OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Monday 27th Jun 2022

Odia Rashiphala

Odia Rashiphala

ବିବିଧ ଉପାୟରେ ଧନ ଅର୍ଜନ କରି ସଞ୍ଚୟାଭିମଖୁୀ ହେବେ। ବହୁ ଧାର୍ମିକ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ବହୁବିଦ୍ୟା ପାରଙ୍ଗମ୍ ହୋଇପାରନ୍ତି।ସଦାସର୍ବଦା ପ୍ରୀତିପୂର୍ଣ୍ଣ ରହିବେ।
ରାଜେଶ୍ୱର ପଦପଦବୀ ପ୍ରାପ୍ତିର ସୁଯୋଗ ଅଛି। ସୁଦୃଶ୍ୟ ଶରୀରଯୁକ୍ତ ହୋଇପାରନ୍ତି। ଧୃତି ସତ୍ୟଯୁକ୍ତ ହେବେ। ମହାନ୍‌ ପ୍ରଭାବଶାଳୀ ହୋଇପାରନ୍ତି।ହସ, ଖୁସିରେ ଦିନଟି ବିତିବ।
ସାଧନାରୁ ସୁଫଳ ମିଳିବ। ନିଜ ମିତ୍ର, ଶତ୍ରୁତା ଆଚରଣ କରିପାରନ୍ତି। ଆଖିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି।ମଧରୁ ଭାଷାରେ ପରକୁଆପଣାଇ କରିପାରନ୍ତି।ବ୍ୟୟ ବୃଦ୍ଧି ହୋଇପାରେ।
ଲୋକପୂଜ୍ୟ ହୋଇପାରନ୍ତି।ଶତ୍ରୁତାର ଅବସାନ ଘଟାଇ ଆଶ୍ୱସ୍ତ ହେବେ। ବ୍ରହ୍ମବେତ୍ତା ହୋଇପାରନ୍ତି।ଜ୍ଞାନଗରିମାଯୁକ୍ତ ହେବେ। ସରକାରଙ୍କ ତରଫରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତ ହେବେ।
ପ୍ରାଣୀମାନଙ୍କ ପାଇଁ ଦୟାର ସାଗର ହୋଇପାରନ୍ତି।ସଦା-ସର୍ବଦା କର୍ମତତ୍ପର ରହିବେ। ଆର୍ଥିକ ସ୍ତିତି ଅନୁକୂଳ ରହିବ। ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ। ବନ୍ଧୁ ପ୍ରୀତିଅକ୍ଷୁଣ୍ଣ ରହିବ।
ବିଶାଳ କୀର୍ତ୍ତିସ୍ତମ୍ଭ ସ୍ଥାପନ କରିପାରନ୍ତି। ଜନସାଧାରଣଙ୍କ ନୟନାଭିରାମ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। କ୍ଷମତାର ସୁବିନିଯୋଗ କରି ଲୋକପ୍ରିୟତା ଅର୍ଜନ କରିବେ।
ଆତ୍ମୀୟ ସ୍ୱଜନଙ୍କଠାରୁ କ୍ଲେଶର ସମ୍ମୁଖୀନ ହୋଇପାରନ୍ତି।ଧର୍ମାସକ୍ତ ହେବେ। ମତିମାନ୍‌ ହୋଇପାରନ୍ତି।ପୁତ୍ରମିତ୍ର ହେତୁ ସୁଖ ଭୋଗ କରିବେ। ସରକାରଙ୍କ କୋପଦୃଷ୍ଟି ଅଛି। ଧନଧାନ୍ୟ ହାନି ହୋଇପାରେ।
ପୁଣ୍ୟବାନ୍‌ ହେବେ। ଗରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଲାଭବାନ୍ ହେବା ସହିତ ପ୍ରଶଂସାର ପାତ୍ର ହେବେ। ଚେଷ୍ଟା ସୁଶୀଳ ଓ ସୁଗମ ହେବ। ବିନୟୀ ଭାବ ଯୋଗଁ ପ୍ରତ୍ୟେକ କ୍ଷେତ୍ରରେ ଆଦରଣୀୟ ହେବେ।
ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ। ଦର୍ଶନୀୟ ହୋଇପାରନ୍ତି। ଭୋଗୀ ହେବେ। ତେଜୀୟାନ୍‌ ହୋଇପାରନ୍ତି।କର୍ମଚଞ୍ଚଳ ରହିବେ। ବହୁ ମୂଲ୍ୟବାନ୍ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ଶତ୍ରୁତାର ଅବସାନ ଘଟିବ।
ପ୍ରଥିତ ପ୍ରଭାବ ସମ୍ପନ୍ନ ହୋଇପାରନ୍ତି।ଅଧ୍ୟୟନରତ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତି ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ତେଜୀୟାନ୍‌ ହେବେ। ସୁସ୍ଥ ରହିବେ।
ପ୍ରଭୁତା ବିସ୍ତାର କରିପାରନ୍ତି।ମହାମନୁଷ୍ୟ ପଦବାଚ୍ୟ ହେବେ। କୁଳ ପ୍ରଧାନ ହେବା ଆଶା କରାଯାଏ। ମାତାପିତାଙ୍କର ସ୍ନେହାସ୍ପଦ ହେବେ। ସ୍ୱକୀୟ ମୂଲ୍ୟବୋଧ ସିଦ୍ଧାନ୍ତକୁ ନେଇ ଅଗ୍ରଗାମୀ ହେବେ।
ସକଳ ଗୁଣଯୁକ୍ତ ହେବେ। ସୁଖୀ ହେବେ। କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତି।ସାହସୀ ଓ କୁଶଳୀ ହେବେ। ବାଞ୍ଛିତ କାର୍ଯ୍ୟ କରିପାରନ୍ତି।ଶାସ୍ତ୍ରପଟୁ ହୋଇପାରନ୍ତି।ପୁଣ୍ୟ ଦେହୀ ଓ ରାଜବଂଶ ପୂଜିତ ହେବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments