OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Saturday 29th September 2022

Odia Rashiphala

Odia Rashiphala

କାମ ଧନ୍ଦା ସାରିବା ଲାଗି ନୂଆ ଉପାୟ ପାଇବେ। ବନ୍ଧୁ ସହ ସମ୍ବନ୍ଧରେ ସୁଧାର ହେବ। ଛାତ୍ରଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ଫଳ ମିଳିବ।
ଆଖପାଖର ଲୋକଙ୍କ ପ୍ରତି ଉଦାର ରହିବେ। ପରିଶ୍ରମ ବଳରେ ସଫଳତା ମିଳିବ। ବଜାରରେ କୌଣସି ବନ୍ଧୁ ସହ ସାକ୍ଷାତ ହେବ। କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ପାଇବେ।
କଳା କ୍ଷେତ୍ରରେ ରୁଚି ବଢ଼ିବ। ପରିବାରରେ ଖୁସି ଜାରି ରହିବ। ଅଚାନକ ଧନଲାଭର ଯୋଗ ରହିଛି। ମହିଳାଙ୍କୁ ଜିନିଷ କିଣିବାରେ ଲାଭ ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢତା ଆସିବ।
ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। ସାମାଜିକ ସମାରୋହକୁ ଯିବାର ଅବସର ମିଳିବ। ବାହନ କିଣିବା ଲାଗି ଭାବିବେ ମନୋମାଳିନ୍ୟର ଅନ୍ତ ହେବ।
ଶିକ୍ଷାକ୍ଷେତ୍ରରେ ଉନ୍ନତି ହେବ। ଅନ୍ୟର ଉତ୍ସାହ ଦେଖି ଉତ୍ସାହିତ ହେବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଆଇନ୍‌ ଛାତ୍ର କୌଣସି ବଡ଼ ଓକିଲ ସହ କାମ କରିବେ।
ଆତ୍ମବିଶ୍ଵାସ ବଳରେ ପ୍ରତ୍ୟେକ କାମରେ ସଫଳ ହେବେ। ରଚନାତ୍ମକ କାର୍ଯ୍ୟରେ ରୁଚି ବଢ଼ିବା ଧୈର୍ଯ୍ୟ ଧରି କଥା ହେଲେ ସଫଳତା ପାଇବେ। ନୂଆ ଘର କିଣିବା ଲାଗି ଆଗ୍ରହ ବଢ଼ିବ।
ମନରେ ନୂଆ ନୂଆ ବିଚାର ଆସିବ ପରିବାର ସହ ସହରକୁ ଜିନିଷ କିଣିବା ଲାଗି ଯିବେ ଚାକିରି ଓ ବୃତ୍ତିରେ ଉନ୍ନତି ହେବ। ପରିବାରରେ ଆପଣଙ୍କ ଗୁଣର ପ୍ରଶଂସା ହେବ।
କାମ ମନ ମୁତାବକ ସଂପୂର୍ଣ୍ଣ ହେବ। ଅଚାନକ ଧନଲାଭ ହେବ। ରାଜନୀତିରେ ସଫଳତା ପାଇବେ ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ଉପହାର ପାଇବେ।
ସ୍ୱାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଜମିର କାଗଜପତ୍ର ସମ୍ଭାଳି କରି ରଖନ୍ତୁ। ଆଧ୍ୟାତ୍ମିକତା ପ୍ରତି ଆପଣଙ୍କର ଆସ୍ଥା ବଢ଼ିବ।
ମଧୁର ବ୍ୟବହାର ପାଇଁ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବେ। ଆର୍ଥିକ ପକ୍ଷ ସୁଦୃଢ଼ ହେବ। ସଫଟଓୱେର ଯନ୍ତ୍ରୀଙ୍କ ଲାଗି ବିଶେଷ ଦିନଟିଏ। ଘରୋଇ କାମ ସଂପୂର୍ଣ କରିବେ।
କୌଣସି ଜରୁରୀ କାମରେ ପରିବାର ଲୋକଙ୍କ ସହଯୋଗ ପାଇବେ। ସୁସମ୍ବାଦ ମିଳିବ। ବ୍ୟବସାୟୀଙ୍କୁ ବହୁତ ଭଲ ଅବସର ମିଳିବ। ଆର୍ଥିକ ଦୃଷ୍ଟିରୁ ଦିନଟି ଅନୁକୂଳ।
ପରିବାର ସହ କୌଣସି କାମରେ ବ୍ୟସ୍ତ ରହିବେ। ଦାମ୍ପତ୍ୟ ଜୀବନ ଖୁସି ଭରା ରହିବ। ବ୍ୟବସାୟରେ ଉନ୍ନତି ହେବ। ପ୍ରେମୀଯୁଗଳ ପରସ୍ପରର ଭାବନା ଜାଣିବାକୁ ଚେଷ୍ଟା କରିବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments