![]() |
ଭାଗ୍ୟ ଉପରେ ସଂପୂର୍ଣ୍ଣ ଭରସା ନ କରି ଅଧିକ ପରିଶ୍ରମ କରନ୍ତୁ। ଚାକିରିଆଙ୍କର ମନପସନ୍ଦ ଜାଗାକୁ ବଦଳି ହୋଇପାରେ। ବିବାହିତ ଲୋକଙ୍କୁ ବିବାହ ସୁଖ ମିଳିବ। |
ଶୀଘ୍ର ନୂଆ ଦାୟିତ୍ୱ ପାଇବେ। ଆପଣଙ୍କ ବୁଦ୍ଧିମତ୍ତା ବିରେଧୀମାନଙ୍କୁ ଦୂରରେ ରଖିବ ଅର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଗୃହିଣୀମାନେ ଘର କାମ ଯଥା ସମୟରେ ସଂପୂର୍ଣ୍ଣ କରିବେ। | |
ନୂଆ ବିଚାରରେ ମଗ୍ନ ରହିବେ କ୍ୟାରିୟରରେ ଭଲ ସୁଯୋଗ ପାଇବେ। ଲୋକମାନଙ୍କ ମଧ୍ୟରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ। ପ୍ରେମ ଜୀବନ ମଧୁର ହେବ। | |
ପରିବାର ସହ ଅଧିକ ସମୟ ଅତିବାହିତ କରିବେ। ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ଆଗକୁ ବଢ଼ିବା ଲାଗି ନୂଆ ଚିନ୍ତା କରିବେ ପ୍ରେମ ଜୀବନ ଭଲ ହେବ। | |
ବନ୍ଧୁଙ୍କ ସାହାର୍ଯ୍ୟ ମିଳିବାର ସମ୍ଭାବନା ଅଛି। ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ସିନେ କଳାକାରଙ୍କ ଲାଗି ଭଲ ଦିନଟିଏ। ଦ୍ୱିପହର ସୁଦ୍ଧା ଆପଣ ଭଲ ଖବର ପାଇବେ। | |
କାର୍ଯ୍ୟ କ୍ଷେତ୍ରରେ ମନପ୍ରାଣ ଢାଳି କାମ କରିବେ। ନିଜ କାମରେ ଅଧିକ ପାଣ୍ଠି ଲଗାଇ ପାରନ୍ତି। ସରକାରୀ ଚାକିରିଆ ସୁସମ୍ବାଦ ପାଇବେ। ପାରିବାରିକ ଜାବନ ସୁଖମୟ ହେବ। | |
ସମାଜସେବୀଙ୍କ ଆୟରେ ବୃଦ୍ଧି ହେବ। ବ୍ୟବସାୟ କ୍ଷେତ୍ରରେ କିଛି ନୂଆ ଲୋକଙ୍କ ସାହାଯ୍ୟ ପାଇବେ। ଭୂସମ୍ପତି ସମ୍ବନ୍ଧୀୟ ଜାମ ସଂପୂର୍ଣ୍ଣ ହୋଇଯିବ। | |
ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। ପରିଶ୍ରମର ସନ୍ତୋଷନନକ ଫଳ ମିଳିବ କଳାତ୍ମକ କାର୍ଯ୍ୟରେ ଆପଣଙ୍କର ରୁଚି ବଢିବ। ମହତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବନ୍ଧୁ ସହ କଥା ହେବେ। | |
ବ୍ୟବସାୟରେ ଅଚାନକ ଧନଲାଭ ହେବ ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ । ଲାଗିରହିଥିବା ବିବାଦର ସମାଧାନ ହେବ ଛାତ୍ରଛାତ୍ରୀ ଲେଖାପଡ଼ାରେ ଅଧିକ ମନ ଦେବେ। | |
କୌଣସି ବ୍ୟକ୍ତିଙ୍କ ଠାରୁ ଆଶାଠୁଁ ଅଧିକ ଲାଭ ପାଇବେ । ଅଫିସରେ ସମସ୍ତଙ୍କ ସହ ତାଳମେଳ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। | |
ସବୁ କାମ ଆପଣଙ୍କ ମନ ମୁତାବକ ସଂପୂର୍ଣ୍ଣ ହେବ। କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ଉପଯୋଗୀ ଜିନିଷ ଉପହାର ଦେବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। | |
ବିଶେଷ କାମରେ ଅଚିହ୍ନା ଲୋକଙ୍କ ସହଯୋଗ ପାଇବେ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ। ପାରିବାରିକ ଜୀବନ ଶାନ୍ତିମୟ ହେବ। |
Odia Calendar 2022
Comments
comments