OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Saturday 26th August 2022

Odia Rashiphala

Odia Rashiphala

କାମର ଅଧିକତା ପାଇଁ କ୍ଲାନ୍ତ ଅନୁଭବ କରିବେ। ଆର୍ଥିକ ସ୍ଥିତି ସୁଧାର ହେବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସିଦ୍ଧି ମିଳିବ ଚାକିରିଆଙ୍କ ଲାଗି ଦିନଟି ସାମାନ୍ୟ ରହିବ।
ଆପଣଙ୍କର ଆର୍ଥିକ ପ୍ରଗତି ହେବ। ବାକିଥିବା କାମ ପୂରା ହେବା ଯୋଗୁଁ ଖୁସି ଅନୁଭବ କରିବେ। ଦାମ୍ପତ୍ୟ ଜୀବନରେ ନୂଆ ସୁଖର ସଂଚାର ହେବ। ଯାନବାହାନ କିଣିବାର ଅଗ୍ରହ ବଢ଼ିବ।
ଧନଲାଭର ନୂଆ ରାସ୍ତା ଖୋଲିବ। ଅଫିସରେ କୌଣସି ନୂଆ କାମ ପାଇବେ। ବନ୍ଧୁମାନଙ୍କ ସହ ସମ୍ବନ୍ଧ ମଜଭୂତ ହେବ। ପାରିବାରିକ ଜୀବନ ହସିଲା ପୂରିଲା ଲାଗିବ।
ଆପଣଙ୍କ ପାଖକୁ ଏଭଳି କାମ ଆସିବ। ଯାହା ମାଧ୍ୟମରେ ଧନଲାଭ ହେବ। କିଛି ଲୋକ ବନ୍ଧୁତାର ହାତ ବଢ଼ାଇବେ। ଜୀବନସାଥୀ ଆପଣଙ୍କର ଇଚ୍ଛା ପୂରା କରିବେ।
ବୈବାହିକ ଜୀବନ ସୁଖମୟ ହେବ ସୁସ୍ଥାଦୁ ଖାଦ୍ୟ ଭୋଜନ କରିବେ। ନିଜ କାର୍ଯ୍ୟ କ୍ଷେତ୍ରରେ ସଚେତନ ରୁହନ୍ତୁ ବିଦ୍ୟାର୍ଥୀଙ୍କର ଲେଖାପଡ଼ାରେ ରୁଚି ବଢ଼ିବ।
ଗୁରୁତ୍ୱପୂର୍ଣ୍ଣ କାମ ନେଇ ଯାତ୍ରା ଲାଭଦାୟକ ହେବ। ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ପ୍ରଭାବିତ କରିପାରେ। ଆତ୍ମୀୟ ଲୋକଙ୍କର ସହଯୋଗ ମିଳିବା ଯୋଗୁଁ ଖୁସି ରହିବେ।
ନିଜର କୌଣସି କାମ ପୂରା କରିବା ପାଇଁ ବଡ଼ଙ୍କ ମତାମତ ନିଅନ୍ତୁ ଫଳପ୍ରଦ ସାବ୍ୟସ୍ତ ହେବ। ଆପଣଙ୍କ ପରିଶ୍ରମର ଫଳ ସନ୍ତୋଷଜନକ ହେବ। ପ୍ରେମରେ ସଫଳତା ପାଇବେ।
କାମ ପୂରା ହେବାରେ ବାଧା ଆସିପାରେ ନିଜର ସ୍ଵାସ୍ଥ୍ୟ ନେଇ ସତର୍କ ରୁହନ୍ତୁ। ଅଭିଜ୍ଞ ବ୍ୟକ୍ତିଙ୍କ ମତ ଲାଭଦାୟକ ସାବ୍ୟସ୍ତ ହେବ। ପାରିବାରିକ ବିବାଦଠୁଁ ଦୂରରେ ରୁହନ୍ତୁ।
କାର୍ଯ୍ୟକ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ଲାଭ ହେବ। ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ। ଅନୁଭବୀଙ୍କ ଦ୍ୱାରା ଆପଣଙ୍କୁ ଧନଲାଭ ହେବ। କଳା ଛାତ୍ରଙ୍କ ଲାଗି ଦିନଟି ଭଲ।
ପରିବାରରେ ଅନନ୍ଦ ଉଲ୍ଲାସ ଦେଖାଦେବ। ଆପଣ ସବୁ କାମରେ ସଫଳତା ପାଇବେ ଇଂଜିନିୟରଙ୍କ ଲାଗି ଦିନଟି ଭଲ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପ୍ରେମ ଜୀବନ ଭଲ ରହିବ।
ଅନ୍ୟମାନଙ୍କ ମତ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ। ଜୀବନରେ ଲାଭର ଅବସର ପାଇବେ ଭାଇ ଭଉଣୀଙ୍କ ଠାରୁ ଭଲ ଉପହାର ପାଇବେ।
ପରିବାରରେ ସବୁ ଲୋକ ଆପଣଙ୍କ ଉପରେ ଖୁସି ରହିବେ। ଅନ୍ୟମାନଙ୍କ କଥାରେ ଦଖଲ ଦେବାରୁ ନିବୃତ୍ତ ରୁହନ୍ତୁ ଅଫିସରେ ସହକର୍ମୀଙ୍କ ସହ ଯୁକ୍ତିତର୍କ ହୋଇପାରେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments