![]() |
କାମର ଅଧିକତା ପାଇଁ କ୍ଲାନ୍ତ ଅନୁଭବ କରିବେ। ଆର୍ଥିକ ସ୍ଥିତି ସୁଧାର ହେବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସିଦ୍ଧି ମିଳିବ ଚାକିରିଆଙ୍କ ଲାଗି ଦିନଟି ସାମାନ୍ୟ ରହିବ। |
ଆପଣଙ୍କର ଆର୍ଥିକ ପ୍ରଗତି ହେବ। ବାକିଥିବା କାମ ପୂରା ହେବା ଯୋଗୁଁ ଖୁସି ଅନୁଭବ କରିବେ। ଦାମ୍ପତ୍ୟ ଜୀବନରେ ନୂଆ ସୁଖର ସଂଚାର ହେବ। ଯାନବାହାନ କିଣିବାର ଅଗ୍ରହ ବଢ଼ିବ। | |
ଧନଲାଭର ନୂଆ ରାସ୍ତା ଖୋଲିବ। ଅଫିସରେ କୌଣସି ନୂଆ କାମ ପାଇବେ। ବନ୍ଧୁମାନଙ୍କ ସହ ସମ୍ବନ୍ଧ ମଜଭୂତ ହେବ। ପାରିବାରିକ ଜୀବନ ହସିଲା ପୂରିଲା ଲାଗିବ। | |
ଆପଣଙ୍କ ପାଖକୁ ଏଭଳି କାମ ଆସିବ। ଯାହା ମାଧ୍ୟମରେ ଧନଲାଭ ହେବ। କିଛି ଲୋକ ବନ୍ଧୁତାର ହାତ ବଢ଼ାଇବେ। ଜୀବନସାଥୀ ଆପଣଙ୍କର ଇଚ୍ଛା ପୂରା କରିବେ। | |
ବୈବାହିକ ଜୀବନ ସୁଖମୟ ହେବ ସୁସ୍ଥାଦୁ ଖାଦ୍ୟ ଭୋଜନ କରିବେ। ନିଜ କାର୍ଯ୍ୟ କ୍ଷେତ୍ରରେ ସଚେତନ ରୁହନ୍ତୁ ବିଦ୍ୟାର୍ଥୀଙ୍କର ଲେଖାପଡ଼ାରେ ରୁଚି ବଢ଼ିବ। | |
ଗୁରୁତ୍ୱପୂର୍ଣ୍ଣ କାମ ନେଇ ଯାତ୍ରା ଲାଭଦାୟକ ହେବ। ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ପ୍ରଭାବିତ କରିପାରେ। ଆତ୍ମୀୟ ଲୋକଙ୍କର ସହଯୋଗ ମିଳିବା ଯୋଗୁଁ ଖୁସି ରହିବେ। | |
ନିଜର କୌଣସି କାମ ପୂରା କରିବା ପାଇଁ ବଡ଼ଙ୍କ ମତାମତ ନିଅନ୍ତୁ ଫଳପ୍ରଦ ସାବ୍ୟସ୍ତ ହେବ। ଆପଣଙ୍କ ପରିଶ୍ରମର ଫଳ ସନ୍ତୋଷଜନକ ହେବ। ପ୍ରେମରେ ସଫଳତା ପାଇବେ। | |
କାମ ପୂରା ହେବାରେ ବାଧା ଆସିପାରେ ନିଜର ସ୍ଵାସ୍ଥ୍ୟ ନେଇ ସତର୍କ ରୁହନ୍ତୁ। ଅଭିଜ୍ଞ ବ୍ୟକ୍ତିଙ୍କ ମତ ଲାଭଦାୟକ ସାବ୍ୟସ୍ତ ହେବ। ପାରିବାରିକ ବିବାଦଠୁଁ ଦୂରରେ ରୁହନ୍ତୁ। | |
କାର୍ଯ୍ୟକ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ଲାଭ ହେବ। ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ। ଅନୁଭବୀଙ୍କ ଦ୍ୱାରା ଆପଣଙ୍କୁ ଧନଲାଭ ହେବ। କଳା ଛାତ୍ରଙ୍କ ଲାଗି ଦିନଟି ଭଲ। | |
ପରିବାରରେ ଅନନ୍ଦ ଉଲ୍ଲାସ ଦେଖାଦେବ। ଆପଣ ସବୁ କାମରେ ସଫଳତା ପାଇବେ ଇଂଜିନିୟରଙ୍କ ଲାଗି ଦିନଟି ଭଲ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପ୍ରେମ ଜୀବନ ଭଲ ରହିବ। | |
ଅନ୍ୟମାନଙ୍କ ମତ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ। ଜୀବନରେ ଲାଭର ଅବସର ପାଇବେ ଭାଇ ଭଉଣୀଙ୍କ ଠାରୁ ଭଲ ଉପହାର ପାଇବେ। | |
ପରିବାରରେ ସବୁ ଲୋକ ଆପଣଙ୍କ ଉପରେ ଖୁସି ରହିବେ। ଅନ୍ୟମାନଙ୍କ କଥାରେ ଦଖଲ ଦେବାରୁ ନିବୃତ୍ତ ରୁହନ୍ତୁ ଅଫିସରେ ସହକର୍ମୀଙ୍କ ସହ ଯୁକ୍ତିତର୍କ ହୋଇପାରେ। |
Odia Calendar 2022
Comments
comments