![]() |
ଅନାବଶ୍ୟକ ଖର୍ଚ୍ଚ ପାଇଁ ମନସ୍ତାପ କରିପାରନ୍ତି। ଭାତୃ ସ୍ନେହ ଦୃଢ଼ତର ହେବ। ଶରୀର ସୁସ୍ଥ ରହିବ। ଚତୁର ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଚମତ୍କାରିକ ଲାଭପ୍ରାପ୍ତ ହେବ। |
ଧନଲାଭ ପାଇଁ ହଠାତ୍ ଏକ ସୁଯୋଗ ସୃଷ୍ଟିହେବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟ ଲାଭଜନକ ହେବ। ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତତ୍ୱ ସମ୍ପନ୍ନ ବ ହୋଇପାରନ୍ତି। | |
ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଉଦାର ଚରିତ୍ରର ହେବେ। ଶୋଭନ ବ୍ୟକ୍ତତ୍ୱ ସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି ପରାମର୍ଶଦାତା ହେବେ। ପ୍ରେମୀ ଓ ବୁଦ୍ଧିମାନ ହେବେ। | |
ମନ ପ୍ରସନ୍ନ ରହିବ। ଈଶ୍ୱରୀୟ ଚେତନାରେ ଉଦ୍ବୃଦ୍ଧ ହୋଇପାରନ୍ତି। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃ ଭାବ ଅତି ନିବିଡ଼ ହେବ। | |
ଭାଗ୍ୟଶାଳୀ ହୋଇପାରନ୍ତି। ଆଦର୍ଶ ବ୍ୟକ୍ତତ୍ୱ ସମ୍ପନ୍ନ ହେବେ। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସଖୁପ୍ରଦ ହେବ। ବ୍ୟବସାୟରୁ ଧନ ମିଳିବ। | |
ଆୟ ବୃଦ୍ଧି ସୂଚନା ମିଳୁଛି। ଐଶୂର୍ଯ୍ୟ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ମାଲିମୋକଦ୍ଦମାରେ ଜିଣିବେ ଓ ଧନଲାଭ ହେବ। ବିଦ୍ୱାନ୍ ଓ ଶାସ୍ତ୍ରଜ୍ଞ ହୋଇପାରନ୍ତି। ସଂଗ୍ରାମୀ ଜୀବନରେ ବିଜୟୀ ବାନା ଉଡ଼ାଇବେ। | |
କର୍ମଚଞ୍ଚଳ ରହିବେ। ଏକାନ୍ତରେ ମୌନ ରହି ସାଧନାରେ ବ୍ରତୀ ହୋଇପାରନ୍ତି। ଭାଷାର ମାଧୁରିମା ଆପଣଙ୍କୁ ଅଜାତଶତ୍ରୁ କରିପାରେ। ରାଜଯୋଗ ପ୍ରାପ୍ତିର ସୂଚନା ମିଳୁଛି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। | |
ସୁସ୍ଥ ଓ ନିରାମୟ ରହିବେ। ଯଶସ୍ୱୀ ହେବେ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ବିଭିନ୍ନ ସୂତ୍ର ଅର୍ଥ ପ୍ରାପ୍ତିର ସଚନା ମିଳୁଛି। | |
ମନ ଭିତରେ ଧ୍ୟାନର ଦୀପ ପ୍ରଜଳନ କରି ଚଲାପଥକୁ ଆଲୋକିତ କରିପାରନ୍ତି। ଚିତ୍ତ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। | |
ଭାଗ୍ୟଲକ୍ଷ୍ମୀଙ୍କ କୃପାପାତ୍ର ହେବେ। ଭୋଗୀ ଓ ବିଳାସୀ ହେବା ଆଶା କରାଯାଏ। ଦିନଟି ସୁଖ-ସମୃଦ୍ଧି ପୂଣ୍ଣହେବ। ଧର୍ମାତ୍ମା,ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ। ଦାମ୍ପତ୍ୟ ଜୀବନ୍ ସଖୁପ୍ରଦ ହେବ। | |
ସମୟ ଆପଣଙ୍କ ପାଇଁ କଠୋର ଅଛି। ଅନ୍ୟମାନଙ୍କ ପାଇଁ ଆପଣ କ୍ଷମାଶୀଳ ହୋଇପାରନ୍ତି। ସଶକ୍ତ ଆତ୍ମବଳରେ ବଳୀୟାନ୍ ହେବେ। ବିଘ୍ନକାରୀମାନେ ପଛଘୁଞ୍ଚା ଦେଇପାରନ୍ତି। ସତର୍କରେ ଚଳିବାକୁ ପଡ଼ିବ। | |
ଶ୍ରଦ୍ଧା ଓ ବିଶ୍ୱାସ ରଜୁରେ ଅନୁବନ୍ଧି ହୋଇପାରନ୍ତି। ସମାଜସେବାରେ ନିଜକୁ ନିୟୋଜିତ କରିବେ। ବ୍ୟବସାୟ ଲାଭଜନକ ହେବ। ପତ୍ନୀଙ୍କ ପରାମର୍ଶ ଲାଭଦାୟକ ହେବ। ଶାନ୍ତ ଓ ଧର୍ଯ୍ୟବାନ୍ ହେବେ। |
Odia Calendar 2022
Comments
comments