OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Monday 5th September 2022

Odia Rashiphala

Odia Rashiphala

ଧର୍ମକାର୍ଯ୍ୟରେ ଆସ୍ତା ବଢ଼ିବ। ନିଜର ମାନ ପ୍ରତିଷ୍ଠା ବଜାୟ ରଖିବା ଲାଗି ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ। ଜୀବନସାଥୀ ସହ ସମୃନ୍ଧ ମଜଭୁତ ହେବ।
ଭଲ କଂପାନିରେ ଚାକିରିର ସୁଯୋଗ ଆସିବ।ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି ବିବାହିତ ଲୋକଙ୍କୁ ବିବାହ ସୁଖ ମିଳିବ ଛାତ୍ରଙ୍କ ଲାଗି ଦିନଟି ଭଲ।
ଆପଣଙ୍କ ମନ ଆତ୍ମବିଶ୍ୱାସରେ ପୂର୍ଣ୍ଣ ରହିବ। ରାଜନେତାଙ୍କର ସାମାଜିକ ବଢ଼ିବ। ପ୍ରେମୀଯୁଗଳଙ୍କ ମନରେ ପରସ୍ପର ପ୍ରତି ବିଶ୍ଵାସ ସ୍ଥାପିତ ହେବ।
ଘରକୁ କୌଣସି ବନ୍ଧୁଙ୍କ ଆଗମନ ହେବ। ସଫଳତା ଲାଗି ନୂଆ ସୁଯୋଗ ହାତରେ ଲାଗିବ।ବ୍ୟବସାୟ କାମର ବ୍ୟସ୍ତ ରହିପାରନ୍ତି ଜୀବନସାଥୀ ଆପଣଙ୍କୁ ଭଲ ଜିନିଷ ଦେବେ।
ଧର୍ମକାମରେ ମନ ଲାଗି ରହିବ। ଘରର ସମସ୍ତଙ୍କ ସହ ଉତମ ବୁଝାମଣା ରହିବ। ଯାନବାହାନ କିଣିବାର ଯୋଗ ଅଛି। ଶିକ୍ଷାର୍ଥୀଙ୍କର ଲେଖାପଢା ପ୍ରତି ରୁଚି ବଢ଼ିବ।
ଅତୀତର କଥାକୁ ନେଇ ଚିନ୍ତିତ ରହିବେ। ନିକଟ ସଂପର୍କୀୟ ଅପଣଙ୍କ କ୍ୟାରିୟର ସମୃଦ୍ଧ କରିବେ। କମ୍ପ୍ୟୁଟର ଛାତ୍ର କିଛି ନୂଆ ଶିଖିବେ ବିବାହିତ ବ୍ୟକ୍ତି ପ୍ରସନ୍ନ ରହିବେ।
ଆପଣ ଅଧିକ ଭାବପ୍ରବଣ ହେବେ ଚାକିରିଆଙ୍କର ଭଲ ସ୍ଥାନକୁ ବଦଳି ହେବ। ଧାର ଦେଇଥିବା ପଇସା ଫେରସ୍ତ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।
ପୂର୍ବରୁ କରିଥିବା ସାମାଳିକ କାର୍ଯ୍ୟ ଲାଗି ମାନ ସମ୍ମାନ ପାଇବେ। ବ୍ୟବସାୟରେ ଅଶାଠୁଁ ଅଧିକ ଲାଭ ହେବ। ପ୍ରେମ କରୁଥିବା ବ୍ୟକ୍ତି ସାଥୀଙ୍କୁ ବୁଝିବାକୁ ଚେଷ୍ଟା କରିବେ।
ଆପଣଙ୍କ ବ୍ୟବହାର ଦ୍ଵାରା କିଛି ଲୋକ ପ୍ରଭାବିତ ହେବେ। ବ୍ୟବସାୟରେ ଉନ୍ନତି ହେବ ଭଲ କଂପାନିରେ ସାକ୍ଷାତକାର ଲାଗି ଖବର ଆସିବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
ବିଶେଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଭାବିଚିନ୍ତି ଫଇସଲା ନିଅନ୍ତୁ। ପାରିବାରିକ ଜୀବନ ସୁଖକର ହେବ। ଶିକ୍ଷାର୍ଥୀଙ୍କୁ ଭଲ ଖବର ମିଳିବ।
ଆପଣ ବଡ଼ ନିଷ୍ପତ୍ତି ନେଇପାରନ୍ତି। ବନ୍ଧୁମାନଙ୍କ ସହିତ ସମୟ କାଟିବା ଯୋଗୁଁ ମନ ଖୁସି ରହିବ। ବେକାରଙ୍କୁ ନିଯୁକ୍ତି ମିଳିବ ରାଜନୀତିରେ ସଫଳତା ପାଇବେ।
ଅଫିସରେ ପଦୋନ୍ନତିର ଯୋଗ ଅଛି। ମନକୁ ଅଚାନକ ଏମିତି ବିଚାର ଆସିବ ଯାହା ପ୍ରଗତିର ଦ୍ୱାର ଖୋଲିବ। ପାରିବାରିକ ଜୀବନରେ ସୁଖୀ ରହିବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments