![]() |
ବିଦ୍ୟାଭ୍ୟାସୀ ହୋଇ ଜୀବନର ଅନ୍ଧକାରକୁ ସମାପ୍ତ କରିବାର ପଥ ବାଛି ନେଇପାରନ୍ତି। କୁଳପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ଯଶସ୍ୱୀ ହେବେ। ପାରିବାରିକ ସ୍ନେହ୍ ରହିବ। |
ଭାଗ୍ୟଶାଳୀ ହୋଇପାରନ୍ତି । ଭୋଗବିଳାସରେ ଦିନଟି ଅତିବାହିତ କରିପାରନ୍ତି। ଜୀବନ, ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା,ପ୍ରବାସପ୍ରିୟ, ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି। | |
ସାମାନ୍ୟ ଅସୁସ୍ଥତା ଅନୁଭବ କରୁଥିଲେ ବି କର୍ତ୍ତବ୍ୟ ପାଳନରେ ବ୍ରତୀ ହୋଇପାରନ୍ତି। ସ୍ୱାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସାରାଦିନ ସତର୍କରେ ଚଳିବାକୁ ପଡିବ। | |
ବ୍ୟବସାୟ ଲାଭଜନକ ହେବ। ସମାଜସେବୀଭାବେ ଖ୍ୟାତି ଅର୍ଜନ କରିପାରନ୍ତି। ମନରେ ଉପୁଜିଥିବା ଅହଂଭାବକୁ ସମର୍ପଣ କିମ୍ବା ବିସର୍ଜନ ଦେଇପାରନ୍ତି। ପତ୍ନୀପଥ ପ୍ରଦର୍ଶିକା ହୋଇପାରନ୍ତି। | |
ଭ୍ରାତୃ ଭାବ ଅତୁଟ ରହିବ।ସୁସ୍ଥ ଓ ନିରାମୟ ରହବେ। ସପ୍ରତିଷ୍ଠିତ ବ୍ୟକ୍ତତ୍ୱ ସମ୍ପନ୍ନ ହେବେ। ଚତୁର ଓ ଶତ୍ରୁଦମନକାରୀ ହୋଇପାରନନ୍ତି। ଚାକିରିରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ। | |
ମାନସମନ୍ଥନ କରି ନିଷ୍କର୍ଷରେ ଉପନୀତ ହୋଇପାରନ୍ତି। ଅଧ୍ୟୟନରତ ହେବେ। ଆକସ୍ମିକ ଧନ ଲାଭର ସୂଚନା ମିଳୁଛି। କର୍ମଚଞ୍ଚଳ ରହବେ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ଲଟେରି ସହାୟତା ମିଳିବ। | |
ଦାନ-ଧ୍ୟାନରେ ଦୀକ୍ଷିତ ହୋଇପାରନ୍ତି।ଶୋଭନ ବ୍ୟକ୍ତତ୍ୱ ସମ୍ପନ୍ନହେବେ। ଉଦାର ଚରିତଯୁକ୍ତ ହେବେ।ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମକାରୀ ହୋଇପାରନ୍। ପ୍ରେମୀ ଓ ବୁଦ୍ଧିମାନ୍ ହେବେ। | |
ଗଭୀର ଆତ୍ମବିଶ୍ୱାସକୁ ପାଥେୟକରି କାର୍ଯ୍ୟ ସମ୍ପାଦନ କରିବେ। ଭାଷା ଓ କୌତୁକୀ ଭାଷା ପ୍ରୟୋଗ କରି ବହୁ ବ୍ୟକ୍ତିଙ୍କ ଆଦରର ପାତ୍ର ହେବେ। ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ। ଧନଲାଭ ହେବ। | |
ପରମ ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତତ୍ୱସମ୍ପନ୍ନ ହେବେ। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସଖପ୍ରଦ ହେବ। | |
ଭଲ ଆୟ ହେବ। ଐଶୂର୍ଯ୍ୟ ପ୍ରାପ୍ତିର ସୁଯୋଗ ଅଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ମୋକଦ୍ଦମା ଖର୍ଚ୍ଚ ମିଳିବ। ଭୋଜନ ତୃପ୍ତିଦାୟକ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁ ଜୁଟିବେ। | |
ମାର୍ମିକ ଓ ଅନବଦ୍ୟ ରଚନା, ଶବ୍ଦ ସଂଯୋଜନା ପାଠକଙ୍କୁ ବିମୋହିତ କରି ସାହିତ୍ୟାନୁରାଗୀ କରିପାରନ୍ତି। ଯେତେ ଚେଷ୍ଟା କଲେ ବି, ମିତବ୍ୟୟୀ ହେବା ଅସମ୍ଭବ ହୋଇପାରେ। ସାଧନାରେ ବ୍ରତୀ ହେବେ। | |
ସୁସ୍ଥ ଓ ନିରାମୟ ରହବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରୁ ଧନ ସହିତ ସମ୍ମାନ ମିଳିବ। ଜ୍ୟୋତିଷ ବିଦ୍ୟା ପ୍ରତି ରୁଚି ରହିବ। ଯାନବାହନ ସୁଖ ମିଳିବ। |
Odia Calendar 2022
Comments
comments