![]() |
କାର୍ଯ୍ୟରେ ସଫଳତା ମିଳିବ। ସର୍ବ ସୁଖ ଭୋଗ କରିପାରନ୍ତି। ଆମୋଦ-ପ୍ରମୋଦର ସୁଯୋଗ ଅଛି। ସୁଷମ ଖାଦ୍ୟ ପ୍ରାପ୍ତ୍ ହେବେ। ପ୍ରଥିତ ପ୍ରଭାବ ସମ୍ପନ୍ନ ହେବେ। ଜିତେନ୍ଦ୍ରିୟ ହେବେ। |
ସ୍ୱାର୍ଥ ହାସଲ କରିପାରନ୍ତି। ପରିଶ୍ରମର ମୂଲ୍ୟ ମିଳିବ। ବିଶେଷ ସୁବିଧା, ସୁଯୋଗ ହାସଲ କରିପାରନ୍ତି। ମେଧାବୀ, ଶାନ୍ତ, ନିପୂଣ, ବିଦ୍ୱାନ୍ ଓ ଦୟାଳୁ ହୋଇପାରନ୍ତି। ଶତ୍ରୁ ପଛଘୁଞ୍ଚା ଦେବ। ଋଣ ଶଝିୁବେ। | |
ଅର୍ଥର ପ୍ରାଚୁର୍ଯ୍ୟରେ ଆପଣ ନିଜକୁ ହଜାଇ ଦେଇପାରନ୍ତି। ଉପଯକ୍ତୁ କର୍ମାନୁରକ୍ତ ହେବେ। ଯଶସ୍ୱୀ ହେବେ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସଖୁପ୍ରଦ ହେବ। | |
ଜ୍ଞାନ-ଗରିମାଯକ୍ତୁ ହେବେ। ଯାନବାହନ ସୁଖ ମିଳିବ। ଧନବାନ୍ ହେବେ। ସରକାରୀ ମାନ୍ୟତା ପ୍ରାପ୍ତ ହେବେ। ପରୋପକାରୀ ହୋଇପାରନ୍ତି। ବିନୀତ, ଗୁଣବାନ୍ ଓ ବହୁବିଦ୍ୟା ସଭାବସମ୍ପନ୍ନ ହେବେ। | |
ଜ୍ଞାନ-ଗରିମାଯକ୍ତୁ ହେବେ। ଯାନବାହନ ସୁଖ ମିଳିବ। ଧନବାନ୍ ହେବେ। ସରକାରୀ ମାନ୍ୟତା ପ୍ରାପ୍ତ ହେବେ। ପରୋପକାରୀ ହୋଇପାରନ୍ତି। ବିନୀତ, ଗୁଣବାନ୍ ଓ ବହୁବିଦ୍ୟା ସଭାବସମ୍ପନ୍ନ ହେବେ। | |
ତେଜୀୟାନ୍ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। କୀର୍ତ୍ତୀମାନ୍ ହେବେ। ଶତ୍ରୁ ଉପରେ ପ୍ରଭାବ ବିସ୍ତାର କରିପାରନ୍ତି। ବୁଦ୍ଧି, ବିଦ୍ୟାସମ୍ପନ୍ନ ଓ ଶ୍ରେଷ୍ଠ କର୍ମଯକ୍ତୁ ହେବେ। ଉତ୍ତମ କଥାକାର ହେବେ। | |
ସାମାଜିକ ସ୍ତରରେ ମାନ୍ୟତା ପ୍ରାପ୍ତ ହେବେ। ରୋଜଗାରକ୍ଷମ ହେବେ। ସଞ୍ଚୟାଭିମୁଖୀ ହୋଇପାରନ୍ତି। ପ୍ରୀତିଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ସୁଖ ମିଳିବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। | |
ନିର୍ଭରଶୀଳ ନ ହୋଇ ଦୃଢ଼ ମନୋବଳରେ ସମସ୍ତ ବିଘ୍ନକୁ ଅତିକ୍ରମ କରି ଆଗକୁ ବଢ଼ିବେ। ମଧୁର ଭାଷା ଓ ଭଦ୍ରୋଚିତ ବ୍ୟବହାରରେ ସହଯୋଗୀଙ୍କ ସମ୍ମାନର ପାତ୍ର ହେବେ। ପୁଞିନିବେଶ ତ୍ୱରାନ୍ୱିତ ହେବ। | |
ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସରକାରୀ ଅନୁଦାନ ପ୍ରାପ୍ତିର ସୁଯୋଗ ସୃଷ୍ଟିହୋଇଛି। | |
କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶତ୍ରୁ ପକ୍ଷଙ୍କୁ ପରାସ୍ତ କରି ଶ୍ରେଷ୍ଠାସନରେ ଆସୀନ ହୋଇପାରନ୍ତି। ପରାକ୍ରମଶାଳୀ ହେବେ। ବହୁପୋଷକ ହୋଇପାରନ୍ତି। | |
କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତାର ଅଧିକାରୀ ହୋଇ ତା’ର ସଦ୍ ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାକୁ ଅତି ସୂକ୍ଷ୍ମଭାବେ ସମାଧାନ କରିବେ। | |
ଶ୍ରେଷ୍ଠାସନ ମିଳିପାରେ। ବହୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବିଦ୍ୟା ରୂପକ ମହାଧନ ପ୍ରାପ୍ତ ହେବେ। ଶାସ୍ତ୍ର ବିଶାରଦ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଦିନଟିରେ ସତର୍କରେ ଚଳିବାକୁ ପଡବ। |
Odia Calendar 2022
Comments
comments