OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Saturday 20th August 2022

Odia Rashiphala

Odia Rashiphala

ସାମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଆପଣଙ୍କ ଉନ୍ନତି ପାଇଁ ରାସ୍ତା ଖୋଲିବ। ବିବାଦୀୟ ପ୍ରସଙ୍ଗରୁ ଦୂରେଇ ରୁହନ୍ତୁ ପାରିବାରିକ ଜୀବନରେ ସୁଖ ଶାନ୍ତି ବୃଦ୍ଧି ହେବ।
ନିଜ ଲୋଜଙ୍କ ଠାରୁ ଭଲ ଖବର ପାଇବେ। ଆପଣଙ୍କ ସକାରାତ୍ମକ ବ୍ୟବହାର ପାଇଁ ଜାବନସାଥୀ ଖୁସି ରହିବେ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।
ଓକିଲଙ୍କ ଲାଗି ଦିନଟି ଭଲ; ନୂଆ ମକଦମା ହାତକୁ ଆସିବବ ପ୍ରିୟ ବନ୍ଧୁର କଥାକୁ ଖରାପ ଭାବନ୍ତି ନାହିଁ।ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
ବିବାଦ ଠାରୁ ନିଜକୁ ଦୂରରେ ରଖନ୍ତୁ। ନ ଭାବିଚିନ୍ତି ଅପରିଚିତଙ୍କ ଭରଷା କରନ୍ତୁ ନାହିଁ। ଶକ୍ଷାର୍ଥୀ କୌଣସି ବିଷୟରେ ଜାଣିବା ପାଇଁ ସହପାଠୀଙ୍କ ସହଯୋଗ ନେବେ।
ଆପଣଙ୍କ ସମସ୍ୟାର ସମାଧାନ ସହଜରେ ହୋଇଯିବ। ନୂଆ କାମ ଆରମ୍ଭ କରିବା ଲାଗି ଘର ଲୋକଙ୍କ ମହଯୋଗ ପାଇବେ। କଳାତ୍ମକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ।
ନୂଆ ବ୍ୟବସାୟରେ ଯୋଡ଼ି ହେବାର ସୁଯୋଗ ପାଇବେ। ଝିଅର ଶ୍ଵଶୁର ଘରୁ ଖୁସି ଖବର ପାଇବେ। ଉପରିସ୍ତ କର୍ମଚାରୀ ଆପଣଙ୍କ କାମ ଦେଖି ଖୁସି ହେବେ।
ଅଭିଭାବକଙ୍କ ଠାରୁ ଆପଣ ପ୍ରେରଣା ପାଇବେ। ସମାଜରେ ଆପଣଙ୍କର ମାନ ପ୍ରତିଷ୍ଠା ବଢ଼ିବ। ଅପଣଙ୍କ ବ୍ୟବହାରରେ ବୟସ୍କ ଲୋକ ଖୁସି ହେବେ। ସ୍ଵାତ୍ସ୍ୟ ଭଲ ରହିବ।
ଲୋଜେ ଆପଣଙ୍କ ବ୍ୟବହାରରେ ସନ୍ତୁଷ୍ଟ ରହିବେ। କଳା କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। ଆପଣଙ୍କୁ ଅଶାଠୁଁ ଅଧିକ ଧନଲାଭ ହେବ। ପ୍ରେମ ଜୀବନ ମଧୁର ହେବ।
ଘର ଲୋକଙ୍କ ସହ ଲଲ ସମୟ କାଟିବେ। ପ୍ରିୟଜନଙ୍କ ସହ ସମ୍ବନ୍ଧରେ ସୁଧାର ଆସିବ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ। ଆପଣଙ୍କୁ ରୋଜଗାରର ନୂଆ ସୁଯୋଗ ମିଳିବ।
ପଇସା ନେବା ଦେବା ବେଳେ ସାବଧାନତା ଅବଳମ୍ବନ କରନ୍ତୁ। ଜାବନସାଥୀଙ୍କ ସହ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ। ଶିକ୍ଷାର୍ଥୀଙ୍କୁ ପରାକ୍ଷରେ ଭଲ ଫଳ ମିଳିବ।
ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ସେ ସମ୍ବନ୍ଧରେ ଘର ଲୋକଙ୍କୁ କହିବେ। ଗୃହିଣୀ ରୋଷେଇ ଘରେ ବ୍ୟସ୍ତ ରହିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଯୋଜନା କରିବେ।
ସରକାରୀ କାମରେ କିଛି ଲୋକଙ୍କର ସମର୍ଥନ ପାଇବେ। ପ୍ରିୟବନ୍ଧୁ ଆପଣଙ୍କୁ ଖୁସି ଖବର ଶୁଣାଇବେ କାରବାର ବଢ଼ାଇବା ଲାଗି ଆପଣଙ୍କୁ କିଛି ମଉକା ମିଳିବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments