OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Saturday 30th July 2022

Odia Rashiphala

Odia Rashiphala

ଅଧିକ ପରିଶ୍ରମ କରି ସବୁ କାମ ପୂରା କରିନେବେ। ସମ୍ମାନିତ ଲୋକଙ୍କ ସହ ମିଶିବାର ଅବସର ପାଇବେ। ବ୍ୟବସାୟରେ ବିପଜନକ ଚୁକ୍ତି କରିବାରୁ ନିବୃତ୍ତ ରୁହନ୍ତୁ।
ମନର ଆତ୍ମବିଶ୍ଵାସ ସମସ୍ତଙ୍କ ଠାରୁ ଅଲଗା ଅନୁଭବ କରାଇବ। ଆପଣଙ୍କ ନିଷ୍ପତ୍ତି ଅଫିସ କର୍ମଚାରୀଙ୍କୁ କଷ୍ଟ ଦେଇପାରେ। ବୈଜ୍ଞାନିକଙ୍କୁ ନୂଆ ସଫଳତା ମିଳିପାରେ।
ବ୍ୟବସାୟରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇଯିବ। ଅଫିସରେ ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ଜୀବନସାଥୀଙ୍କୁ ଦାମିକା ଜିନିଷ ଉପହାର ଦେବେ।
ରାଜନୀତିରେ ସକ୍ରିୟ ଭୂମିଜା ନିର୍ବାହ କରିବେ। କିଣାବିକା କାମ ସଂପୂର୍ଣ ହେବା ଆର୍ଥିକ ସ୍ଥିତି ସୁଦୃଢ଼ ହେବା ପ୍ରିୟତମଙ୍କ’ ସହ ସମୟ ଅତିବାହିତ କରିବା ଲାଗି ଯୋଜନା କରିବେ।
ନିଜର ପରିବାର ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ଧନଲାଭ ସହ ଖୁସିର ଆଗମନ ହେବ। ବିବାହିତ ଲୋକଙ୍କ ଲାଗି ଦିନଟି ବହୁତ ଭଲ।
କୌଣସି ବଡ଼ ମଞ୍ଚରେ ପ୍ରଦର୍ଶନ ଇଁ ଅବସର ପାଇବେ। ବ୍ୟବସାୟୀଙ୍କୁ ଧନ ଲାଭ ହେବ ।ଡାକ୍ତରଙ୍କ ଖ୍ୟାତି ସୁଦୂର ପ୍ରସାରୀ ହେବ।ସମ୍ବନ୍ଧରେ ନୂତନତ୍ୱ ଆସିବ।
ଦିନଟି ହର୍ଷ ଉଲ୍ଲାସ ଭରା ରହିବ ଅଫିସରେ ଅପଣଙ୍କ ପସନ୍ଦର କାମ ପାଇବେ ଆର୍ଥିକ ସିତି ସୁଦୃଢ ହେବ। ସନ୍ତାନର ସଫଳତାରେ ଗୌରବ ଅନୁଭବ କରିବେ।
ମନର କଥା ମହରେ ରଖନ୍ତୁ। ଭାବପ୍ରବଣ ହେଲେ କଷ୍ଟ ପାଇବେ। ନିରର୍ଥକ କଥାରେ ତର୍କ କରନ୍ତୁ ନାହିଁ।ସରକାରୀ କ୍ଷେତ୍ରରୁ ଲାଭ ମିଳିବାର ସମ୍ଭାବନା ଅଛି।
କୌଣସି ଗୋଷ୍ଠୀରେ ଯେଗ ଦେବାର ଅବସର ପାଇବେ ଅଫିସରେ ବାତାବରଣ ଭଲ ରହିବ। ପ୍ରିୟତମଙ୍କୁ ମନର କଥା କହିବେ ଶିକ୍ଷାର୍ଥୀକୁ କମ୍‌ ପରିଶ୍ରମରେ ଭଲ ଫଳ ମିଳିବ।
ନିଜର ଯୋଜନାକୁ ନେଇ ମନରେ ସନ୍ଦେହ ସୃଷ୍ଟି ହୋଇପାରେ ନିଷ୍ପତ୍ତି ନେବାରେ ଅସୁବିଧା ହେଇପାରେ। ବେପାରରେ ଅଚାନକ ଧନଲାଭ ହେବ।
ପାଖଲୋକଙ୍କ ସହ ସମ୍ବନ୍ଧ ସୁଧାରିବାକୁ ଚେଷ୍ଟା କରିବେ ଧୀଶକ୍ତି ବଳରେ ପ୍ରତ୍ୟେକ ସ୍ଥିତିକୁ ସମ୍ଭାଳି ନେବେ ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
କୌଣସି କଂପାନିରେ ଚାକିରି ପାଇଁ ଡାକରା ଅସିବ। ଆପଣ ପ୍ରେମସମ୍ବନ୍ଧ ନେଇ ଭାବପ୍ରବଣ ରହିବେ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଛାତ୍ରଙ୍କର ଲେଖାପଢାରେ ମନ ଲାଗିବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments