![]() | ରାଜଯୋଗ ଅଛି |ଉଚ୍ଚାସନରେ ଅସୀନ ହୋଇପାରନ୍ତି |କର୍ମଚଞ୍ଚଳ ରହିବେ |ବଂଶ ପରମ୍ପରାରେ ଅଜନ୍ମା ଜ୍ଞାନୀ ହୋଇପାରନ୍ତି |ସାଧନା ଫଳବତୀ ହେବ |ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ | |
ସୁସ୍ଥ ନିରାମୟ ରହିବେ |ଯଶସ୍ବୀ ହେବେ |ଲୋକପ୍ରିୟତା ଅର୍ଜନ କରିବେ |ଶ୍ରଦ୍ଧା ଓ ବିଶ୍ବାସ ରଜ୍ଜୁରେ ଅନୁବନ୍ଧିତ ହୋଇପାରନ୍ତି |କର୍ମଚଞ୍ଚଳ ରହିବେ |ସରକାରୀ ସ୍ତରରୁ ଧନ ଓ ସମ୍ମାନ ମିଳିବ | | |
ଜ୍ଞାନର ପ୍ରଦୀପ ପ୍ରଜ୍ଜଳନ କରି ଚଲାପଥକୁ ଆଲୋକିତ କରିପାରନ୍ତି |ମନ ପ୍ରସନ୍ନ ରହିବ |ଦୟାଧର୍ମରେ ଦୀକ୍ଷିତ ହେବେ |ଯଶସ୍ବୀ ହେବେ |ପାରିବାରିକ ସ୍ନେହରେ ଘରକୁ ବୈକୁଣ୍ଠ ସମାନ କରିପାରନ୍ତି | | |
କାୟ ମନୋବାକ୍ୟରେ ଧର୍ମ ଆଚରଣ କରିପାରନ୍ତି |ନିଜର ଭାଗ୍ୟନିୟନ୍ତା ନିଜେ ହେବେ |ଦିନଟି ସୁଖ ସମୃଦ୍ଧିପୂର୍ଣ୍ଣ ହେବ |ଧର୍ମାତ୍ମା ,ବିଦ୍ବାନ,ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି | | |
କର୍ମଠ ବ୍ୟକ୍ତି ଭାବେ ଆପଣଙ୍କ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ |ସ୍ବାଭିମାନୀ ହେବେ |ଥଣ୍ଡାଜନିତ କ୍ଲେଶ ଅନୁଭବ କରିପାରନ୍ତି | | |
ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି |ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ |ବ୍ୟବସାୟ ଲାଭଜନକ ହେବ |ମନରେ ଉପୁଜିଥିବା ଅହଂଭାବକୁ ସମର୍ପି ଦେଇପାରନ୍ତି |ପତ୍ନୀଙ୍କ ପରାମର୍ଶ ଗ୍ରହଣୀୟ ହେବ | | |
ଭ୍ରାତୃଭାବ ଅତୁଟ ରଖିବେ |ମିତବ୍ୟୟୀ ହେବେ |ନିଜ ଭିତରେ ଥିବା ସୂର୍ଯ୍ୟାଲୋକକୁ ପ୍ରକାଶ କରି ଶତ୍ରୁକୁ ପଦନତ କରିପାରନ୍ତି |ଚାକିରି କ୍ଷେତ୍ରରେ ଚମତ୍କାରିକ ଲାଭପ୍ରାପ୍ତ ହୋଇପାରନ୍ତି | | |
ଧର୍ମୀୟ ବିଚାରରେ ଉଦାର ସ୍ବଭାବର ହେବେ |କର୍ମଚଞ୍ଚଳ ରହିବେ |କନ୍ୟାସନ୍ତାନ ଦ୍ବାରା ଉପକୃତ ହେବେ |ଆକସ୍ମିକ ଧନଲାଭ ହେବ |ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହୁଏ | | |
ଈଶ୍ବରଭକ୍ତିରେ ଶକ୍ତିସମ୍ପନ୍ନ ହୋଇପାରନ୍ତି |କାମ,କ୍ରୋଧ ,ଲୋଭ ଓ ମୋହକୁ ପରାସ୍ତ କରିପାରନ୍ତି |କୃଷି ବିଶାରଦ ଭାବେ କୃଷକମାନଙ୍କୁ ଦିଗଦର୍ଶନ ହେବେ |ଦାନ ଧର୍ମରେ ଦୀକ୍ଷିତ ହେବେ | | |
ଆତ୍ମବିଶ୍ବାସୀ ହେବେ |ସାଧନାରୁ ଶାଶ୍ବତ ଶାନ୍ତିର ସନ୍ଧାନ ପାଇବେ |ମନ ପ୍ରସନ୍ନ ରହିବ |ଭାଷା ମଧୁର ଓ ବ୍ୟବହାର ଉଦ୍ରୋଚିତ ହେବ |ପ୍ରେମୀ ଓ ସାହସୀ ହେବେ |ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ | | |
ସତ୍ୟ ପ୍ରତିଜ୍ଞ ହେବେ |ସଦାଚାରୀ ହୋଇପାରନ୍ତି |ବିଲୁପ୍ତ ହେଉଥିବା ଭାଷା ସାହିତ୍ୟକୁ ଉଦ୍ଧାର କରି ଚଳନ୍ତା ଭାଷାକୋଷ ହୋଇପାରନ୍ତି |ଦାନଧର୍ମୀ,ବିଦ୍ୟାପ୍ରେମୀ ଓ କରିତ୍ କର୍ମା ହେବେ |ସ୍ନେହୀ ଓ ପ୍ରେମୀ ହେବେ | | |
ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ସୁଧାର ହେବ |ଐଶ୍ବର୍ଯ୍ୟପ୍ରାପ୍ତିର ସୂଚନା ମିଳୁଛି |ମୋକଦ୍ଦମାରେ ବିଜୟୀ ହେବେ |ଧନଲାଭ ହେବ |ଲୋକପ୍ରିୟ ଓ ସାମାଜିକ ଗୌରବର ଅଧିକାରୀ ହେବେ |ସୁଖୀ ହେବେ | |
Odia Calendar 2022
Comments
comments