OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Saturday 29th October 2022

ନୂଆ କାମ କରିବା ପାଇଁ ଯୋଜନା କରିବେ। ଆପଣଙ୍କର ନମ୍ର ସ୍ୱଭାବ ପାଇଁ ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହେବେ। ଲାଗି ରହିଥିବା ବିବାଦର ସମାଧାନ ହେବ।
ଆପଣଙ୍କର ସକାରାତ୍ମକ ବିଚାର ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବ। ନୂଆ କାମ କରିବା ପାଇଁ ଭାବି ପାରନ୍ତି। ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ମନ ସ୍ଥିର କରିବେ।
ପରିଶ୍ରମର ସୁଫଳ ପାଇବେ। ସମାଜରେ ମାନ ପତିଷ୍ଠା ବଢ଼ିବ। ବନ୍ଧୁ ଓ ପରିଜନଙ୍କ ସହ ସମୃନ୍ଧ ପୂର୍ବ ଅପେକ୍ଷା ମଜଭୁତ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ।
ଆପଣଙ୍କ ପ୍ରସିଦ୍ଧି ଓ ସମ୍ମାନର ପୂରା ମଜା ନିଅନ୍ତୁ। ବହୁ ଗୋ ଲେ ପରଶ ରଦ କାମର ବା ରହିପାରନ୍ତି। ଗଣମାଧ୍ୟମ ପ୍ରତିନିଧି ଉନ୍ନତିର ସୁଯୋଗ ପାଇବେ।
ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। ଜୀବନସାଥୀ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।
ନକାରାତ୍ମକ ବିଚାର ମନକୁ ବିଚଳିତ କରିପାରେ। ପ୍ରଭୁଙ୍କୁ ସ୍ମରଣ କରନ୍ତୁ। ସବୁ ଠିକ୍‌ ହୋଇଯିବ ବ୍ୟବସାୟରେ ଆଶାଜନକ ଫଳ ପାଇବେ। ବାହନ କିଣିବାର ଆଗ୍ରହ ବଢ଼ିବ।
ସମୟ ଆପଣଙ୍କ ଲାଗି ବହୁତ ଭଲ। ଧନଲାଭର ଯୋଗ ରହିଛି। ଅଫିସରେ ଅଧୂରା କାମ ପୂରା କରିପାରିବେ। ବ୍ୟବସାୟ ସମ୍ବନ୍ଧିତ ମହତ୍ତ୍ୱପୂର୍ଣ ବୈଠକ ହେବ।
ଆପଣଙ୍କର କୌଣସି ଏକ ଇଚ୍ଛା ପୂରଣ ହେବ। ପାରିବାରିକ ବାତାବରଣ ଶାନ୍ତିଦାୟକ ରହିବ। ଶତ୍ରୁର ଷଡ଼ଯନ୍ତ୍ର ପ୍ରଘଟ ହୋଇଯିବ। ଜୀବନସାଥୀଙ୍କୁ ଭଲ ଉପହାର ଦେବେ।
ସବୁ ସମସ୍ୟାର ସମାଧାନ ବାହାରିବ। ନେତା ଓ ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ଆମଦାନି ବୃଦ୍ଧି ଲାଗି ନୂଆ ଯୋଜନା କରିବେ। ପାରିବାରିକ ଜୀବନ ସୁଖକର ହେବ।
ଧାର୍ମିକ କାର୍ଯ୍ୟରେ ସହଯୋଗ କରନ୍ତୁ ଚାକିରି ବୃତ୍ତିରେ ଲାଭ ହେବ। ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ। ପରିବାରରେ କାହାରି ବିବାହ ତାରିଖ ଧାର୍ଯ୍ୟ ହୋଇପାରେ।
କର୍ମକ୍ଷେତ୍ରରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ସୂଚ୍ଛଳ ରହିବ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ମହତ୍ତ୍ଵପୂର୍ଣ୍ଣ ଲୋକଙ୍କ ସହ ଘନିଷ୍ଟ ପରିଚୟ ହେବ।
ଅଫିସରେ ସୁନ୍ଦର ପରିବେଶ ଆପଣଙ୍କୁ ଖୁସି କରାଇବ। ନୂଆ ଚାକିରି ଲାଗି ସୁଯୋଗ ଆସିପାରେ। ଜମି ଦଲାଲଙ୍କୁ ଲାଭ ହେବ। ପାରିବରିକ ଜୀବନ ସୁଖମୟ ହେବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments