OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Saturday 14th May 2022

Odia Rashiphala

Odia Rashiphala

କାର୍ଯ୍ୟରେ ସଫଳତା ମିଳିବ। ସର୍ବ ସୁଖ ଭୋଗ କରିପାରନ୍ତି। ଆମୋଦ-ପ୍ରମୋଦର ସୁଯୋଗ ଅଛି। ସୁଷମ ଖାଦ୍ୟ ପ୍ରାପ୍ତ୍ ହେବେ। ପ୍ରଥିତ ପ୍ରଭାବ ସମ୍ପନ୍ନ ହେବେ। ଜିତେନ୍ଦ୍ରିୟ ହେବେ।
ସ୍ୱାର୍ଥ ହାସଲ କରିପାରନ୍ତି। ପରିଶ୍ରମର ମୂଲ୍ୟ ମିଳିବ। ବିଶେଷ ସୁବିଧା, ସୁଯୋଗ ହାସଲ କରିପାରନ୍ତି। ମେଧାବୀ, ଶାନ୍ତ, ନିପୂଣ, ବିଦ୍ୱାନ୍ ଓ ଦୟାଳୁ ହୋଇପାରନ୍ତି। ଶତ୍ରୁ ପଛଘୁଞ୍ଚା ଦେବ। ଋଣ ଶଝିୁବେ।
ଅର୍ଥର ପ୍ରାଚୁର୍ଯ୍ୟରେ ଆପଣ ନିଜକୁ ହଜାଇ ଦେଇପାରନ୍ତି। ଉପଯକ୍ତୁ କର୍ମାନୁରକ୍ତ ହେବେ। ଯଶସ୍ୱୀ ହେବେ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସଖୁପ୍ରଦ ହେବ।
ଜ୍ଞାନ-ଗରିମାଯକ୍ତୁ ହେବେ। ଯାନବାହନ ସୁଖ ମିଳିବ। ଧନବାନ୍ ହେବେ। ସରକାରୀ ମାନ୍ୟତା ପ୍ରାପ୍ତ ହେବେ। ପରୋପକାରୀ ହୋଇପାରନ୍ତି। ବିନୀତ, ଗୁଣବାନ୍ ଓ ବହୁବିଦ୍ୟା ସଭାବସମ୍ପନ୍ନ ହେବେ।
ଜ୍ଞାନ-ଗରିମାଯକ୍ତୁ ହେବେ। ଯାନବାହନ ସୁଖ ମିଳିବ। ଧନବାନ୍ ହେବେ। ସରକାରୀ ମାନ୍ୟତା ପ୍ରାପ୍ତ ହେବେ। ପରୋପକାରୀ ହୋଇପାରନ୍ତି। ବିନୀତ, ଗୁଣବାନ୍ ଓ ବହୁବିଦ୍ୟା ସଭାବସମ୍ପନ୍ନ ହେବେ।
ତେଜୀୟାନ୍ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। କୀର୍ତ୍ତୀମାନ୍ ହେବେ। ଶତ୍ରୁ ଉପରେ ପ୍ରଭାବ ବିସ୍ତାର କରିପାରନ୍ତି। ବୁଦ୍ଧି, ବିଦ୍ୟାସମ୍ପନ୍ନ ଓ ଶ୍ରେଷ୍ଠ କର୍ମଯକ୍ତୁ ହେବେ। ଉତ୍ତମ କଥାକାର ହେବେ।
ସାମାଜିକ ସ୍ତରରେ ମାନ୍ୟତା ପ୍ରାପ୍ତ ହେବେ। ରୋଜଗାରକ୍ଷମ ହେବେ। ସଞ୍ଚୟାଭିମୁଖୀ ହୋଇପାରନ୍ତି। ପ୍ରୀତିଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ସୁଖ ମିଳିବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
ନିର୍ଭରଶୀଳ ନ ହୋଇ ଦୃଢ଼ ମନୋବଳରେ ସମସ୍ତ ବିଘ୍ନକୁ ଅତିକ୍ରମ କରି ଆଗକୁ ବଢ଼ିବେ। ମଧୁର ଭାଷା ଓ ଭଦ୍ରୋଚିତ ବ୍ୟବହାରରେ ସହଯୋଗୀଙ୍କ ସମ୍ମାନର ପାତ୍ର ହେବେ। ପୁଞିନିବେଶ ତ୍ୱରାନ୍ୱିତ ହେବ।
ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସରକାରୀ ଅନୁଦାନ ପ୍ରାପ୍ତିର ସୁଯୋଗ ସୃଷ୍ଟିହୋଇଛି।
କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶତ୍ରୁ ପକ୍ଷଙ୍କୁ ପରାସ୍ତ କରି ଶ୍ରେଷ୍ଠାସନରେ ଆସୀନ ହୋଇପାରନ୍ତି। ପରାକ୍ରମଶାଳୀ ହେବେ। ବହୁପୋଷକ ହୋଇପାରନ୍ତି।
କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତାର ଅଧିକାରୀ ହୋଇ ତା’ର ସଦ୍ ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାକୁ ଅତି ସୂକ୍ଷ୍ମଭାବେ ସମାଧାନ କରିବେ।
ଶ୍ରେଷ୍ଠାସନ ମିଳିପାରେ। ବହୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବିଦ୍ୟା ରୂପକ ମହାଧନ ପ୍ରାପ୍ତ ହେବେ। ଶାସ୍ତ୍ର ବିଶାରଦ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଦିନଟିରେ ସତର୍କରେ ଚଳିବାକୁ ପଡବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments