OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Saturday 18th November 2022

Odia Rashiphala

Odia Rashiphala

ସଂଚାର କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ|ବ୍ୟବସାୟୀ ନିଜର କାଗଜପତ୍ର ସମ୍ବାଳି କରି ରଖନ୍ତୁ |ଖାଦ୍ୟ ପାନୀୟ ଗ୍ରହଣ ବେଳେ ସଜାଗ ରୁହନ୍ତୁ |
ଭାଇ ଭଉଣୀଙ୍କର ପୂରା ସହଯୋଗ ପାଇବେ |ବ୍ୟବସାୟରେ ଉନ୍ନତି ହେବ |ବନ୍ଧୁ ଠାରୁ ଭଲ ଖବର ପାଇବେ |ଛାତ୍ରଛାତ୍ରୀ କିଛି ନୂଆ ଦକ୍ଷତା ହାସଲ କରିବେ |
ବ୍ୟବସାୟୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ |ଜୀବନସାଥୀଙ୍କ ମତ ବ୍ୟବସାୟରେ ଲାଭ ଆଣିଦେବ |ଛାତ୍ର ମହତ୍ତ୍ବପୂର୍ଣ୍ଣ ଲକ୍ଷ୍ୟ ଉପରେ ଧ୍ୟାନ ଲଗାଇବେ |
ଆପଣ ଭାବିଥିବା କାମ ପୂରା ହେବ |ବନ୍ଧୁ ସହିତ ବଚସା ହୋଇପାରେ |ଚାକିରିଆଙ୍କର ଆୟରେ ବୃଦ୍ଧି ହେବ |ପାରିବାରିକ ଜୀବନ ସୁଖକର ହେବ |ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ |
ଚାକିରି ବୃତ୍ତିରେ ଆଶାଜନକ ଫଳ ପାଇବେ |ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ |ଘର କାମରେ ଜୀବନସାଥୀଙ୍କୁ ସହଯୋଗ କରିପାରନ୍ତି |ପ୍ରେମିକା ସହିତ ବସି ତାଙ୍କୁ ମନ କଥା କହିବେ |
ଦୈନିକ କାର୍ଯ୍ୟରେ ପୂର୍ଣ୍ଣ ସଫଳତା ପାଇବେ |ଅଚାନକ ଧନଲାଭ ହେବ |କଳାକ୍ଷେତ୍ରରେ ଥିବା ଲୋକଙ୍କର ମାନସମ୍ମାନ ବୃଦ୍ଧି ପାଇବ |ବାପା ମାଆଙ୍କର ସ୍ନେହ ପାଇବେ |
ପୁରୁଣା ବିଚାର ଛାଡି ନୂଆ ବିଚାର ଗ୍ରହଣ କରିବେ |ଘରେ ମନ ପସନ୍ଦର ଖାଦ୍ୟ ଖାଇବେ |ବନ୍ଧୁ ସହିତ ଅତୀତ କଥା ମନେ ପକାଇବେ |ଛାତ୍ରମାନେ ଫଳ ଚିନ୍ତା ନକରି ପରିଶ୍ରମ କରନ୍ତୁ |
ଦିନଟି ଲାଭପ୍ରଦ ରହିବ |ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ |ସାମାଜିକ କାର୍ଯ୍ୟ କରିବା ଲାଗି ଆପଣଙ୍କର ରୁଚି ବଢିବ |ଓକିଲଙ୍କ ଲାଗି ଦିନଟି ଆରାମଦାୟକ |
ସବୁ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ |ଆର୍ଥିକ ସ୍ଥିତିରେ ସୁଧାର ଆସିବ ୤ପରିବାରର ସମସ୍ତେ ଏକତ୍ର ବସି ପୂର୍ବ ସ୍ମୃତି ମନେ ପକାଇବେ |ଛାତ୍ରଙ୍କ ଲାଗି ଦିନଟି ଭଲ |
ଆପଣଙ୍କ ପାଇଁ ଦିନଟି ଲାଭଦାୟକ |ସନ୍ଧ୍ୟାରେ ବନ୍ଧୁ ସହିତ କଥା ହୋଇ ଭଲ ଲାଗିବ |ବ୍ୟବସାୟୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ |ବକେୟା ଅର୍ଥ ମିଳିପାରେ |
ସଂସ୍ପର୍ଶରେ ଆସୁଥିବା ସବୁ ବ୍ୟକ୍ତିଙ୍କ ସହିତ ପ୍ରମପୂର୍ଣ୍ଣ ବ୍ୟବହାର କରିବେ୤ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ |ଆପଣ ଅନ୍ୟମାନଙ୍କୁ ସହଜରେ ବିଶ୍ବାସ କରନ୍ତୁ ନାହିଁ |
ସେଭଳି ଜିନିଷ ଉପରେ ଗୁରୁତ୍ବ ଦିଅନ୍ତୁ ଯାହା ଆପଣଙ୍କ ପରିବାର ଲାଗି ମହତ୍ତ୍ବପୂର୍ଣ୍ଣ |ବନ୍ଧୁ ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ |ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ |
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments