OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Thursday 15th September 2022

Odia Rashiphala

Odia Rashiphala

ଚାକିରି ବୃତ୍ତି ସମ୍ବନ୍ଧରେ ଗମ୍ଭୀର ବିଚାର କରିବାକୁ ପଡିବ। ଅନ୍ୟମାନଙ୍କ ପରାମର୍ଶ ଉପରେ ଧ୍ୟାନ ଦେଲେ ଆପଣଙ୍କର ଲାଭ ହେବ। ବ୍ୟବସାୟୀଙ୍କୁ ଆଶାଠୁଁ ଅଧିକ ଲାଭ ହେବ।
ଜୀବନରେ କିଛି ପରିବର୍ତ୍ତନ ଆସିବ ସମାଜରେ ପ୍ରସିଦ୍ଧି ବଢ଼ିବ। ଉନ୍ନତିର ନୂଆ ଅବସର ଆପଣଙ୍କ ସମ୍ମୁଖକୁ ଆସିବ। ବନ୍ଧୁ ସହ ନୂଆ ବେପାର ଆରମ୍ଭ କରିପାରନ୍ତି।
ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି। ବିଦ୍ୟାର୍ଥୀଙ୍କୁ ଶୁଭ ସୂଚନା ମିଳିବ।
କୌଣସି କଥାକୁ ନେଇ ମନରେ ଉତ୍ସୁକତା ବଜାୟ ରହିବ। ଘରେ ଧାର୍ମିକ କାର୍ଯ୍ୟର ଆୟୋଜନ ହେବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ କଂପାନିରୁ ଡାକରା ଆସିବ।
ଭାବନାରେ ସକାରାତ୍ମକ ବଜାୟ ରହିବ। ଅନଲାଇନ୍ ବ୍ୟବସାୟୀଙ୍କୁ ବଡ ଅର୍ଡର ମିଳିବ। ଭାଇ ଭଉଣୀଙ୍କ ସହ ସମ୍ବନ୍ଧ ଶକ୍ତୀଶାଳୀ ହେବ। ଛାତ୍ର ନୂଆ କୌଶଳ ଶିଖିବାର ଅବସର ପାଇବେ।
ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଲୋକ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଂବେ। ବାହାରକୁ କାମରେ ଗଲାବେଳେ ନିଜର ଆତ୍ମ ବିଶ୍ୱାସ ଅତୁଟ ରଖନ୍ତୁ।
କାମ ପୂରା କରିବା ଲାଗି ତରତର ହୁଅନ୍ତୁ ନାହିଁ। ଛାତ୍ରଙ୍କର ମନ ଲେଖାପଢାରେ କମ୍ ମୋବାଇଲରେ ଅଧିକ ଲାଗିବ। ଠିକ୍‌ ଦିଶାରେ କରିଆଶିଥିବା ଉଦ୍ୟମର ସଫଳତା ପାଇବେ।
କୌଣସି କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ପୂର୍ବରୁ କରିଥିବା ନିବେଶରୁ ଲାଭ ପାଇବେ। ସ୍ୱାସ୍ଥ୍ୟରେ ସୁଧାର ହେବ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ସମୟ କାଟିବେ।
ପ୍ରିୟବନ୍ଧୁ ଆପଣଙ୍କର ଖୁସିକୁ ଦିଗୁଣା କରିଦେବେ। ଆପଣଙ୍କୁ ଘର ମୁରବିଙ୍କ ସହଯୋଗ ମିଳିବ। କାରବାର ବୃଦ୍ଧି ପାଇଁ ନୂଆ ଅବସର ପାଇବେ।
ବ୍ୟାଙ୍କ ଖାତାରୁ କିଛି ପଇସା ବାହାର କରିବାକୁ ପଡିପାରେ। ଅଯଥା କାମରେ ସମୟ ବ୍ୟୟ ହେବ। ଜୀବନସାଥୀଙ୍କ ସହ ସମ୍ବନ୍ଧ ଭଲ ହେବ। ଛାତ୍ରଙ୍କ ଲାଗି ଦିନଟି ଶିକ୍ଷଣୀୟ।
ଯେଉଁ କାମ ପୂରା କରିବା ଲାଗି ଚେଷ୍ଟା କରିବେ ତାହା ସହଜରେ ସଂପୂର୍ଣ୍ଣ ହୋଇଯିବ। ମହିଳାଙ୍କ ଲାଗି ଦିନଟି ଆରାମଦାୟକ। ଲକ୍ଷ୍ୟ ପ୍ରାପ୍ତି ଲାଗି ଅଧିକ ପ୍ରୟାସ କରିବେ।
ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ। କରିତକର୍ମା ହେବେ। ପ୍ରତିଯୋଗତିାରେ କୃତିତ୍ୱ ଅର୍ଜନ କରିବେ। ସର୍ବସୁଖର ଅଧିକାରୀ ହୋଇପାରନ୍ତି । ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତ ହେବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments