![]() |
ଧର୍ମକାର୍ଯ୍ୟରେ ଆସ୍ତା ବଢ଼ିବ। ନିଜର ମାନ ପ୍ରତିଷ୍ଠା ବଜାୟ ରଖିବା ଲାଗି ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ। ଜୀବନସାଥୀ ସହ ସମୃନ୍ଧ ମଜଭୁତ ହେବ। |
ଭଲ କଂପାନିରେ ଚାକିରିର ସୁଯୋଗ ଆସିବ।ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି ବିବାହିତ ଲୋକଙ୍କୁ ବିବାହ ସୁଖ ମିଳିବ ଛାତ୍ରଙ୍କ ଲାଗି ଦିନଟି ଭଲ। | |
ଆପଣଙ୍କ ମନ ଆତ୍ମବିଶ୍ୱାସରେ ପୂର୍ଣ୍ଣ ରହିବ। ରାଜନେତାଙ୍କର ସାମାଜିକ ବଢ଼ିବ। ପ୍ରେମୀଯୁଗଳଙ୍କ ମନରେ ପରସ୍ପର ପ୍ରତି ବିଶ୍ଵାସ ସ୍ଥାପିତ ହେବ। | |
ଘରକୁ କୌଣସି ବନ୍ଧୁଙ୍କ ଆଗମନ ହେବ। ସଫଳତା ଲାଗି ନୂଆ ସୁଯୋଗ ହାତରେ ଲାଗିବ।ବ୍ୟବସାୟ କାମର ବ୍ୟସ୍ତ ରହିପାରନ୍ତି ଜୀବନସାଥୀ ଆପଣଙ୍କୁ ଭଲ ଜିନିଷ ଦେବେ। | |
ଧର୍ମକାମରେ ମନ ଲାଗି ରହିବ। ଘରର ସମସ୍ତଙ୍କ ସହ ଉତମ ବୁଝାମଣା ରହିବ। ଯାନବାହାନ କିଣିବାର ଯୋଗ ଅଛି। ଶିକ୍ଷାର୍ଥୀଙ୍କର ଲେଖାପଢା ପ୍ରତି ରୁଚି ବଢ଼ିବ। | |
ଅତୀତର କଥାକୁ ନେଇ ଚିନ୍ତିତ ରହିବେ। ନିକଟ ସଂପର୍କୀୟ ଅପଣଙ୍କ କ୍ୟାରିୟର ସମୃଦ୍ଧ କରିବେ। କମ୍ପ୍ୟୁଟର ଛାତ୍ର କିଛି ନୂଆ ଶିଖିବେ ବିବାହିତ ବ୍ୟକ୍ତି ପ୍ରସନ୍ନ ରହିବେ। | |
ଆପଣ ଅଧିକ ଭାବପ୍ରବଣ ହେବେ ଚାକିରିଆଙ୍କର ଭଲ ସ୍ଥାନକୁ ବଦଳି ହେବ। ଧାର ଦେଇଥିବା ପଇସା ଫେରସ୍ତ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। | |
ପୂର୍ବରୁ କରିଥିବା ସାମାଳିକ କାର୍ଯ୍ୟ ଲାଗି ମାନ ସମ୍ମାନ ପାଇବେ। ବ୍ୟବସାୟରେ ଅଶାଠୁଁ ଅଧିକ ଲାଭ ହେବ। ପ୍ରେମ କରୁଥିବା ବ୍ୟକ୍ତି ସାଥୀଙ୍କୁ ବୁଝିବାକୁ ଚେଷ୍ଟା କରିବେ। | |
ଆପଣଙ୍କ ବ୍ୟବହାର ଦ୍ଵାରା କିଛି ଲୋକ ପ୍ରଭାବିତ ହେବେ। ବ୍ୟବସାୟରେ ଉନ୍ନତି ହେବ ଭଲ କଂପାନିରେ ସାକ୍ଷାତକାର ଲାଗି ଖବର ଆସିବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। | |
ବିଶେଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଭାବିଚିନ୍ତି ଫଇସଲା ନିଅନ୍ତୁ। ପାରିବାରିକ ଜୀବନ ସୁଖକର ହେବ। ଶିକ୍ଷାର୍ଥୀଙ୍କୁ ଭଲ ଖବର ମିଳିବ। | |
ଆପଣ ବଡ଼ ନିଷ୍ପତ୍ତି ନେଇପାରନ୍ତି। ବନ୍ଧୁମାନଙ୍କ ସହିତ ସମୟ କାଟିବା ଯୋଗୁଁ ମନ ଖୁସି ରହିବ। ବେକାରଙ୍କୁ ନିଯୁକ୍ତି ମିଳିବ ରାଜନୀତିରେ ସଫଳତା ପାଇବେ। | |
ଅଫିସରେ ପଦୋନ୍ନତିର ଯୋଗ ଅଛି। ମନକୁ ଅଚାନକ ଏମିତି ବିଚାର ଆସିବ ଯାହା ପ୍ରଗତିର ଦ୍ୱାର ଖୋଲିବ। ପାରିବାରିକ ଜୀବନରେ ସୁଖୀ ରହିବେ। |
Odia Calendar 2022
Comments
comments