OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Saturday 23th April 2022

Odia Rashiphala

Odia Rashiphala

ସମ୍ମାନିତ ହେବେ। ଶୁଭଖବର ମିଳିବ ଚିତ୍ତ ପ୍ରସନ୍ନ ରହିବ। କର୍ମକ୍ଷେତ୍ରରେ ଅପର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ବିବାଦୀୟ ଘଟଣାରେ ବିଜୟୀ ହେବେ।
ପରୋପକାରୀ ହେବେ। ସମସ୍ୟା ସତ୍ୱେ କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ହାସଲ କରି ତାର ସଦ୍ ବ୍ୟବହାର କରିବେ। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ।
ପ୍ରମଦାପ୍ରିୟ ହୋଇପାରନ୍ତି। ସର୍ବସୁଖର ଅଧିକାରୀ ହେବେ ମାତ୍ର ଭ୍ରମଣ ଦୁଃଖ ଦାୟକ ହୋଇପାରେ। ପ୍ରିୟଭାଷୀ ହେବେ। ଅଷ୍ଟମ ଓ ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ।
ପବିତ୍ର ଭାବନା ନେଇ କର୍ମ ତତ୍ପର ରହିବେ। ପ୍ରୀତି ଲାଭ କରିପାରନ୍ତି ପାରିବାରିକ ସୁଖ ମିଳିବ ସୁଖକର ଘଟଣାମାନ ଘଟିବ କର୍ମ କ୍ଷେତ୍ର ଉଜ୍ଜ୍ୱଳମୟ ହେବ ଶୁଭକାର୍ଯ୍ୟ କରଣୀୟ।
ଶତ୍ରୁ ବିନାଶ କରି ଧନ ଭିଗ କରିପାରନ୍ତି। ଐଶୂର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ତେଜୀୟାନ୍ ହେବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ସମ୍ପାଦିତ କରିପାରନ୍ତି। ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ।
କଷ୍ଟରୁ ମୁକ୍ତି ମିଳିବ। ପ୍ରଶଂସିତ ହେବେ। ପଢାପଢିରେ ମନୋନିବେଶ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବେ। ସ୍ତ୍ରୀ ଧନ ହେତୁ ସୁଖୀ ହୋଇପାରନ୍ତି କାବ୍ୟକର୍ତ୍ତା ହେବେ।
ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ। ଦେବାର୍ଚ୍ଚନାର ସୁଯୋଗ ପାଇ ଖୁସି ହେବେ। ପରିଶ୍ରମ କଷ୍ଟଦାୟକ ହେଲେବି ତାର ମୂଲ୍ୟ ମିଳିବ। ଯାନବାହାନ ସୁଖ ମିଳିବ ଯାନବାହନ ସୁଖ ମିଳିବ। ବାସଗୃହ ପ୍ରଦୂଷଣମୁକ୍ତ ରହିବ।
କର୍ମକ୍ଷେତ୍ରରେ ପତିଷ୍ଠା ଲାଭକରିପାରନ୍ତି। ସୌଭାଗ୍ୟ ବୃଦ୍ଧି ସହ ସୁଫଳ ପ୍ରାପ୍ତିର ସୂଚନା ମିଳୁଛି। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ମିଳିବ।
କାର୍ଯ୍ୟ ବିଳମ୍ବିତ ହୋଇପାରେ। ମନ ଶଙ୍କାକୁଳ ହୋଇପାରେ ଆୟ ଊଣା ହେବେନାହିଁ। ଚିନ୍ତାଧାରା ଉନ୍ନତ ମାନର ହେବ। ସୁସ୍ଥ ଓ ନିରାମୟ ରହିବେ। ପରକୁ ସାହାଯ୍ୟ କରବିାରେ ଆତ୍ମତୃପ୍ତି ମିଳିବ।
ରୋଜଗାରକ୍ଷମ ହେବେ ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହୋଇପାରନ୍ତି। ଅପାରଗୁଣର ଅଧିକାରୀ ହେବେ ଆୟ ବୃଦ୍ଧି ହେବେ। ବଖ୍ୟାତ କୀର୍ତ୍ତିସ୍ଥାପନ କରିବେ।
ସଫଳତା ମିଳିବ। ମାନ ବୃଦ୍ଧି ହେବ। ଅଯଥା ବିତର୍କରୁ ଓହରି ଯାଇପାରନ୍ତି। ଅତିଥି ସତ୍କାର ବ୍ୟୟ ବହୁଳ ହେବ । ଦାୟିତ୍ୱବାନ୍ ହେବେ। ଦିବ୍ୟ ପ୍ରେରଣାଦାୟୀ ହୋଇପାରନ୍ତି ।
ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ। କରିତକର୍ମା ହେବେ। ପ୍ରତିଯୋଗତିାରେ କୃତିତ୍ୱ ଅର୍ଜନ କରିବେ। ସର୍ବସୁଖର ଅଧିକାରୀ ହୋଇପାରନ୍ତି । ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତ ହେବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments