OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Saturday 8th October 2022

Odia Rashiphala

Odia Rashiphala

ଦୀର୍ଘ ଦିନର ଅପେକ୍ଷାରେ ଭଲ ସୁଯୋଗ ପାଇବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଦୋକାନୀଙ୍କ ଲାଗି ଦିନଟି ଲାଭପ୍ରଦ ପ୍ରିୟଜନଙ୍କ ଠାରୁ ପସନ୍ଦର ଉପହାର ମିଳିବ।
ରାଜନୀତି ଯେତେ ବ୍ୟକ୍ତିଙ୍କ ଲାଗି ଦିନଟି ବିଶେଷ ରହିବ। ବହୁ ଦିନର ସପ୍ନ ସାକାର ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ଉପହାର ଦେବେ।
ଇଷ୍ଟଦେବଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ଅଫିସରେ ଆପଣଙ୍କୁ କୌଣସି ବଡ଼ କାମର ଦାଯିତ୍ଵ ଦିଆଯିବ। ପେସାଦାର ବ୍ୟବସାୟୀ ଭଲ ଜାଗାରେ ନିବେଶ ଲାଗି ସୁଯୋଗ ପାଇବେ।
ଏକ ତରଫା ଚିନ୍ତା ଅଡୁଆରେ ପକାଇପାରେ କୌଣସି କାମରେ ବ୍ୟସ୍ତ ରହିବେ। ଭୂସଂପତ୍ତିରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ବିବାହିତଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ।
ନିଜର ପ୍ରତିଭା ବିକଶିତ କରିବା ଲାଗି ଅବସର ପାଇବେ। ଦେଶ ରାଜନୀତିରେ ସକ୍ରିୟ ଭୂମିକା ନେବେ। ବ୍ୟବସାୟରେ ଅଧିକ ଲାଭ ପାଇବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ।
ଠିକ ଦିଗରେ କରୁଥିବା ପ୍ରୟାସର ସଫଳତା ପାଇବେ। ବିରୋଧୀ ଦୂରତ୍ୱ ବଜାୟ ରଖିବେ। ସନ୍ଧ୍ୟାରେ ସମୟ ଅତିବାହିତ କରିବା ଲାଗି ପ୍ରେମିକ ପ୍ରେମିକାଙ୍କ ପାଇଁ ଭଲ ଦିନଟିଏ।
ଲୋକମାନଙ୍କର ବିଶ୍ଵାସ ଆପଣଙ୍କ ଉପରେ ଅତୁଟ ରହିବ। ନିର୍ଦ୍ଧାରିତ ସମୟରେ କାମ ସଂପୂର୍ଣ କରିନିଅନ୍ତୁ, ଆପଣଙ୍କ ଲାଗି ଭଲ ହେବ। ପରିବାର ସହ ଅଧିକ ସମୟ ଅତିବାହିତ କରିବେ।
ଆପଣଙ୍କାର କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଆର୍ଥିକ ରୂପେ ଆପଣଙ୍କର ପ୍ରଗତି ହେବ। ଜୀବନସାଥୀଙ୍କର ପୂରା ସହଯୋଗ ପାଇବେ। ବ୍ୟବସାୟ କାମରେ ଦୂରସ୍ତାନକୁ ଯାଇପାରନ୍ତି।
ବ୍ୟବସାୟରେ ଉନ୍ନତି ଲାଗି ନୂଆ ମାର୍ଗ ଖୋଲିବ। କୌଣସି ଅଜଣା ବ୍ୟକ୍ତି ଆପଣଙ୍କୁ କାମରେ ସାହାଯ୍ୟ କରିବେ ବନ୍ଧୁମାନଙ୍କ ସହ ସମ୍ବନ୍ଧ ମଜଭୁତ ହେବ ଛାତ୍ରଙ୍କୁ ପରିଶ୍ରମ କରିବାକୁ ହେବ।
ପରିବାରରେ ଉତ୍ସାହ ବଜାୟ ରହିବ। ଆପଣଙ୍କ ପାଖକୁ ଧନଲାଭ ହେବା ଭଳି କାମ ଆସିବ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ ପ୍ରେମିକ ପ୍ରେମିକା ଦର୍ଶନୀୟ ସ୍ତାନକୁ ବୁଲି ଯିବେ।
ମନ ଆଧ୍ୟାତ୍ମିକତା ପ୍ରତି ଅଧିକ ରହିବ। ଆପଣଙ୍କ ସଂପର୍କରେ ଆସୁଥିବା ପ୍ରତ୍ୟେକ ଲୋକଙ୍କ ସହ ପ୍ରେମପୂର୍ଣ୍ଣ ବ୍ୟବହାର କରିବେ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ।
ବୁଝିସୁଝି ବଡ଼ ନିଷ୍ପତ୍ତି ନିଅନ୍ତୁ କାମର ଅଧିକତା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ। ମହିଳାମାନଙ୍କ ଲାଗି ଦିନଟି ମହତ୍ଵପୂର୍ଣ୍ଣ ରହିବ। ଶିକ୍ଷାକ୍ଷେତ୍ରରେ ସଫଳତା ପାଇବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments