OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Saturday 7th May 2022

Odia Rashiphala

Odia Rashiphala

ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ। ସସ୍ଥ ଓ ନିରାମୟ ରହିବେ। ରୋଜଗାର କ୍ରମେ ବୃଦ୍ଧ ପାଇବ । ଚାକିରିରେ ଉତ୍ସାହ ବୃଦ୍ଧି ପାଇବ। ବ୍ୟବସାୟରେ ଉନ୍ନତି ଘଟିବ। ବିଦ୍ୟାରଥୀ ଶୁଭଫଳ ପ୍ରାପ୍ତ ହେବେ।
ବଡ଼ ଆଶା କରିପାରନ୍ତୁ; ମତି ମାତ୍ର ଫଳ ଉତ୍ସାହଜନକ ନ ହୋଇପାରେ । ଆର୍ଥିକ ସ୍ଥିତିରେ ସୃଚ୍ଛଳତା ଦେଖାଦେବ । ଶଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି ।
ସୌନ୍ଦର୍ଯ୍ୟ ଉପଭୋଗ କରିପାରନ୍ତି । ସର୍ବତ୍ର ଶୁଭ ଆଶା କରାଯାଏ। ନୂତନ ବନ୍ଧୁଙ୍କ ସହାୟତା ମିଳିବ । କାର୍ଯ୍ୟ ବିଳମ୍ବିତ ହୋଇପାରେ; ମାତ୍ର ଧନାଗମରେ ବାଧା ଉପଜିବ ନାହିଁ ।
ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି । ଏକାନ୍ତରେ ମୌନ ରହି ସାଧନାରେ ବ୍ରତୀ ହୋଇପାରନ୍ତି । ଶଭକାର୍ଯ୍ୟରେ ଧନ ବ୍ୟୟ କରିବେ । ମଧର କଥାରେ ପରକୁ ଆପଣାର କରିବେ ।
ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସଚୂନା ମିଳୁଛି । ଉଚ୍ଚ ସମ୍ମାନର ଅଧିକାରୀ ହେବେ । ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ।
ଆୟର ଧାରା ଅବ୍ୟାହତ ରହିବ । ସରକାରୀ ବା ବନ୍ଧୁ ସତ୍ରରୁ ଲାଭବାନ୍ ହେବେ । ଋଚିକର ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସଖୁପ୍ରଦ ହେବ । ଚିନ୍ତାଧାରା ଉନ୍ନତମାନର ହେବ ।
କର୍ମକ୍ଷେତ୍ରରୁ ଅଦ୍ଭୁତ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ । ଶଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଶୁଭ ଖବର ମିଳିବ ।
ସେବା-ପଜୂାରେ ନିଜକୁ ନିୟୋଜିତ କରିପାରନ୍ତି । କାର୍ଯ୍ୟରେ ସଫଳତା ପାଇବେ । ଅଧିକ କ୍ଷମତା ହାସଲ କରି ତାର ସଦ୍ ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ ।
କାର୍ଯ୍ୟରେ ବାଧା ଉପଜୁାଇବାକୁ ଉଦ୍ୟମ ଚଳାଇଥିବା ବ୍ୟକ୍ତିବିଶେଷ ବିଫଳ ହେବେ । ଧୈର୍ଯ୍ୟ ଓ ସାହସର ସହିତ ବିପଦର ମକୁାବିଲା କରିବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ ।
କର୍ମକ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟ ଲାଭଜନକ ହେବ । ଆଜି ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସଖୁବୋଧ ହେବ । ଭୋଜନ ସ୍ୱାସ୍ଥ୍ୟପ୍ରଦ ହେବ । ଆନନ୍ଦ ଉପଭୋଗ କରିବେ ।
ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ । ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ । ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ ।
ବିଦ୍ୟାଭ୍ୟାସୀ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସଚୂନା ମିଳୁଛି । ଦାମ୍ପତ୍ୟ ଜୀବନ ସଖୁପ୍ରଦ ହେବ । ବ୍ୟବସାୟରେ ଢେର ଉନ୍ନତି ଘଟିବ । ସୁସ୍ଥ ଓ ନିରାମୟ ରହିବେ । କର୍ତ୍ତବ୍ୟ ପରାୟଣ ହେବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments