OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Saturday 25th Jun 2022

Odia Rashiphala

Odia Rashiphala

ଧନୀ ଓ ଧର୍ଯ୍ୟବାନ୍ ହୋଇପାରନ୍ତି। ମିତ୍ର ଓ ବନ୍ଧୁଙ୍କ ହିତକାରୀ ହେବେ। କ୍ଷମାଶୀଳ ହେବେ। ତୀକ୍ଷଣ ବୁଦ୍ଧିଯୁକ୍ତ ହେବେ।ଯାନବାହନ ସୁଖ ମିଳିବ। ଘାତଚନ୍ଦ୍ର ହେତୁ ସତର୍କରେ୍ ଚଳିବେ।
ଭାଗ୍ୟଶାଳୀ ହେବା ସହିତ ସମ୍ପତ୍ତବାନ୍ ହେବେ। ପତ୍ନୀଙ୍କ ପାଇଁ ପରିବାର ସହ କଳହ ଉପୁଜିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଲୌହାଦି ବ୍ୟବସାୟରୁ ଧନ ଅର୍ଜନ ହେବ। ସ୍ମରଣଶକ୍ତି ଦୁର୍ବଳ ହେବ।
ସ୍ୱାଭିମାନୀ ହେବେ। କ୍ରୋଧୀ ହୋଇପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମସନ୍ତୋଷ ଲାଭ କରିବେ। ଯାତ୍ରା ସ୍ଥଗିତ ରଖିବାକୁ ପଡିବ। ଯଶସ୍ୱୀ ହେବେ। ଧନାଢ଼୍ୟ ହେବେ। ପତ୍ନୀ ଗୃହନିପୁଣା ହେବେ।
ସୁଖ-ସମ୍ମାନ ଲାଭ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। କର୍ମରେ ସଫଳତା ମିଳିବ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ରାଜତୁଲ୍ୟ ଧନବାନ୍ ହେବେ। ପବିତ୍ର ହୃଦୟ ଓ ବିଶ୍ୱସନୀୟ ହେବେ।
ବିବାଦୀୟ ପ୍ରତିଯୋଗିତାରେ ବିଜୟୀ ହେବେ। କେତେକ ଘଟଣାରେ ଭୁଲ ବୁଝାମଣା ଘଟିପାରେ। ଧନବାନ୍ ହେବେ।ରାଜସେବକ ହୋଇପାରନ୍ତି। ସଜ୍ଜନମାନଙ୍କ ପ୍ରିୟପାତ୍ର ହେବେ। କର୍ମଚଞ୍ଚଳ ରହିବେ।
ପ୍ରତାପୀ ହେବେ। ଲବ୍ଧ ପ୍ରତିଷ୍ଠ ହୋଇପାରନ୍ତି।ଶ୍ରେଷ୍ଠ ମାନ୍ୟତା ମିଳିବ। କୁଶଳୀ ବ୍ୟବସାୟୀ ହେବେ। ନୃତ୍ୟ, ସଙ୍ଗୀତ ପ୍ରତି ରୁଚି ରହିବ। ପିତୃ ଧନ ଭୋଗ କରିପାରନ୍ତି। ଜଳାଶୟାଦି ନିର୍ମାଣ କରି ପ୍ରସିଦ୍ଧିଲାଭ କରିବେ।
ଆମୋଦ-ପ୍ରମୋଦ‌େ‌ରେ ଦିନଟି ଅତିବାହିତ କରିବେ। ସେବା ଭାବନା ମନରେ ଜାଗ୍ରତ ହୋଇପାରେ। ସତ୍ୟବକ୍ତା ହେବେ। ବିଦ୍ୱାନ୍‌ ମାନଙ୍କୁ ଆଦର, ସମ୍ମାନ କରିବେ। ସ୍ୱଉପାର୍ଜିତ ଧନରେ ଧନୀ ହେବେ।
ଚଞ୍ଚଳ ପ୍ରକୃତିର ହେବେ। ଜ୍ଞାନୀଗୁଣୀ ବ୍ୟକ୍ତିଙ୍କଠାରୁ ପରାମର୍ଶ ଗ୍ରହଣ କରିବେ। ବନ୍ଧୁ, ସହୋଦର ସମସ୍ତଙ୍କ ପ୍ରିୟ ହେବେ। ଆତ୍ମବାଦୀ ହୋଇପାରନ୍ତି। ଶାସ୍ତ୍ରଜ୍ଞାତା ହେବେ। ପ୍ରତି କାର୍ଯ୍ୟରେ ସଫଳତା ମିଳିବ।
ଶୁଭା-ଶୁଭ ମିଶ୍ରିତ ଫଳ ମିଳିବ। ଚିନ୍ତାଶୀଳ ହୋଇପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଧନୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ଆତ୍ମ ଜ୍ଞାନଶକ୍ତି ସମ୍ପନ୍ନ ହୋଇପାରନ୍ତି। କୂଟନୀତିଜ୍ଞ ଓ ସଂଯମୀ ହୋଇପାରନ୍।
କଠିନ ପରିଶ୍ରମୀ ହେବେ। ଗୁରୁଭକ୍ତ ହୋଇପାରନ୍ତି। ଦୟାଳୁ ଓ ନ୍ୟାୟପ୍ରିୟ ହେବେ। କଥାବାର୍ତ୍ତା ଓଜନଦାର ହେବ। ପାପ ଓ ପୁଣ୍ୟର ବ୍ୟାଖ୍ୟାକାରକ ହୋଇପାରନ୍ତି। ଜ୍ଞାତିମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବ। ସମ୍ମାନିତ ହେବେ।
ଧନବାନ୍ ହେବେ। ଶାନ୍ତିପ୍ରିୟ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ରାଜନୀତିଜ୍ଞ ହେବେ। ଶତ୍ରୁବିନାଶକ ଓ କଠିନ ପରିଶ୍ରମୀ ହେବେ। ସଦାଚାରୀ ହେବେ। ବହୁ ଧନ ସଞ୍ଚୟ କରିପାରନ୍ତି।
ସୁସ୍ଥ ଓ ନିରାମୟ ରହିବେ। ବିଦ୍ୱାନ୍ ଓ ଉତ୍ତମ ବ୍ୟକ୍ତିତ୍ୱଯୁକ୍ତ ହେବେ। ସଫଳ ଭବିଷ୍ୟବକ୍ତା ହେବେ। ମିଷ୍ଟଭାଷୀ ଓ କୋମଳ ହୃଦୟଯୁକ୍ତ ହେବେ। ବିବାଦରେ ବିଜୟୀ ହେବେ। ସଙ୍ଗୀତଜ୍ଞ ହେବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments