OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Saturday 21th May 2022

Odia Rashiphala

Odia Rashiphala

ବିଦ୍ୟାଭ୍ୟାସୀ ହୋଇ ଜୀବନର ଅନ୍ଧକାରକୁ ସମାପ୍ତ କରିବାର ପଥ ବାଛି ନେଇପାରନ୍ତି। କୁଳପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ଯଶସ୍ୱୀ ହେବେ। ପାରିବାରିକ ସ୍ନେହ୍ ରହିବ।
ଭାଗ୍ୟଶାଳୀ ହୋଇପାରନ୍ତି । ଭୋଗବିଳାସରେ ଦିନଟି ଅତିବାହିତ କରିପାରନ୍ତି। ଜୀବନ, ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା,ପ୍ରବାସପ୍ରିୟ, ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି।
ସାମାନ୍ୟ ଅସୁସ୍ଥତା ଅନୁଭବ କରୁଥିଲେ ବି କର୍ତ୍ତବ୍ୟ ପାଳନରେ ବ୍ରତୀ ହୋଇପାରନ୍ତି। ସ୍ୱାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସାରାଦିନ ସତର୍କରେ ଚଳିବାକୁ ପଡିବ।
ବ୍ୟବସାୟ ଲାଭଜନକ ହେବ। ସମାଜସେବୀଭାବେ ଖ୍ୟାତି ଅର୍ଜନ କରିପାରନ୍ତି। ମନରେ ଉପୁଜିଥିବା ଅହଂଭାବକୁ ସମର୍ପଣ କିମ୍ବା ବିସର୍ଜନ ଦେଇପାରନ୍ତି। ପତ୍ନୀପଥ ପ୍ରଦର୍ଶିକା ହୋଇପାରନ୍ତି।
ଭ୍ରାତୃ ଭାବ ଅତୁଟ ରହିବ।ସୁସ୍ଥ ଓ ନିରାମୟ ରହବେ। ସପ୍ରତିଷ୍ଠିତ ବ୍ୟକ୍ତତ୍ୱ ସମ୍ପନ୍ନ ହେବେ। ଚତୁର ଓ ଶତ୍ରୁଦମନକାରୀ ହୋଇପାରନନ୍ତି। ଚାକିରିରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ।
ମାନସମନ୍ଥନ କରି ନିଷ୍କର୍ଷରେ ଉପନୀତ ହୋଇପାରନ୍ତି। ଅଧ୍ୟୟନରତ ହେବେ। ଆକସ୍ମିକ ଧନ ଲାଭର ସୂଚନା ମିଳୁଛି। କର୍ମଚଞ୍ଚଳ ରହବେ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ଲଟେରି ସହାୟତା ମିଳିବ।
ଦାନ-ଧ୍ୟାନରେ ଦୀକ୍ଷିତ ହୋଇପାରନ୍ତି।ଶୋଭନ ବ୍ୟକ୍ତତ୍ୱ ସମ୍ପନ୍ନହେବେ। ଉଦାର ଚରିତଯୁକ୍ତ ହେବେ।ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମକାରୀ ହୋଇପାରନ୍। ପ୍ରେମୀ ଓ ବୁଦ୍ଧିମାନ୍ ହେବେ।
ଗଭୀର ଆତ୍ମବିଶ୍ୱାସକୁ ପାଥେୟକରି କାର୍ଯ୍ୟ ସମ୍ପାଦନ କରିବେ। ଭାଷା ଓ କୌତୁକୀ ଭାଷା ପ୍ରୟୋଗ କରି ବହୁ ବ୍ୟକ୍ତିଙ୍କ ଆଦରର ପାତ୍ର ହେବେ। ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ। ଧନଲାଭ ହେବ।
ପରମ ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତତ୍ୱସମ୍ପନ୍ନ ହେବେ। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସଖପ୍ରଦ ହେବ।
ଭଲ ଆୟ ହେବ। ଐଶୂର୍ଯ୍ୟ ପ୍ରାପ୍ତିର ସୁଯୋଗ ଅଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ମୋକଦ୍ଦମା ଖର୍ଚ୍ଚ ମିଳିବ। ଭୋଜନ ତୃପ୍ତିଦାୟକ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁ ଜୁଟିବେ।
ମାର୍ମିକ ଓ ଅନବଦ୍ୟ ରଚନା, ଶବ୍ଦ ସଂଯୋଜନା ପାଠକଙ୍କୁ ବିମୋହିତ କରି ସାହିତ୍ୟାନୁରାଗୀ କରିପାରନ୍ତି। ଯେତେ ଚେଷ୍ଟା କଲେ ବି, ମିତବ୍ୟୟୀ ହେବା ଅସମ୍ଭବ ହୋଇପାରେ। ସାଧନାରେ ବ୍ରତୀ ହେବେ।
ସୁସ୍ଥ ଓ ନିରାମୟ ରହବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରୁ ଧନ ସହିତ ସମ୍ମାନ ମିଳିବ। ଜ୍ୟୋତିଷ ବିଦ୍ୟା ପ୍ରତି ରୁଚି ରହିବ। ଯାନବାହନ ସୁଖ ମିଳିବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments