OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Saturday 15th October 2022

Odia Rashiphala

Odia Rashiphala

ଘରକୁ ବନ୍ଧୁଙ୍କ ଯିବାଆସିବା ଲାଗି ରହିବ। କାମ ସଂପୂର୍ଣ୍ଣ କରିବା ଲାଗି ଯୋଜନା କରିବେ। ବାହାରକୁ କାମରେ ଗଲାବେଳେ ସାବଧାନତାର ସହ ଯାନ ଚଳାନ୍ତୁ।
ଆପଣଙ୍କ ଦାମ୍ପତ୍ୟ ଜୀବନରେ ଉତ୍ତମ ସାମଞସ୍ୟ ବଜାୟ ରହିବ। ନୂଆ ଲୋକଙ୍କ ସହ ମିଶିବା ଭବିଷ୍ୟତ ଲାଗି ଲାଭଦାୟକ ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।
ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଅଫିସରେ କୌଣସି କାମ ନେଇ ବ୍ୟସ୍ତ ରହିବେ। ପରିବାରରେ ମଧୁରତା ସହ ବିଶ୍ୱାସ ବି ବଢିବ। ଧନ ମାମଲାରେ ସ୍ଥିତି ଠିକ୍ ରହିବ।
ଆପଣଙ୍କ ମନ ଆଧ୍ୟାତ୍ମିକ ଭାବନରେ ବୁଡ଼ି ରହିବ। ଚାକିରିଆଙ୍କର ମନ ଚାହୁଁଥିବା ଅଞ୍ଚଳକୁ ବଦଳି ହେବ। ନୂଆ କାମ ପାଇଁ ଦେଶ ବା ରାଜ୍ୟ ବାହାରକୁ ଯାତ୍ରା କରିପାରନ୍ତି।
ପରିବାର ଲୋକଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। ଜୀବନସାଥୀ ଆପଣଙ୍କର ଭାବନାକୁ ସମ୍ମାନ କରିବେ।
ଆପଣଙ୍କ କାମ ଧୀରେଧୀରେ କରି ସଂପୂର୍ଣ ହେବ। ଅଜଣା ବ୍ୟକ୍ତିଙ୍କ ବ୍ୟବହାର ନେଇ ମନ ଖରାପ ହେବ। ବ୍ୟାବସାୟିକ କାମରେ ଦୂର ସ୍ଥାନକୁ‌ ଯିବେ। ପ୍ରେମ ସଂପର୍କ ନିବିଡ଼ ହେବ।
ଅଫିସରେ ଆପଣଙ୍କ କାମ ପ୍ରଶଂସିତ ହେବ। କ୍ୟାରିୟର ସଂପର୍କିତ ନୂଆ ସୁଯୋଗ ପାଇବେ। ଆପଣଙ୍କର ଆର୍ଥିକ ପକ୍ଷ ମଳଭୂତ ହେବ। ରାଜନେତାଙ୍କୁ ପରିଶ୍ରମର ଫଳ ମିଳିବ।
ମଷ୍ତିଷ୍କରେ ଘୂରି ବୁଲୁଥିବା ବିଚାର କାର୍ଯ୍ୟକାରୀ କରିବେ। ବାଟରେ ବନ୍ଧୁ ସହ ଦେଖା ହୋଇପାରେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିବ। ଘରେ ଖୁସି ବଢ଼ିବ।
ନୂଆ ବ୍ୟବସାୟ କରିବାକୁ ଚାହୁଁଥିଲେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। କାହାରି ଦୁଃଖ ଆପଣଙ୍କୁ ଭାବପ୍ରବଣ କରିବ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ।
ନିଜର ଶକ୍ତିକୁ ଭଲ କାମରେ ଲଗାଇବେ। କଳାକ୍ଷେତ୍ରରେ ଥିବା ଲୋକଙ୍କୁ ଦକ୍ଷତା ପ୍ରଦର୍ଶନ ପାଇଁ ସୁଯୋଗ ମିଳିବ। ପରିବାରକୁ ଖୁସିର ଆଗମନ ହେବ।
ସୃଜନ ସ୍ୱଭାବର ହେବେ। ଦ୍ୱିଜ ଦେବତାଙ୍କ ଭକ୍ତ ହୋଇପାରନ୍ତି । ସ୍ୱ-ଜୀବନ ଧର୍ମରେ ଓଁ ବାଦର ହୋଇପାରନ୍ତି । ଦାୟିତ୍ୱବାନ୍ ହେବେ। ଦିବ୍ୟ ପ୍ରେରଣାଦାୟୀ ହୋଇପାରନ୍ତି ।
କୌଣସି ଖୁସି ଖବର ପାଇବେ। ଆପଣଙ୍କ ସାଥିରେ କାମ କରୁଥିବା ଲୋକଙ୍କର ପୂରା ସହଯୋଗ ପାଇବେ। ନିଜ କ୍ୟାରିୟରରେ ସଫଳତାର ଖୁବ୍‌ ନିକଟତର ହେବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments