OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Thursday 13th October 2022

Odia Rashiphala

Odia Rashiphala

ଦିନଟି ପୂର୍ବ ଅପେକ୍ଷା ଭଲରେ ବିତିବ। ନିଜର ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବେ। ଆପଣଙ୍କ ବ୍ୟବହାରରେ ପ୍ରତ୍ୟେକ ବ୍ୟକ୍ତି ପ୍ରଭାବିତ ହେବେ।
ଆପଣଙ୍କୁ ଆର୍ଥିକ ଲାଭ ମିଳିବ। ଶାରୀରିକ ଦୃ୍ଷ୍ଟିରୁ ସୁସ୍ଥ ଅନୁଭବ କରିବେ। ଉଜ୍କଳ ଇଚିଷ୍ୟତ ଲାଗି ନୂଆ ପଦକ୍ଷେପ ନେବେ। ବୈବାହିକ ଜୀବନ ଆନନ୍ଦଦାୟକ ହୋଇପାରେ।
ଇଂଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ। ପରିଶ୍ରମ ବଳରେ କାର୍ଯ୍ୟରେ ସଫଳତା ପାଇବେ। ବିବାଦଠୁଁ ଦୂରରେ ରୁହନ୍ତୁ ପ୍ରିୟଜନଙ୍କୁ ସାହାଯ୍ୟ, କରି କଷ୍ଟ ପାଇବେ।
ବଭିନ୍ନ ସ୍ତରରୁ ସହଯୋଗ ମଳିବ। ଅଧିକ ଞାନ ଅର୍ଜନ ପାଇଁ ଆଗ୍ରହୀ୍ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରପିାରନ୍ତି । କରାଇନେବେ। ମାଆ ଆପଣଙ୍କୁ କୌଣସି ଉପହାର ଦେବେ। ବ୍ୟବସାୟରେ ବୁଦ୍ଧି ପାଇଁ ଭଲ ଅବସର ପାଇବେ।
ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଅଫିସରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। କାମରେ ଅଧିକ ସମୟ ଲାଗିପାରେ ଛାତ୍ରଛାତ୍ରୀ ଲେଖାପଢାରେ ଧ୍ୟାନ ଦିଅନ୍ତୁ।
ପୂର୍ବ କଥାକୁ ନେଇ ଦ୍ୱନ୍ଦରେ ରହିବେ। କୋର୍ଟ କଚେରି ମାମଲାରେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଭାବିଚିନ୍ତି ଆର୍ଥିକ ନିଷ୍ପତ୍ତି ନିଅନ୍ତୁ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।
ବୁଲାବୁଲିରେ ସମୟ ବିତିବ। ଆପଣଙ୍କ କାମରେ ଜୀବନସାଥୀ ଖୁସି ରହିବେ। ଠିକ୍‌ ଦିଶାରେ କାମ କରି ସମସ୍ୟାର ସମାଧାନ ବାହାର କରିବେ।
ଦିନଟି ବହୁତ ଭଲ କାହାରି ଠାରୁ ଅଶାଠୁଁ ଅଧିକ ଲାଭ ମିଳିବ। ବେକାର ଯୁବକଙ୍କୁ ବଡ଼ ଉଦ୍ୟୋଗରେ ଚାକିରିର ଖବର ଆସିବ ଲେଖାପଢାରେ ବନ୍ଧୁ ସାହାଯ୍ୟ କରିବେ।
ଘରର ସବୁ କାମ ପୂରା ହେବ ବଳକା ପଇସା ପାଇବେ। ଅଜଣା ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ। ଅଫିସ କାମର ବୋଝ ଅଧିକ ହେବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।
ବନ୍ଧୁଙ୍କ ପରାମର୍ଶ ଆପଣଙ୍କର ବହୁତ କାମରେ ଆସିବ। କୌଣସି ସମାରୋହରେ ସାମିଲ ହେବାର ସୁଯୋଗ ପାଇବେ। ଛାତ୍ରଛାତ୍ରୀ ନୂଆ କାର୍ଯ୍ୟକର୍ମରେ ସାମିଲ ହେବେ।
ବ୍ୟକ୍ତିତ୍ୱକୁ ବିକଶିତ କରିବା ଲାଗି ଦିନଟି ଭଲ। ସାଥିରେ କାମ କରୁଥିବା ଲୋକଙ୍କର ସାହାଯ୍ୟ ପାଇବେ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବା
ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ। କରିତକର୍ମା ହେବେ। ପ୍ରତିଯୋଗତିାରେ କୃତିତ୍ୱ ଅର୍ଜନ କରିବେ। ସର୍ବସୁଖର ଅଧିକାରୀ ହୋଇପାରନ୍ତି । ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତ ହେବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments