OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Saturday 17th September 2022

Odia Rashiphala

Odia Rashiphala

କ୍ୟାରିୟର୍ ଲାଗି ଦିନଟି ବହୁତ ଭଲ ସାମାଜିକ କାର୍ଯ୍ୟରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ। କରିବେ। ମହିଳାଙ୍କୁ ଖୁସି ଖବର ମିଳିବ। ଗଣମାଧ୍ୟମ କର୍ମଚାରୀଙ୍କ ଲାଗି ଦିନଟି ବହୁତ ଭଲ।
ଆପଣଙ୍କ ବ୍ୟଙ୍ଗାତ୍ମକ ବ୍ୟବହାରରେ ଲୋକେ ପ୍ରଭାବିତ ହେବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ସନ୍ଧ୍ୟାରେ ଭାଇ ଭଉଣୀଙ୍କ ସହ ସମୟ ବିତିବ। ସ୍ଵାସ୍ଥ୍ୟ ଭଲ ରହିବ।
ନିଜକୁ ଶକ୍ତିଶାଳୀ ଅନୁଭବ କରିବେ। ବନ୍ଧୁମାନଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ ମହିଳାମାନେ ଅନ୍‌ଲାଇନ୍‌ରେ କିଣାକିଣି କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
ନୂଆ କାମ ଆରମ୍ଭ କରିବା ଯୋଗୁଁ ଘର ଲୋକ ଖୁସି ହେବେ। ବନ୍ଧୁ ସହ କୌଣସି କଥାରେ ମତଭେଦ ହେବ। ଖାଦ୍ୟ ପାନୀୟ ନେଇ ସଜାଗ ରୁହନ୍ତୁ।
ଭାଗ୍ୟ ଭରଷାରେ ରୁହନ୍ତୁ ନାହିଁ। କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଆର୍ଥିକ ସମସ୍ୟାର ସମାଧାନ ହେବା ବାଣିଜ୍ୟ ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ।
କୌଣସି ବ୍ୟକ୍ତିଙ୍କ ଦ୍ୱାରା ଆଶାଠୁଁ ଅଧିକ ଲାଭ ହେବ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ବହୁତ ଭଲ। ସ୍ୱାଦିଷ୍ଠ ଖଦ୍ୟ ଭୋଜନ କରିବେ।
ଆପଣଙ୍କ ଲାଗି ଦିନଟି ଖୁସିରେ ପୂର୍ଣ୍ଣ ରହିବ। କୌଣସି ଜରୁରୀ ଯୋଜନା କାର୍ଯ୍ୟକାରୀ କରିବେ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ବିବାହିତ ଲୋକଙ୍କୁ ବିବାହ ସୁଖ ମିଳିବ।
ରାଜନେତାଙ୍କର ସାମାଜିକ ପ୍ରତିଷ୍ଠା ବଢ଼ିବ। ଏବେ କରୁଥିବା ପରିଶ୍ରମରୁ ଭବିଷ୍ୟତରେ ଲାଭ ପାଇବେ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
କାହାରିକୁ ଅଧିକ ସମାଲୋଚନା କରନ୍ତୁ ନାହିଁ। ଆପଣ ପ୍ରତ୍ୟେକ କାମ ନିଜେ କରନ୍ତୁ। ବାପା ମାଙ୍କ ସହ ଧର୍ମାନୁଷ୍ଠାନକୁ ଯିବେ। ପ୍ରେମୀ ଯୁଗଳପରସ୍ପଙ୍କୁ ସମ୍ମାନ କରିବେ।
ଦୈନନ୍ଦିନ କାର୍ଯ୍ୟସୂଚୀରେ ପରିବର୍ତନ କରିବାକୁ ଚେଷ୍ଟା କରିବେ। ଜୀବନସାଥୀଙ୍କ ସହ ଘର କିଣିବ୍ ପାଇଁ ଯୋଜନା କରିବେ। ଦାମ୍ପତ୍ୟ ଜୀବନରେ ନୂତନତ୍ୱ ଆସିବ।
କାର୍ଯ୍ୟକ୍ଷେତ୍ରରେ ଅତ୍ୟଧିକ ସକ୍ରିୟ ରହିବେ। ଚାଷୀଙ୍କର ଧନଲାଭ ହେବ। ଆପଣଙ୍କର ସକାରାତ୍ମକ ବ୍ୟବହାର ଲୋକମାନଙ୍କୁ ପ୍ରଭାବିତ କରିବ।
ଆର୍ଥିକ ମାମଲାକୁ ନେଇ ସତର୍କ ରୁହନ୍ତୁ ଆପଣଙ୍କର ବ୍ୟବହାର ଲୋକମାନଙ୍କୁ ଆକର୍ଷିତ କରିବ ପରିଶ୍ରମ ବଳରେ ଆପଣଙ୍କୁ ସଫଳତା ମିଳିବ। ପ୍ରେମ ଜୀବନ ଭଲ ହେବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments