OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Sunday 3rd September 2023

Odia Rashiphala

Odia Rashiphala

ଆଜି ବୁଧଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରିଥିବାରୁ ଅର୍ଥ ସମ୍ବନ୍ଧୀୟ ଆଲୋଚନା କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ଦୂରଯାତ୍ରା ଓ ପ୍ରତିଦୃନ୍ଦିତାର ସାମ୍‌ନା କରିବା ପ୍ରଭୃତି ବିଷୟରେ ଯୋଜନା କରିବେ। ରୋଗୀର ଆରୋଗ୍ୟ ସକାଶେ ରଣ ପରିଶୋଧ ପାଇଁ ମାନସିକ ସ୍ତରରେ ବ୍ୟଗ୍ରତା ପ୍ରକାଶ ପାଇବ।
ଦ୍ବାଦଶରେ ରାହୁ ଓ ବୃହସ୍ପତି ପ୍ରଭାବରୁ ସକାଳୁ ସକାଳୁ ମନଟା ବିଗିଡ଼ି ଯାଇପାରେ। କର୍ମକ୍ଷେତ୍ରରେ ମଧ୍ଯ କେହି ଜଣେ ପ୍ରତିବାଦର ସ୍ଵର ଉଠାଇ ସମସ୍ୟା ସ୍ପଷ୍ଟି କରିପାରନ୍ତି। ସାମାଜିକ ସ୍ତରରେ ନୀଚ ସଂସର୍ଚରୁ ଦୂରେଇ ରହିବା ଭଲ। ନିର୍ମାଣାଧୀନ କାର୍ଯ୍ୟ, ଜମିଜମା, ଆଲୋଚନା, ବନ୍ଧୁ ସମ୍ପର୍କରେ କିଛିଟା ଝଟକା ଲାଗିପାରେ।
ଭାଗ୍ୟାଦୀପ ଭାଗ୍ୟସ୍ଥ ଯୋଗୁ ଯାହା ଭାଗୁଛନ୍ତି ତାହାହିଁ ହେବ ଓ ପାଇବା ଜିନିଷ ମଧ୍ଯ ପାଇବେ। କିନ୍ତୁ ପାରିବାରିକ କ୍ଷେତ୍ରରେ କୁହୂଟୁଥିବା ନିଅ ପ୍ରତି ସାବଧାନା ରହିବା ବିଧେୟ । ଅନାମନ୍ତ୍ରିତ ଭାବରେ ବିଦାଦୀୟ ଘରଣାବର ମଧ୍ୟସ୍ଥତା କଲେ ଅପମାନିତ ହୋଇପାରନ୍ତି। ମିତ୍ରମାନେ ଭୁଲ୍‌ ବୁଝାମଣା ହେତୁ କ୍ରମଶଃ ଦୂରେଇ ଯାଇପାରନ୍ତି।
ଭାଗ୍ୟଦୀପ ଭାଗ୍ୟାସ୍ଥ ଯୋଗୁ ଯାହା ଭାବୁଛନ୍ତି ତାହାହିଁ ହେବ ଓ ପାଇବା ଜିନିଷ ମଧ୍ଯ ପାଇବେ। କିନ୍ତୁ ପାରିବାରିକ କ୍ଷେତ୍ରରେ କୁହୂଳିଥିବା ନିଆଁ ପ୍ରତି ସାବଧାନ ରହିବା ବିଧେୟ । ଅନାମନ୍ତ୍ରିତ ଭାବରେ ବିବାଦୀୟ ଘଟଣାରେ ମଧ୍ୟସ୍ଥତା କଲେ ଅପମାନିତ ହୋଇପାରନ୍ତି ମିତ୍ରମାନେ ଭୁଲ୍‌ ବୁଖମଣା ହେତୁ କ୍ରମଶଃ ଦୂରେଇ ଯାଇପାରନ୍ତି |
ଦୂର୍ଵଳ କର୍ମାଧିପତି ମାନସିକ ସ୍ତରରେ କେତେକ: ଅକୂହା କଥାକୁ ବିଶ୍ଳେଷଣ କରି ଅବସାଦ ଭତ୍ପନ କରିବ। କର୍ମକ୍ଷେତ୍ରରେ ପୁରୁଣା ସମସ୍ୟାଗୁଡ଼ିକ ତୁଟି ଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ। ଅବଶ୍ୟ ହିତୈଷୀଙ୍କ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । କୋର୍ଟକଚେରି କାମ ଅନୁକୂଳ।
ଶନିଙ୍କ କୁପ୍ରଭାବରେ ପରିବାରରେ ପିତା – ପୁତ୍ର କିମ୍ବା ସ୍ବାମୀ / ସ୍ତ୍ରୀଙ୍କ ମଧ୍ଯରେ ମତଭେଦର ସୂଚନା ଦେଖାଦେଇପାରେ । ଆପଣଙ୍କ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଅବଶ୍ୟ ରାଜନୈତିକ ସ୍ତରରେ, ପ୍ରଶାସନିକ କ୍ଷେତ୍ର ପାଇଁ, ସଂଗଠନ ସକାଶେ ଦିନଟି ବହୁତ ଭଲ।
କେତୁ ରାଶିସ୍ଥ ହେତୁ ପରୋକ୍ଷ ଶତୃତା, ରଣ ପରିଶୋଧ, କ୍ରନିକ୍‌ ରୋଗ ସକାଶେ ସମସ୍ୟାକୁ ନୟନ କରିପାରେ। ଏଣେ ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ପାରିବାରିକ ଜୀବନକୁ ଅସନ୍ତୁଳିତ କରି ରଖିବାର ସମ୍ଭାବନା ରହଛି। ମାତ୍ର ଗତକାଲିଠାରୁ ମନରେ ଭାବୁଥିବା କଥାଟି ଆଜିହିଁ ବାସ୍ତବରେ ପରିଣତ ହେବ।
ପାପଗ୍ରହ ମଧ୍ଯସ୍ଥ ଚନ୍ଦ୍ର ହେତୁ ଅବସାଦଗ୍ରପ୍ତ ମନରେ ନିଜକୁ ନିୟନ୍ତ୍ରଣ ମଧରେ ରଖିବା ପାଇଁ ଅସମର୍ଥ ହୋଇପାରନ୍ତି। ଅନୁରାଧା ନକ୍ଷତ୍ର ଆଜିର କର୍ମକ୍ଷେତ୍ରରେ ପଦମର୍ଯ୍ୟଦା ବୃଦ୍ଧି ପାଇବ। ଆବଶ୍ୟକତା ଅନୁଯାୟୀ କୌଣସି ମୂଲ୍ୟବାନ୍‌ ଜିନିଷ ଘରକୂ ଆଣିପାରନ୍ତି। ପଡ଼ୋଶୀଙ୍କ ଦ୍ବାରା ବିଭିନ୍ନ ପ୍ରତିବନ୍ଧକ ମଧ୍ଯରେ ଗତି କରିବେ।
ଆଜିର ଗ୍ରହସ୍ଥିତି ଆପଣଙ୍କ ସକାଶେ ପ୍ରତିକୂଳ ପରିବେଶ ସୃଷ୍ଟି କରିପାରେ। ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ଲାଭର ସୂଚନା ରହିଛି। ସ୍ବକୀୟ ଉଦ୍ୟମ ଓ ଆପୋସ ଆଲୋଚନାରେ ପାରିବାରିକ ସମସ୍ୟାର ସମାଧାନ ଘଟିବ କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳାରୁ କୈଫିୟତ ଦେବାକୁ ପଡ଼ିପାରେ ।
ଗୁରୁଚାଣ୍ଡାଳ ଯୋଗ ଦୃତୀୟସ୍ଥ ହେତୁ ଅତି ନିକଟରେ ହି ଶତୁତା କରୁଥିବା ଲୋକଟିର କାର୍ଯ୍ୟକଳାପ ସନ୍ଦେହଜନକ ହୋଇପାରେ। ପ୍ରତ୍ୟେକ ପରିସ୍ଥିତିରେ ପରିବାର ସଦସ୍ୟଙ୍କ ମନ ନେଇ କାମକଲେ ସମସ୍ୟାର ସରଳ ସମାଧାନ ହେବ। ରଚନାମ୍ବକ କାର୍ଯ୍ୟ, ଗବେଷଣା, ଅନୁସନ୍ଧାନ, ବ୍ୟବସାୟ ଓ ପରିବହନରେ ସମସ୍ୟା ଦୂର ହେବ |
ମୁଖଭାବସ୍ଥ ଚନ୍ଦ୍ର ପ୍ରଭାବରେ ପାରିବାରିକ କ୍ଷେତ୍ରରେ ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ତରଫରୁ ସମସ୍ୟା ଆସିପାରେ। ଅଜିର ଭ୍ରମଣ ବେଶ୍‌ ଆନନ୍ଦଦାୟକ ହେବ ସ୍ଥଗିତ ଏବଂ ଅବହେଳିତ କାର୍ଯ୍ୟ ସକାଶେ ନୂତାପ କରିପରନ୍ତି। ବ୍ୟବସାଯିଜ ସ୍ଥିତି ପ୍ରାୟତଃ ଭଲା ରହିବା କାରଣରତୁ ମାନସିକ ଶାନ୍ତି ଅନୁଭବ କରିବେ ।
ଚନ୍ଦ୍ରଙ୍କ ସୁପ୍ରଭାବରୁ କୌଣସି କାର୍ଯ୍ୟ ସାଧନର ଅସୁବିଧା ରହିବ ନାହିଁ। ମାତ୍ର ସାଧରଣ କଥାକୁ କେନ୍ଦ୍ର କରି ପରିବାରରେ ପାରିବାରିକ ଶାନ୍ତି ଓ ସୁସ୍ଥତା ବ୍ୟାହତ ହୋଇପାରେ। ବିବାଦୀୟ ପରିସ୍ଥିତିରେ ସବୁ ଜାଣିଶୁଣି ନୀରବତା ଅବଲମ୍ବନ କରିବା ଭଲ ହେବ। ସଫଳତାର କାରଣ ଖୋଜିବାକୁ ଯାଇ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଦୂର ସମ୍ପର୍କୀୟ ବନ୍ଧୁ ହଠାତ୍‌ ଆସିପାରନ୍ତି।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments