଆ ସୁଯୋଗ ଲାଗି ଆପଣ ନିଜକୁ ପ୍ରସ୍ତୁତ ରଖିଅ ଦରକାର। ଆର୍ଥିକ ସ୍ଥିତି ସୁଦୃଢ ହେବ। ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ।
କୌଣସି କଥାକୁ ନେଇ ବଡ ଭଉଣୀଙ୍କ ପରାମର୍ଶ ନେବେ। ନିଜର ଅଭାବ ଦୂର କରିବା ପାଇଁ ଚେଷ୍ଟା କରିବେ। ପାରିବାରିକ ଜୀବନ ସୁଖକର ହେବ।
କାର୍ଯ୍ୟକ୍ଷେତ୍ରରେ କିଛି ନୂତନ ଆସିବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ପାଇବେ। ଆପଣ କିଛି ନୂଆ ଶିଖିବାରେ ସୁଯୋଗ ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।
କୋର୍ଟର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ଜୀବନସାଥୀଙ୍କ ପାଇଁ କିଛି ନିବେଶ କରିବେ। ଆପଣଙ୍କ କାମରେ ବାପାଙ୍କ ସହଯୋଗ ପାଇବେ।
ଆପଣ ଅଧିକ ସକ୍ରିୟ ରହିବେ। ଦୀର୍ଘ ଦିନର ସ୍ଥଗିତ୍ କାମରେ ସଫଳତା ପାଇବେ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଠିକ୍‌ ରହିବ।
ପିଲାଙ୍କ ଉଜ୍ଜଳ ଭବିଷ୍ୟତ ଲାଗି କାହାରି ପରାମର୍ଶ ନେବେ। ଡାକ୍ତରୀ ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ। ନବବିବାହିତ ଦମ୍ପତ୍ତି ପରସ୍ପରଙ୍କୁ ମନର କଥା କହିବେ।
ମହତ୍ତ୍ୱପୂର୍ଣ ଲୋକଙ୍କ ସହ ସଂପର୍କ ସ୍ତାପନ ହେବ। ବେପାରରେ ଲାଭ ପାଇବେ। ପ୍ରିୟବନ୍ଧୁ ସହ ଫୋନରେ କଥା ହେବେ। ଅନ୍ୟଙ୍କୁ ନିଳ ସପକ୍ଷରେ କରିବାରେ ସଫଳ ହେବେ।
ପରିବାରରେ ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନେଇ ପଦଷେପ ନିଅନ୍ତୁ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ ରହିବ। ଆପଣ ନିଜ କାର୍ଯ୍ୟ ଆଗକୁ ବଢ଼ାଇବାର ଯୋଜନା କରିବେ।
ଆତ୍ମବିଶ୍ଵାସର ସ୍ତର ଉଚ୍ଚା ରହିବ। ଆପଣଙ୍କର ଉନ୍ନତି ହେବା ଯୋଗୁଁ ପରିବାରରେ ଖୁସିର ମାହୋଲ ରହିବ। ବ୍ୟବସାୟ ବଢାଇବା ଲାଗି ଭାଗୀଦାରଙ୍କ ସହଯୋଗ ପାଇବେ।
ଉପାର୍ଜନ ଲାଗି ନୂଆ ମଉକା ପାଇବେ। ବଡ଼ଙ୍କ ସମ୍ମତି ନେଇ ନୂଆ କାରବାର ଆରମ୍ଭ କରନ୍ତୁ ଆପଣ କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢତା ଆସିବ।
ପିଲାପିଲିଙ୍କ ସହ ଆପଣଙ୍କର ଭଲ ସମୟ ବିତିବ। ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ଦେଖାଦେବ। କଠିନରୁ କଠିନ ପରିସ୍ଥିତିର ସାମନା କରିବା ପାଇଁ ପ୍ରସ୍ତୁତ ରହିବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments