![]() |
ଅଧିକ ପରିଶ୍ରମ କରି ସବୁ କାମ ପୂରା କରିନେବେ। ସମ୍ମାନିତ ଲୋକଙ୍କ ସହ ମିଶିବାର ଅବସର ପାଇବେ। ବ୍ୟବସାୟରେ ବିପଜନକ ଚୁକ୍ତି କରିବାରୁ ନିବୃତ୍ତ ରୁହନ୍ତୁ। |
ମନର ଆତ୍ମବିଶ୍ଵାସ ସମସ୍ତଙ୍କ ଠାରୁ ଅଲଗା ଅନୁଭବ କରାଇବ। ଆପଣଙ୍କ ନିଷ୍ପତ୍ତି ଅଫିସ କର୍ମଚାରୀଙ୍କୁ କଷ୍ଟ ଦେଇପାରେ। ବୈଜ୍ଞାନିକଙ୍କୁ ନୂଆ ସଫଳତା ମିଳିପାରେ। | |
ବ୍ୟବସାୟରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇଯିବ। ଅଫିସରେ ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ଜୀବନସାଥୀଙ୍କୁ ଦାମିକା ଜିନିଷ ଉପହାର ଦେବେ। | |
ରାଜନୀତିରେ ସକ୍ରିୟ ଭୂମିଜା ନିର୍ବାହ କରିବେ। କିଣାବିକା କାମ ସଂପୂର୍ଣ ହେବା ଆର୍ଥିକ ସ୍ଥିତି ସୁଦୃଢ଼ ହେବା ପ୍ରିୟତମଙ୍କ’ ସହ ସମୟ ଅତିବାହିତ କରିବା ଲାଗି ଯୋଜନା କରିବେ। | |
ନିଜର ପରିବାର ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ଧନଲାଭ ସହ ଖୁସିର ଆଗମନ ହେବ। ବିବାହିତ ଲୋକଙ୍କ ଲାଗି ଦିନଟି ବହୁତ ଭଲ। | |
କୌଣସି ବଡ଼ ମଞ୍ଚରେ ପ୍ରଦର୍ଶନ ଇଁ ଅବସର ପାଇବେ। ବ୍ୟବସାୟୀଙ୍କୁ ଧନ ଲାଭ ହେବ ।ଡାକ୍ତରଙ୍କ ଖ୍ୟାତି ସୁଦୂର ପ୍ରସାରୀ ହେବ।ସମ୍ବନ୍ଧରେ ନୂତନତ୍ୱ ଆସିବ। | |
ଦିନଟି ହର୍ଷ ଉଲ୍ଲାସ ଭରା ରହିବ ଅଫିସରେ ଅପଣଙ୍କ ପସନ୍ଦର କାମ ପାଇବେ ଆର୍ଥିକ ସିତି ସୁଦୃଢ ହେବ। ସନ୍ତାନର ସଫଳତାରେ ଗୌରବ ଅନୁଭବ କରିବେ। | |
ମନର କଥା ମହରେ ରଖନ୍ତୁ। ଭାବପ୍ରବଣ ହେଲେ କଷ୍ଟ ପାଇବେ। ନିରର୍ଥକ କଥାରେ ତର୍କ କରନ୍ତୁ ନାହିଁ।ସରକାରୀ କ୍ଷେତ୍ରରୁ ଲାଭ ମିଳିବାର ସମ୍ଭାବନା ଅଛି। | |
କୌଣସି ଗୋଷ୍ଠୀରେ ଯେଗ ଦେବାର ଅବସର ପାଇବେ ଅଫିସରେ ବାତାବରଣ ଭଲ ରହିବ। ପ୍ରିୟତମଙ୍କୁ ମନର କଥା କହିବେ ଶିକ୍ଷାର୍ଥୀକୁ କମ୍ ପରିଶ୍ରମରେ ଭଲ ଫଳ ମିଳିବ। | |
ନିଜର ଯୋଜନାକୁ ନେଇ ମନରେ ସନ୍ଦେହ ସୃଷ୍ଟି ହୋଇପାରେ ନିଷ୍ପତ୍ତି ନେବାରେ ଅସୁବିଧା ହେଇପାରେ। ବେପାରରେ ଅଚାନକ ଧନଲାଭ ହେବ। | |
ପାଖଲୋକଙ୍କ ସହ ସମ୍ବନ୍ଧ ସୁଧାରିବାକୁ ଚେଷ୍ଟା କରିବେ ଧୀଶକ୍ତି ବଳରେ ପ୍ରତ୍ୟେକ ସ୍ଥିତିକୁ ସମ୍ଭାଳି ନେବେ ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। | |
କୌଣସି କଂପାନିରେ ଚାକିରି ପାଇଁ ଡାକରା ଅସିବ। ଆପଣ ପ୍ରେମସମ୍ବନ୍ଧ ନେଇ ଭାବପ୍ରବଣ ରହିବେ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଛାତ୍ରଙ୍କର ଲେଖାପଢାରେ ମନ ଲାଗିବ। |
Odia Calendar 2022
Comments
comments