![]() |
ସମ୍ମାନିତ ହେବେ। ଶୁଭଖବର ମିଳିବ ଚିତ୍ତ ପ୍ରସନ୍ନ ରହିବ। କର୍ମକ୍ଷେତ୍ରରେ ଅପର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। |
ପରୋପକାରୀ ହେବେ। ସମସ୍ୟା ସତ୍ୱେ କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ହାସଲ କରି ତାର ସଦ୍ ବ୍ୟବହାର କରିବେ। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ। | |
ପ୍ରମଦାପ୍ରିୟ ହୋଇପାରନ୍ତି। ସର୍ବସୁଖର ଅଧିକାରୀ ହେବେ ମାତ୍ର ଭ୍ରମଣ ଦୁଃଖ ଦାୟକ ହୋଇପାରେ। ପ୍ରିୟଭାଷୀ ହେବେ। ଅଷ୍ଟମ ଓ ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ। | |
ପବିତ୍ର ଭାବନା ନେଇ କର୍ମ ତତ୍ପର ରହିବେ। ପ୍ରୀତି ଲାଭ କରିପାରନ୍ତି ପାରିବାରିକ ସୁଖ ମିଳିବ ସୁଖକର ଘଟଣାମାନ ଘଟିବ କର୍ମ କ୍ଷେତ୍ର ଉଜ୍ଜ୍ୱଳମୟ ହେବ ଶୁଭକାର୍ଯ୍ୟ କରଣୀୟ। | |
ଶତ୍ରୁ ବିନାଶ କରି ଧନ ଭିଗ କରିପାରନ୍ତି। ଐଶୂର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ତେଜୀୟାନ୍ ହେବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ସମ୍ପାଦିତ କରିପାରନ୍ତି। ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ। | |
କଷ୍ଟରୁ ମୁକ୍ତି ମିଳିବ। ପ୍ରଶଂସିତ ହେବେ। ପଢାପଢିରେ ମନୋନିବେଶ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବେ। ସ୍ତ୍ରୀ ଧନ ହେତୁ ସୁଖୀ ହୋଇପାରନ୍ତି କାବ୍ୟକର୍ତ୍ତା ହେବେ। | |
ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ। ଦେବାର୍ଚ୍ଚନାର ସୁଯୋଗ ପାଇ ଖୁସି ହେବେ। ପରିଶ୍ରମ କଷ୍ଟଦାୟକ ହେଲେବି ତାର ମୂଲ୍ୟ ମିଳିବ। ଯାନବାହାନ ସୁଖ ମିଳିବ ଯାନବାହନ ସୁଖ ମିଳିବ। ବାସଗୃହ ପ୍ରଦୂଷଣମୁକ୍ତ ରହିବ। | |
କର୍ମକ୍ଷେତ୍ରରେ ପତିଷ୍ଠା ଲାଭକରିପାରନ୍ତି। ସୌଭାଗ୍ୟ ବୃଦ୍ଧି ସହ ସୁଫଳ ପ୍ରାପ୍ତିର ସୂଚନା ମିଳୁଛି। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ମିଳିବ। | |
କାର୍ଯ୍ୟ ବିଳମ୍ବିତ ହୋଇପାରେ। ମନ ଶଙ୍କାକୁଳ ହୋଇପାରେ ଆୟ ଊଣା ହେବେନାହିଁ। ଚିନ୍ତାଧାରା ଉନ୍ନତ ମାନର ହେବ। ସୁସ୍ଥ ଓ ନିରାମୟ ରହିବେ। ପରକୁ ସାହାଯ୍ୟ କରବିାରେ ଆତ୍ମତୃପ୍ତି ମିଳିବ। | |
ରୋଜଗାରକ୍ଷମ ହେବେ ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହୋଇପାରନ୍ତି। ଅପାରଗୁଣର ଅଧିକାରୀ ହେବେ ଆୟ ବୃଦ୍ଧି ହେବେ। ବଖ୍ୟାତ କୀର୍ତ୍ତିସ୍ଥାପନ କରିବେ। | |
ସଫଳତା ମିଳିବ। ମାନ ବୃଦ୍ଧି ହେବ। ଅଯଥା ବିତର୍କରୁ ଓହରି ଯାଇପାରନ୍ତି। ଅତିଥି ସତ୍କାର ବ୍ୟୟ ବହୁଳ ହେବ । ଦାୟିତ୍ୱବାନ୍ ହେବେ। ଦିବ୍ୟ ପ୍ରେରଣାଦାୟୀ ହୋଇପାରନ୍ତି । | |
ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ। କରିତକର୍ମା ହେବେ। ପ୍ରତିଯୋଗତିାରେ କୃତିତ୍ୱ ଅର୍ଜନ କରିବେ। ସର୍ବସୁଖର ଅଧିକାରୀ ହୋଇପାରନ୍ତି । ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତ ହେବେ। |
Odia Calendar 2022
Comments
comments