OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Monday 29th August 2022

Odia Rashiphala

Odia Rashiphala

ଜୀବନସାଥୀଙ୍କ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଯିବେ। ରୋଜଗାର ଲାଗି ନୂଆ ଅବସର ପାଇବେ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ତାଳମେଳ ବଜାୟ ରଖିବା ଦରକାରୀ।
କୌଣସି ନୂଆ କାମର ଯୋଜନା କରିବେ। ଆପଣଙ୍କ ବ୍ୟବହାର ଦ୍ଵାରା ଲୋକେ ବହୁତ ପ୍ରଭାବିତ ହେବେ। ଆପଣଙ୍କୁ ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ପ୍ରାପ୍ତ ହେବ।
ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ନିଜର ବୁଦ୍ଧିମତ୍ତାରେ ସବୁ କାମ ସମ୍ଭାଳି ନେବେ। ସନ୍ତାନ ଠାରୁ ଶୁଭ ଖବର ପାଇବେ। ଜୀବନସାଥୀଙ୍କ ସହ ଧର୍ମସ୍ଥାନକୁ ଯାତ୍ରା କରିବେ।
ବାପା ମାଆଙ୍କ ସାହାଯ୍ୟରେ ବିଶେଷ କାମ ସଂପୂର୍ଣ୍ଣ ହେବ। ଧାର ନେବାଦେବାରୁ ନିବୃତ୍ତ ରୁହନ୍ତୁ। କୌଣସି କାମରେ ସଫଳ ହେବ। ଯୋଗୁଁ ପ୍ରଶଂସା ପାଇବେ।
ପରିବାର ଲୋକଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବା ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ବିଶିଷ୍ଟ ବ୍ୟକ୍ତିଙ୍କ ସହ କଥା ହେବେ। ବେକାରଙ୍କ ଲାଗି ରୋଜଗାରର ସୁଯୋଗ ଅଛି।
ଆପଣଙ୍କ ମାନସିକ ଆଭିମୁଖ୍ୟ ସକାରାତ୍ମକ ରହିବ। କୌଣସି ଜରୁରୀ କାମରେ ଲାଗି ରହିଥିବା ବାଧାର ସମାଧାନ ହେବ। ସମାଜରେ ଆପଣଙ୍କ କାମର ଆଲୋଚନା ହେବ।
ଆପଣଙ୍କ ରଚନାତ୍ମକ ପ୍ରତିଭା ସମସ୍ତଙ୍କ ସମ୍ମୁଖକୁ ଆସିବ। ସାମାଜିକ ଗଣମାଧ୍ୟମରୁ ସୁସମ୍ବାଦ ପାଇବେ। ପ୍ରେମ ମମ୍ବନ୍ଧରେ ମଧୁରତା ଆସିବା ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ।
ବକେୟା ଅର୍ଥ ପାଇବେ। ଜରୂରୀ କାମରେ ଯାତ୍ରା ସଫଳ ହେବ। ଭାଗୀଦାରି ବେପାରରେ ଆପଣଙ୍କୁ ଲାଭ ମିଳିବା ସାମାଜିକ କାର୍ଯ୍ୟରେ ଆପଣ ଆଗରେ ରହିବେ।
ଆପଣଙ୍କୁ ସନ୍ତାନ ସୁଖ ମିଳିବାର ଯୋଗ ଅଛି। ଆଶା ମୁତାବକ କାମ ସଂପୂର୍ଣ୍ଣ ହେବ। ଯୋଗୁଁ ମନ ଖୁସି ହେବ। ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।
ଭବିଷ୍ୟତ ସମ୍ବନ୍ଧରେ ମାନସ ମନ୍ଥନ କରିବେ। ଘରକୁ ଅଚାନକ ବନ୍ଧୁ ଆସିବେ। କାର୍ଯ୍ୟଷେତ୍ରରେ ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନରେ ଖୁସିର ଆଗମନ ହେବ।
ଅଚାନକ କୌଣସି ବନ୍ଧୁ ସହ ଭେଟ ହେବ ସୁସମ୍ବାଦ ପାଇବେ। କାମ ସମ୍ପର୍କିତ ବଡ଼ ନିଷ୍ପତ୍ତି ନେବେ। ପ୍ରିୟତମଙ୍କ ଠାରୁ ମନ ପସନ୍ଦର ଉପହାର ପାଇବେ।
ବଳକା କାମ ପୂରା ହେବାର ସମ୍ଭାବନା ଅଛି ଧନଲାଭର। ଅବସର ପାଇବେ। ନବବିବାହିତଙ୍କ ଲାଗି ଭଲ ଦିନଟିଏ। ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କ ଠାରୁ ବିଶେଷ ମାର୍ଗଦର୍ଶନ ମିଳିବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments